Browsing Category

Top Stories

ପଦ୍ମପୁର ଥାନା ଅଞ୍ଚଳରେ ଅଘଟଣ, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ବାମୀର ଆତ୍ମହତ୍ୟା

ପଦ୍ମପୁର: ପହିଲି ରଜରେ ଅଘଟଣ । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ବାମୀର ଆତ୍ମହତ୍ୟା । ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଭେଉଁରିଆ ଗାଁରେ ଅଘଟଣ । ମହିଳାଙ୍କୁ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ…

ଅବଦୋଲରହିମ୍ ମୁସାଭି ହେଲେ ଇରାନର ନୂଆ ସାମରିକ ମୁଖ୍ୟ

ତେହରାନ: ଇରାନର ରାଜଧାନୀ ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ପ୍ରମୁଖ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ପରେ ଅବଦୋଲରହିମ୍ ମୁସାଭି ହେଲେ ଇରାନର ନୂଆ ସାମରିକ ମୁଖ୍ୟ । ଇରାନର ସର୍ବୋଚ୍ଚ ନେତା ଅଲି ଖାମେନି ଗତକାଲି ନୂତନ…

ଯାଜପୁର, ଭଦ୍ରକରେ ଭୟଙ୍କର ହେଲା ଡାଇରିଆ; ୮ ‘କଲେରା’ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଯାଜପୁର ଓ ଭଦ୍ରକ ଜିଲ୍ଲାରେ ମୋଟ ୮ ଜଣ କଲେରାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସୂତ୍ରରୁ ପ୍ରକାଶ ଯେ, ସଂଗୃହୀତ ୪୧ଟି ମଳ ନମୁନା ମଧ୍ୟରୁ ୮ଟି କଲେରା ପାଇଁ ପଜିଟିଭ୍ ହୋଇଛି। ମୁଖ୍ୟ ଶାସନ ସଚିବ ମନୋଜ…

ହାତୀ ଆକ୍ରମଣରେ ଓଡ଼ିଶାରେ ଆଉ ୩ ଜଣଙ୍କ ମୃତ୍ୟୁ, ଗତ ସପ୍ତାହରେ ରାଜ୍ୟ ସରକାର ନେଇଥିଲେ ବଡ ନିଷ୍ପତ୍ତି

ଭୁବନେଶ୍ୱର: ଶନିବାର କେନ୍ଦୁଝର ଜିଲ୍ଲାରେ ହାତୀ ଆକ୍ରମଣରେ ପୃଥକ ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଗୁଆଲି ପଞ୍ଚାୟତରେ ଏକ ବଣୁଆ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝରର ଯୋଡା ବ୍ଲକ…

ଆଜି ପହିଲି ରଜ, ପୋଡ଼ ପିଠା ବାସ୍ନାରେ ମହକୁଛି ଗାଁ ଠୁ ସହର

ଭୁବନେଶ୍ବର: ଆଜି ପହିଲି ରଜ । ଆମ ମାଟିର ପର୍ବ ରଜକୁ ନେଇ ଗାଁରୁ ସହର , ସବୁ ଉତ୍ସବମୁଖର । ସବୁଠି ଦୋଳି ଖେଳ, ବିଭିନ୍ନ ପ୍ରକାର ପ୍ରତିଯୋଗୀତା ସହିତ ପିଠା ମିଠାର ଆସର । ବିଶେଷ କରି ରଜ ଅବସରରେ ଭଳି କି ଭଳି ପିଠା…

କ’ଣ ବ୍ୟାୟାମ ପରେ ବ୍ଲଡ଼ ଟେଷ୍ଟ କରାଇବା ଉଚିତ କି ? ଜାଣନ୍ତୁ ବିଶେଷଜ୍ଞଙ୍କ ମତ

ଆଜିକାଲି ସ୍ୱାସ୍ଥ୍ୟ ପ୍ରତି ସଚେତନତା ବୃଦ୍ଧି ପାଇଛି, ଏବଂ ଅନେକେ ନିୟମିତ ବ୍ୟାୟାମ କରିବା ସହ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରୁଛନ୍ତି। କିନ୍ତୁ ଏକ ସାଧାରଣ ପ୍ରଶ୍ନ ଉଠୁଛି – ବ୍ୟାୟାମ ପରେ ରକ୍ତ ପରୀକ୍ଷା (Blood…

ହାଇ କୋଲେଷ୍ଟ୍ରଲ ହେଲେ ଶରୀରରେ କ’ଣ ଲକ୍ଷଣ ନିଶ୍ଚିତ ଦେଖାଯାଏ? ବିଶେଷଜ୍ଞଙ୍କଠାରୁ ଜାଣନ୍ତୁ

ଉଚ୍ଚ କୋଲେଷ୍ଟ୍ରଲ (High Cholesterol) ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା, ଯାହା ବିନା ସ୍ପଷ୍ଟ ଲକ୍ଷଣରେ ଶରୀରରେ ବଢ଼ି ହୃଦଘାତ (Heart Attack), ଷ୍ଟ୍ରୋକ ଓ ଅନ୍ୟ ହୃଦ୍‌ରୋଗର ଆଶଙ୍କା ବଢ଼ାଇଥାଏ। କୋଲେଷ୍ଟ୍ରଲ ହେଉଛି…

Air India Planeକୁ ବୋମାରେ ଉଡାଇଦେବାର ଧମକ: ଥାଇଲ୍ୟାଣ୍ଡରେ ବିମାନ କଲା ଜରୁରୀ ଅବତରଣ

ଫୁକେଟ: ଥାଇଲ୍ୟାଣ୍ଡର ଫୁକେଟରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ (ଫ୍ଲାଇଟ ନମ୍ବର AI 379) ଶୁକ୍ରବାର ଦିନ ବୋମା ଧମକ ପାଇବା ପରେ ଫୁକେଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି।…

କ’ଣ ଛୋଟ ମହୁମାଛିର ଡଙ୍କ ମଧ୍ୟ ହୃଦଘାତର କାରଣ ହୋଇପାରେ? ଜାଣନ୍ତୁ ଡଙ୍କ ମାରିଲେ ଶରୀରରେ କ’ଣ ହୁଏ

ମହୁମାଛିର ଡଙ୍କ ସାଧାରଣତଃ ଯନ୍ତ୍ରଣା ଓ ଅସୁବିଧା ସୃଷ୍ଟି କରେ, କିନ୍ତୁ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଅନୁଯାୟୀ, ଏହା ବିରଳ କ୍ଷେତ୍ରରେ ହୃଦଘାତ (Heart Attack) ପରି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର କାରଣ ମଧ୍ୟ ହୋଇପାରେ।…

ପ୍ରେମ କରୁଛି ସ୍ୱାମୀଙ୍କୁ ଲହୁଲୁହାଣ: ୫ ବର୍ଷରେ ୭୮୫ ପତ୍ନୀ ନିଜେ ପୋଛିଲେ ମଥାର ସିନ୍ଦୂର

ନୂଆଦିଲ୍ଲୀ: ଭାରତରେ ବିବାହ ଏକ ପବିତ୍ର ବନ୍ଧନ ବୋଲି ବିବେଚନା କରାଯାଏ, କିନ୍ତୁ ସମୟ ସହ ଅନୈତିକ ସମ୍ପର୍କ (Extramarital Affairs) ଏବଂ ପ୍ରେମ ସମ୍ପର୍କ ଯୋଗୁଁ ଅନେକ ବିବାହିତ ଜୀବନ ଭାଙ୍ଗୁଛି। ଏକ ଆଶ୍ଚର୍ଯ୍ୟଜନକ…