Browsing Category
Top Stories
ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା, 8 ମହିଳାଙ୍କ ସମେତ ଅଛନ୍ତି 30 ଯାତୀ
ବ୍ରହ୍ମଗିରି: ମଝି ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ ଅଛନ୍ତି 30 ଜଣ ଯାତ୍ରୀ । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଡଙ୍ଗା ଫସିରହିଥିବା ସୂଚନା । ସାତପଡ଼ାରୁ ଜହ୍ନିକୁଦାକୁ ଯାତ୍ରୀ ନେଇ ଯାଉଥିଲା ଡଙ୍ଗା…
ସିଙ୍ଗିଲ ୱିଣ୍ଡୋରେ 17 ପ୍ରକଳ୍ପକୁ ମଞ୍ଜୁରୀ; 3,878 କୋଟିର ହେବ ପୁଞ୍ଜି ନିବେଶ
ଭୁବନେଶ୍ବର: ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସରେ 17 ପ୍ରକଳ୍ପକୁ ଅନୁମୋଦନ । ରାଜ୍ୟରେ 3878.86 କୋଟିର ପୁଞ୍ଜି ନିବେଶକୁ ମିଳିଲା ମଞ୍ଜୁରୀ । 11 ଟି ଜିଲ୍ଲାରେ 17 ଟି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିଛି।…
ଇଜ୍ରାଏଲ-ଇରାନ ଯୁଦ୍ଧର ପ୍ରଭାବ: ଭାରତରେ ସୁନା, ତୈଳ ଓ ଶେୟାର ବଜାରରେ ହଙ୍ଗାମା
ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଇଜ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ସଂଘର୍ଷ ଏବେ ବିଶ୍ୱ ଅର୍ଥନୀତି ସହ ଭାରତକୁ ମଧ୍ୟ ପ୍ରଭାବିତ କରୁଛି। ଶୁକ୍ରବାର ସକାଳେ ଇଜ୍ରାଏଲର ବାୟୁସେନା ଇରାନର ତେହେରାନସ୍ଥିତ ପରମାଣୁ ଓ…
ଭୁବନେଶ୍ବରରେ ମାଳମାଳ ବନ୍ଧୁକ, 6 ଟି ବନ୍ଧୁକ ସହ 5 ଜଣଙ୍କୁ ଗିରଫ କଲା ପୋଲିସ୍
ଭୁବନେଶ୍ବର: ବନ୍ଧା ହେଲେ ବନ୍ଧୁକ ବେପାରୀ । 6 ଟି ବନ୍ଧୁକ ଜବତ ସହ 5 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରେ 3 ଜଣ ୟୁପିର, ଜଣେ ମଧ୍ୟପ୍ରଦେଶ ଓ ଜଣେ ସାଲେପୁରର ବୋଲି ଜଣାପଡ଼ିଛି । ସେମାନଙ୍କଠାରୁ…
ଯାଜପୁରରେ ଡ଼ାଇରିଆ ଆତଙ୍କ, 16 ତାରଖ ଯାଏଁ ଛୁଟି ବାତିଲ କଲେ ଜିଲ୍ଲାପାଳ
ଯାଜପୁର: ଡ଼ାଇରିଆ ପାଇଁ ଯାଜପୁରରେ ଛୁଟି ବାତିଲ । ଆସନ୍ତାକାଲି ଠାରୁ ୧୬ ତାରିଖ ଯାଏ ଛୁଟି ବାତିଲ କରିଲେ ଜିଲ୍ଲାପାଳ । ସମସ୍ତ ଅଫିସ ଖୋଲା ରହିବ କିନ୍ତୁ ଛୁଟି ଅନୁମତି ଦିଆଯିବନି । ପୂର୍ବରୁ ଦିଆଯାଇଥିବା ଛୁଟିକୁ…
ଉପକାରୀ ଜାମୁକୋଳି, ଖାଇଲେ ଦୂର ହୁଏ ଏହି ସବୁ ରୋଗ…
ଓଡ଼ିଶା ଭାସ୍କର: ଜାମୁକୋଳି ପ୍ରାୟତଃ ସମସ୍ତଙ୍କର ପସନ୍ଦ । ଖରାଦିନେ ଏହି ଫଳ ହୋଇଥାଏ । ଏହା ଖାଇବାକୁ ଯେମିତି ଭଲ ଲାଗେ, ଏଥିରେ ଭିଟାମିନ ମଧ୍ୟ ଭରପୁର ମାତ୍ରାରେ ଭରି ରହିଥାଏ । ଅଧିକାଂସ ଲୋକ ଜାମୁକୋଳି ଖାଇ ସାରି…
IND vs ENG: ଗୌତମ ଗମ୍ଭୀରଙ୍କ ମା’ଙ୍କୁ ହୃଦଘାତ, ହେଡ୍ କୋଚ ତୁରନ୍ତ ଭାରତ ଫେରିଲେ; ଜାଣନ୍ତୁ କେବେ ଯିବେ ଇଂଲଣ୍ଡ
ଲଣ୍ଡନ/ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ହେଡ୍ କୋଚ ଗୌତମ ଗମ୍ଭୀର ପାରିବାରିକ ଜରୁରୀ ସ୍ଥିତି କାରଣରୁ ଇଂଲଣ୍ଡରୁ ଭାରତ ଫେରିଛନ୍ତି। ରିପୋର୍ଟ ଅନୁସାରେ, ତାଙ୍କ ମାତା ସୀମା ଗମ୍ଭୀରଙ୍କୁ ଜୁନ ୧୧ ରାତିରେ ହୃଦଘାତ…
ଡ୍ରିମଲାଇନର ମିଳିଲା ଭିଡିଓ ରେକର୍ଡର, CVRରୁ MAYDAY କଲର ମିଳି ପାରିବ ବିଶେଷ ତଥ୍ୟ
ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣାସ୍ଥଳରେ ଫରେନ୍ସିକ ଟିମ ଓ ଏଟିଏସର ଯାଞ୍ଚ । ଦୁର୍ଘଟଣାସ୍ଥଳରୁ କରାଗଲା ନମୁନା ସଂଗ୍ରହ । ATSକୁ ମିଳିଲା ବିମାନର ଡିଜିଟାଲ୍ ଭିଡିଓ ରେକର୍ଡର୍ (DVR) । ଏହା ସହ ଏୟାର ଇଣ୍ଡିଆ…
ପଠାନକୋଟରେ ଭାରତୀୟ ବାୟୁସେନାର ଅପାଚେ ହେଲିକପ୍ଟରର ଜରୁରୀ ଅବତରଣ, ଅଞ୍ଚଳରେ ହଙ୍ଗାମା
ପଠାନକୋଟ: ପଞ୍ଜାବର ପଠାନକୋଟ ଜିଲ୍ଲାର ନଙ୍ଗଲପୁର ଥାନା ଅଧୀନ ହେଲେଡ଼ ଗାଁ ନିକଟରେ ଶୁକ୍ରବାର ସକାଳେ ଭାରତୀୟ ବାୟୁସେନାର ଏକ ଅପାଚେ (AH-64E) ଫାଇଟର ହେଲିକପ୍ଟରର ଜରୁରୀ ଅବତରଣ କରାଯାଇଛି। ଏହି ଘଟଣା ଯୋଗୁଁ ସ୍ଥାନୀୟ…
ଶନିବାର ଦିନ ଭୁଲରେ ମଧ୍ୟ ଘରକୁ ଆଣନ୍ତୁନି ଏହି ଜିନିଷ, କୋଧିତ ହୋଇପାରନ୍ତି ଶନିଦେବ!
ନୂଆଦିଲ୍ଲୀ: ଶନିବାର ଦିନ ଶନି ଦେବଙ୍କ ପୂଜା କରିବା ପାଇଁ ସର୍ବୋତ୍ତମ ଦିନ ବୋଲି ବିବେଚନା କରାଯାଏ । ଶନିବାର ଦିନ ଶନିଙ୍କ ସହ ଜଡିତ ଜିନିଷ କିଣିବା ଦ୍ୱାରା ଜୀବନରେ ଅସୁବିଧା ହୋଇପାରେ ଏବଂ ସମସ୍ୟାର ସମ୍ମୁଖୀନ…