Browsing Category
Top Stories
ପିଏମ କିଷାନର ଦ୍ୱାଦଶ କିସ୍ତି ପୂର୍ବରୁ ସରକାର ବଦଳାଇଲେ ଏହି ନିୟମ: ଫାଇଦାରେ ଚାଷୀ
ନୂଆଦିଲ୍ଲୀ: ପିଏମ କିଷାନ ସମ୍ମାନ ନିଧିର ଦ୍ୱାଦଶ କିସ୍ତିକୁ ଚାହିଁବସିଛନ୍ତି ଦେଶର ୧୦କୋଟିରୁ ଅଧିକ ଚାଷୀ । କିନ୍ତୁ ଦ୍ୱାଦଶ କିସ୍ତି ଆକାଉଣ୍ଟକୁ ଆସିବା ପୂର୍ବରୁ ସରକାର ଏକ ବଡ ପରିବର୍ତ୍ତନ କରିଛନ୍ତି । ଏହା ଅଧୀନରେ…
ଧନ ଦେବୀ ମାଁ ପେଣ୍ଡ୍ରାଣୀ: ପ୍ରତିଶୋଧପରାୟଣ ଦେବୀଙ୍କଠାରୁ ଏକ ସୁଖୀ ଦେବୀ ରୂପେ ପରିଣତ ହେବାର ଇତିହାସ
ନବରଙ୍ଗପୁର: ମାଁ ପେଣ୍ଡ୍ରାଣୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ପ୍ରତିଷ୍ଠିତ ଲୋକଦେବୀ। ସଂପ୍ରତ୍ତି ଉମରକୋଟ “ମା ପେଣ୍ଡ୍ରାଣୀ” ଙ୍କ ପୀଠ ପ୍ରସିଦ୍ଧ ଓ ବହୁଚର୍ଚ୍ଚିତ। ସଂପ୍ରତ୍ତି ଉମରକୋଟ “ମାଁ ପେଣ୍ଡ୍ରାଣୀ” ଙ୍କ…
ଶସ୍ତା ହେବ ବିମାନ ଯାତ୍ରା! ଆରମ୍ଭ ହେବାକୁ ଯାଉଛି ୨୬ ଟି ନୂତନ ବିମାନ, ଜାଣନ୍ତୁ ରୁଟ୍ ଲିଷ୍ଟ ଓ ଭଡ଼ା
ନୂଆଦିଲ୍ଲୀ: ଦେଶରେ ଘରୋଇ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏବେ ଅଧିକ ବିକଳ୍ପ ମିଳିବାକୁ ଯାଉଛି । ଦେଶର ବିଭିନ୍ନ ସ୍ଥାନକୁ ଯିବା ପାଇଁ ସେମାନଙ୍କ ପାଇଁ ବିମାନ ସୁବିଧା ଉପଲବ୍ଧ ହେବାକୁ ଯାଉଛି । ଘରୋଇ…
ରାଜ୍ୟରେ ପୁଣି ୧୧୨୨ ପଜିଟିଭ୍ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ ୩୦୭ ଆକ୍ରାନ୍ତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧୨୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…
ଶୋଇବା ପାଇଁ ଦରକାର ନାହିଁ ବେଡ୍: ଜାପାନ ତିଆରି କଲା ନାପ୍ ବକ୍ସସ୍, ଫାଇଦାରେ ଦୀର୍ଘ ସମୟ କାର୍ଯ୍ୟ କରୁଥିବା କାର୍ମଚାରୀ
ନୂଆଦିଲ୍ଲୀ: ଏଣିକି ଶୋଇବା ପାଇଁ ଆଉ ବେଡ୍ର ଆବଶ୍ୟକତା ପଡ଼ିବ ନାହିଁ। ଲୋକେ ଉନ୍ନତ ଜ୍ଞାନ କୌଶଳ ଦ୍ବାରା ବିଭିନ୍ନ ଜିନିଷ, ଆସବାବପତ୍ର ତିଆରି କରାଯାଉଥିବାବେଳେ ଶୋଇବା ପାଇଁ ନାପ୍ ବନ୍ସେସ୍ ଏକ ଭିନ୍ନ ଧରଣର ଜିନିଷ…
ଏୟାରଲିଫ୍ଟ ଦେଇ ମରାଠୀ ପରିବାର ୪ ଜୀବନ ବଞ୍ଚାଇଲେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ, ପୀଡିତ ପରିବାର କହିଲେ ଆମକୁ ମଣିଷ ରୂପରେ ଭଗବାନ ମିଳିଗଲେ..
ପାଟନା: ବିହାରରେ ୪୦ ବର୍ଷ ଧରି ରହିଆସୁଥିବା ମହାରାଷ୍ଟ୍ରର ଏକ ମୂଳ ନିବାସୀ ମରାଠି ପରିବାରକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମାଗଣାରେ ବଡ଼ ସହୟତା ଯୋଗାଇଛନ୍ତି । ବିହାରରେ ମହାରାଷ୍ଟ୍ରର ଏକ ମରାଠୀ…
ଶ୍ରାବଣ ମାସରେ ଆଜି ହେଉଛି କାଳାଷ୍ଟମୀ ବ୍ରତ: ଜାଣନ୍ତୁ ଶୁଭ ମୁହୂର୍ତ୍ତ, ମହତ୍ତ୍ୱ ଓ ପୂଜା ବିଧି
ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ପ୍ରତି ମାସରେ କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ମାସିକ କାଳାଷ୍ଟମୀ ବ୍ରତ ରଖାଯାଏ । ଏହି ବ୍ରତ ଭଗବାନ ଭୈରବନାଥଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ବୋଲି ବିବେଚନା କରାଯାଏ । ଏହି ଦିନ…
ପ୍ରକାଶ ପାଇଲା ଗୃହ ବିଭାଗର ଶ୍ୱେତପତ୍ର: ୨୦୨୧ର ଅପରାଧ ସ୍ଥିତି ନେଇ ରହିଛି ଏପରି ତଥ୍ୟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୃହବିଭାଗର ଶ୍ୱେତପତ୍ର ଆଜି ପ୍ରକାଶ ପାଇଛି । ୨୦୨୧ର ଅପରାଧ ସ୍ଥିତି ନେଇ ଶ୍ୱେତପତ୍ର ଜାରି ରହିଛି । ୨୦୨୧ରେ ୧ ଲକ୍ଷ ୫୫ ହଜାର ୫୨୦ଟି ଅପରାଧ ଘଟିଛି । ତା’ମଧ୍ୟରୁ ୧ ହଜାର ୩୯୪ଟି…
ନିଟ୍ ମହାଦୁର୍ନୀତିର ପର୍ଦ୍ଦାଫାସ : ୨୦ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ସିଟ୍, ୮ ଜଣଙ୍କୁ ବାନ୍ଧିଲା ସିବିଆଇ
ନୂଆଦିଲ୍ଲୀ: ମେଡିକାଲ କଲେରେ ନାଁ ଲେଖାଇବା ପାଇଁ ହେଉଥିବା ପ୍ରବେଶିକା ପରୀକ୍ଷା ନିଟ୍ରେ ହୋଇଛି ବ୍ୟାପକ ଦୁର୍ନୀତି । ଏହି ଦୁର୍ନୀତି ସହ ଜଡ଼ିତ ଗୋଟିଏ ବଡ଼ ତଥ୍ୟ ଆଜି ସାମ୍ନାକୁ ଆସିଛି । ମେଡିକାଲ କଲେଜରେ ଆଡମିସନ…
ଭୁବନେଶ୍ୱରରେ ପହଞ୍ଚିଲା ଡା.ଅଜୟ ପରିଡ଼ାଙ୍କ ମରଶରୀର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ନାହାନ୍ତି ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା । ଗତକାଲି ଗୌହାଟୀରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରେ…