Browsing Category
Top Stories
ରାତି ଅଧରେ ବାରମ୍ବାର ଭାଙ୍ଗୁଛି କି ନିଦ? ତେବେ ଶୋଇବା ପୂର୍ବରୁ ଆଦୌ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ
ଓଡ଼ିଶା ଭାସ୍କର ବ୍ୟୁରୋ: ଆମ ଶରୀର ଉପରେ ଭଲ ନିଦ୍ରାର ପ୍ରଭାବ ସିଧାସଳଖ ପଡ଼ିଥାଏ । ଯଦି ଆମେ ଭଲ ଭାବରେ ରାତିରେ ଶୋଇଥାଉ ତାହେଲେ ମନ-ମସ୍ତିସ୍କ ଖୁବ୍ ଭଲ ରହିଥାଉ । ଆଦି ଯଦି ଠିକ୍ ଭାବରେ ରାତିରେ ଶୋଇନଥାଉ ତାହେଲେ…
(Video) ଆଉ ନାହାନ୍ତି ଭୂଦାନ ଆନ୍ଦୋଳନର ଅନ୍ୟତମ ନାୟିକା ପଦ୍ମଶ୍ରୀ ଶାନ୍ତି ଦେବୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ନାହାନ୍ତି ପଦ୍ମଶ୍ରୀ ଶାନ୍ତି ଦେବୀ । ଗତକାଲି ବିଳମ୍ବିତ ରାତ୍ରିରେ ଗୁଣୁପୁର ସ୍ଥିତ ବାସଭବନରେ ସେ ପରଲୋକ ଗମନ କରିଛନ୍ତି । ତାଙ୍କୁ ମୃତ୍ୟୁ ବେଳକୁ ୮୮ ବର୍ଷ ବୟସ ହୋଇଥିଲା । ଭୂଦାନ…
ଛୋଟ ପିଲା ଓ କିଶୋର-କିଶୋରୀଙ୍କ ଠାରେ ଅଧିକ ଘାତକ ହେଉଛି ଓମିକ୍ରନ, ଏହି ୩ଟି ଉପାୟରେ ରୁହନ୍ତୁ ସୁରକ୍ଷିତ
ନୂଆଦିଲ୍ଲୀ: କରୋନାର ଭାରିଆଣ୍ଟ୍ ଓମିକ୍ରନକୁ ନେଇ ପର୍ଯ୍ୟାପ୍ତ ତଥ୍ୟ ଉପଲବ୍ଧ ନାହିଁ, ଯେଉଁଥିରୁ ଜଣାପଡ଼ିବ ଯେ, ଓମିକ୍ରନ କେତେ ଘାତକ । କିନ୍ତୁ ନିକଟରେ ଦିଲ୍ଲୀରେ ୭ ଜଣ ଶିଶୁଙ୍କର ମୃତ୍ୟୁ ହେବା ପରେ ଏହି କତା ସ୍ପଷ୍ଟ…
ଆଜି ରାଜ୍ୟକୁ ଆସିବ ଓମିସିଓର କିଟ୍, ଚିହ୍ନଟ ହେବେ ଓମିକ୍ରନ ସଂକ୍ରମିତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଓଡ଼ିଶାରେ ପହଞ୍ଚିବ ଓମିକ୍ରନ ଭୁତାଣୁ ଚିହ୍ନଟ କରୁଥିବା ଓମିସିଓର କିଟ୍ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ କିଛି ପରିମାଣରେ କିଟ୍ ଆସିବା ପରେ ଆଉ ପୂର୍ବ ପରି ଆଉ ଜିନୋମ୍ ସିକ୍ୱେନ୍ସିଂର…
ଏହିସବୁ ଖାଦ୍ୟ ଆଜିଠାରୁ ଖାଇବା ଆରମ୍ଭ କରନ୍ତୁ, କ୍ୟାନସର କେବେ ବି ପାଖ ମାଡ଼ିବ ନାହିଁ
କ୍ୟାନସର ଏକ ଭୟଙ୍କର ରୋଗ ଅଟେ । ବର୍ତ୍ତମାନ ସମୟରେ ଏହି ସମସ୍ୟା ଦ୍ରୁତଗତିରେ ବଢ଼ିଚାଲିଛି । ଯଦି କ୍ୟାନସର ପ୍ରାରମ୍ଭିକ ସ୍ତରରେ ଥାଏ, ତେବେ ବିଭିନ୍ନ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ରୋଗକୁ ଦୂର…
କୌଣସି ବ୍ୟକ୍ତିଙ୍କ ଇଚ୍ଛା ବିରୋଧରେ ଦିଆଯାଇପାରିବ ନାହିଁ ଟିକା: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ଦିନକୁ ଦିନ ବଢ଼ିଚାଲିଥିବା ବେଳେ ଟିକାକରଣକୁ ଜୋରଦାର କରାଯାଉଛି । ମହାମାରୀ ସହିତ ଲଢ଼ିବାକୁ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଛି । ଏହା ଭିତରେ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତି…
କଥକ ସମ୍ରାଟ ପଣ୍ଡିତ ବିରଜୁ ମହାରାଜଙ୍କର ପରଲୋକ
ନୂଆଦିଲ୍ଲୀ : ବିଶିଷ୍ଟ କଥକ ନୃତ୍ୟଗୁରୁ ପଣ୍ଡିତ ବିରଜୁ ମହାରାଜଙ୍କର ପରଲୋକ ହୋଇଛି । ସେ ୮୩ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି । ଦିଲ୍ଲୀ ବାସଭବନରେ ରବିବାର ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା…
ରାଶିଫଳ(ସୋମବାର,୧୭ ଜାନୁଆରୀ,୨୦୨୨)
ମେଷ - କୌଣସି ପ୍ରକାରର ଚେଷ୍ଟା କରୁଥିବା କାମ ହେଇଯିବ, ବକେୟା ଅର୍ଥ ଏବଂ ଅଟକିଥିବା କାମ ପ୍ରାପ୍ତ ହେବ, କିନ୍ତୁ ଗଛିତ ଅର୍ଥବ୍ୟୟ ବଢିବ ଫଳରେ ମନ ଅଶାନ୍ତ ରହି ସଠିକ ନିଷ୍ପତି ନେଇ ନପାରି ମନ ଦୁଃଖ ହେବ, ପ୍ରିୟ…
ଥାଇରଏଡ୍ ସମସ୍ୟାରୁ ମୁକ୍ତି ଚାହାନ୍ତି କି ? ଘରେ ସହଜରେ କରନ୍ତୁ ଏହାର ଚିକିତ୍ସା
କରୋନା କାଳରେ ଅନେକ ଲୋକ ଥାଇରଏଡ୍ ସମସ୍ୟାର ଶିକାର ହେଉଛନ୍ତି ।ରୋଗ ମଧ୍ୟରେ ଥାଇରଏଡ ସମସ୍ୟା ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ ଅଧିକ ଦେଖିବାକୁ ମିଳିଥାଏ। ଥାଇରଏଡ ବା ଗଳଗ୍ରନ୍ଥି ଏକ ହର୍ମୋନାଲ ରୋଗ । ଗଳାର ଉଭୟ…
ପଞ୍ଚାୟତ ନିର୍ବାଚନ: କାଲିଠାରୁ ଆରମ୍ଭ ହେବ ନାମାଙ୍କନ
ଭୁବନେଶ୍ଵର : ପଞ୍ଚାୟତ ନିର୍ବାଚନ ପାଇଁ ବାଜି ସାରିଛି ନିର୍ବାଚନୀ ବିଗୁଲ । ଏନେଇ ଆସନ୍ତାକାଲିଠୁ ନାମାଙ୍କନ ପତ୍ର ଦାଖଲ ହେବ । କାଲିଠାରୁ ଅର୍ଥାତ ୧୭ ରୁ ୨୧ ତାରିଖ ଯାଏ ୱାଡସଭ୍ୟଙ୍କଠାରୁ ସରପଞ୍ଚ, ସମିତି ସଭ୍ୟ ଓ…