Browsing Category

Top Stories

ଆଉ ୧୨ ଘଣ୍ଟା ପରେ ବାତ୍ୟା ‘ଜୱାଦ’: ଆସନ୍ତାକାଲି ସକାଳ ସୁଦ୍ଧା ଓଡ଼ିଶା-ଆନ୍ଧ୍ର ଉପକୂଳରେ ପହଞ୍ଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଜୱାଦ’କୁ ନେଇ ବର୍ତ୍ତମାନ ରାଜ୍ୟବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି । ପୂର୍ବରୁ ଫନି, ଅମ୍ଫାନର ଭୟଙ୍କର ତାଣ୍ଡବ ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଗୋଟିଏ ପରେ ଆଉ ଗୋଟିଏ…

ସସପେଣ୍ଡ ହେଲେ ପରମବୀର ସିଂହ, ଆଗକୁ ଯଦି ନିୟମ ନ ମାନିବେ ଚାକିରିରୁ ବିଦାହେବେ

ନୂଆଦିଲ୍ଲୀ: ଶେଷରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କୁ ମହାରାଷ୍ଟ୍ର ସରକାର ଚାକିରିରୁ ନିଲମ୍ବନ କରିଛନ୍ତି । ଏଥିସହ ଡିଜିପି ଅଫିସର ବିନା ପରମିସନରେ ସେ ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ । ସେ…

ତୈଳରୁ ଓଡ଼ିଶା ସରକାରଙ୍କ ଆୟ ୬୭୫ କୋଟି ଓ ମଦରୁ ରାଜସ୍ୱ ସଂଗ୍ରହ ହୋଇଛି ୧୬୮ କୋଟି

ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍ ଟିକସ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜକୋଷ ଭରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଓଡିଶା ସରକାରଙ୍କୁ ଭରପୁର ଫାଇଦା ହୋଇଛି…

ଶକ୍ତିଶାଳୀ ରାଷ୍ଟ୍ରରେ କାୟା ମେଲାଉଛି ଓମିକ୍ରନ୍: ଚିହ୍ନଟ ହେଲେଣି ୫ ସଂକ୍ରମିତ, ଯାତ୍ରୀଙ୍କ ପାଇଁ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ବିଶ୍ୱରେ କରୋନାର ନୂତନ ପ୍ରଜାତି ଓମିକ୍ରନ୍ କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ଏହାର ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶେଷଜ୍ଞ ମାନେ ମଧ୍ୟ ଏହାକୁ ନେଇ ସମଗ୍ର ବିଶ୍ୱକୁ ଚେତାବନୀ…

ନୂଆବର୍ଷରେ ସାଧାରଣ ଲୋକଙ୍କୁ ଝଟକା: ଜାନୁଆରୀ ୧ରୁ ମହଙ୍ଗା ହୋଇଯିବ ଏଟିଏମରୁ ଟଙ୍କା ଉଠାଣ ଓ ଅନ୍ୟାନ୍ୟ ସେବା

ନୂଆଦିଲ୍ଲୀ: ନୂଆବର୍ଷ ନ ଆସୁଣୁ ସାଧାରଣ ଜନତାଙ୍କୁ ଘାରିଲାଣି ଦରଦାମ୍ ବୃଦ୍ଧି ଚିନ୍ତା । କାରଣ ନୂଆ ବର୍ଷରୁ ଅନେକ କିଛି ସେବା ମହଙ୍ଗା ହେବାକୁ ଯାଉଛି । ବଡ଼ବଡ଼ିଆଙ୍କୁ କୌଣସି ଚିନ୍ତା ନଥିବା ବେଳେ ଏହି ଦରଦାମ୍ ବୃଦ୍ଧି…

ରାଶିଫଳ(ଶୁକ୍ରବାର,୦୩ ଡିସେମ୍ବର,୨୦୨୧)

ମେଷ -  କୌଣସି ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ, ଅର୍ଥଚିନ୍ତା ଦୁର ହେବ ଏବଂ ମାନସିକ ଶାନ୍ତି ବଢିବ, ହନୁମାନଙ୍କ ନିମନ୍ତେ ଗୃହରେ ରାଶିତେଲର ଦ୍ବୀପ ଦିଅନ୍ତୁ ଶୁଭଫଳ ପ୍ରାପ୍ତ ହେବ, ଯଥାସାଧ୍ୟ ଅର୍ଥ…

ବାତ୍ୟା ଜୱାଦ ଅପଡେଟ୍: ଉପକୂଳବର୍ତ୍ତୀ ୧୦ ଜିଲ୍ଲାର ଦମକଳ କେନ୍ଦ୍ରକୁ ହାଇ ଆଲର୍ଟ

ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ଜାରି କରିଛି ସ୍ୱତନ୍ତ୍ର ନିର୍ଦ୍ଦେଶ । ଉପକୂଳବର୍ତ୍ତୀ ୧୦ ଜିଲ୍ଲାର ସବୁ ଦମକଳ କେନ୍ଦ୍ରକୁ ହାଇଆଲର୍ଟ । କମ୍ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରୁ ଅଗ୍ନଶମ ଟିମ୍…

ସକାଳୁ ଚାଲୁଥିଲେ ଏହି ସବୁ ଅଭ୍ୟାସରୁ ଦୂରେଇ ରୁହନ୍ତୁ; ନଚେତ ଭୋଗିବେ ସମସ୍ୟା

ପ୍ରାୟତଃ ଲୋକମାନେ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଫୋନ୍‌ର ବ୍ୟବହାର କରନ୍ତି, କିନ୍ତୁ କଣ ଆପଣ ଜାଣିଛନ୍ତି କି ? ଏହି ଅଭ୍ୟାସ ଆପଣଙ୍କୁ ବିପଦରେ ପକାଇପାରେ। କିଛି ଲୋକ ମର୍ଣ୍ଣିଂ ୱାକ୍ କରିବା ବେଳେ ଗୀତ ଶୁଣନ୍ତି।…

ରାମ ଗୋପାଳ ବର୍ମା ସେୟାର କଲେ ୫୮ ବର୍ଷ ପୁରୁଣା ଓମିକ୍ରନ ଫଟୋ,  ଜାଣନ୍ତୁ ଏହା ପଛର ରହସ୍ୟ

କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ସମଗ୍ର ବିଶ୍ୱକୁ ଭୟଭୀତ କରିଛି । ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଖବର ମଧ୍ୟ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା ଏମ ଏଭଳି ପୋଷ୍ଟର ସେୟାର…

ବାତ୍ୟା ଜୱାଦ ଅପଡେଟ୍: କୋରାପୁଟରେ ସରକାରୀ ଅଫିସରଙ୍କ ଛୁଟି ବାତିଲ

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ କୋରାପୁଟରେ ସରକାରୀ ଅଫିସରଙ୍କ ଛୁଟି ୩ ଦିନ ପାଇଁ ବାତିଲ । ୩ରୁ ୫ ତାରିଖ ଯାଏଁ ଅଫିସରଙ୍କ ଛୁଟି ବାତିଲ । ପୂର୍ବରୁ ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି…