Browsing Category
Top Stories
‘ମୁଁ ଜଣେ ମହିଳା ସାଂସଦ, ମୁଁ ସୁରକ୍ଷିତ ନୁହେଁ’- ଆଚାର୍ଯ୍ୟବିହାର ଘଟଣା ପରେ ଏପରି ପ୍ରତିକ୍ରିୟା ରଖିଲେ ଅପରାଜିତା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତକାଲିର ଆଚାର୍ଯ୍ୟବିହାର ଘଟଣାକୁ ନେଇ ପ୍ରେସମିଟ୍ ଜରିଆରେ ବିଜେଡ଼ି ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । କାଲି ଆଚାର୍ଯ୍ୟ ବିହାରରେ ଅପରାଜିତାଙ୍କ ବୈଠକ ସମୟରେ…
ରୁଦ୍ରାକ୍ଷ ପିନ୍ଧୁଥିବା ଲୋକମାନେ କରନ୍ତୁ ନାହିଁ ଏହି ଭୁଲ, ଲାଭ ବଦଳରେ ହୋଇଯିବ କ୍ଷତି
ନୂଆଦିଲ୍ଲୀ: ହିନ୍ଦୁ ଧର୍ମ ଓ ଜ୍ୟୋତିଷ ଶାସ୍ତ୍ରରେ ରୁଦ୍ରାକ୍ଷକୁ ଅତ୍ୟନ୍ତ ପବିତ୍ର ଓ ଚମକ୍ରାର ବୋଲି ବିବେଚନା କରାଯାଏ । କୁହାଯାଏ କି, ଭଗବାନ ଶିବଙ୍କ ଆଖିର ଲୁହରୁ ରୁଦ୍ରାକ୍ଷର ଉତ୍ପନ୍ନ ହୋଇଛି । ରୁଦ୍ରାକ୍ଷ ଧାରଣ…
ସ୍ୱାମୀ ନଥିବା ବେଳେ ବୋହୁକୁ ଦୁଷ୍କର୍ମ କଲା ଶ୍ୱଶୁର, ଦେଉଥିଲା ହତ୍ୟା ଧମକ
ଭୋପାଳ: ଘରେ ସ୍ୱାମୀର ଅନୁପସ୍ଥିତିରେ ୨୧ ବର୍ଷୀୟା ବୋହୁକୁ ଦୁଷ୍କର୍ମ କରିଛି ଶ୍ୱଶୁର । ଏନେଇ ଅଭିଯୋଗ ଆଣିଛନ୍ତି ପୀଡ଼ିତା । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଗୁନା ଜିଲ୍ଲାରେ । ପୀଡ଼ିତା ବୋହୁ ଜଣକ…
ରାଜ୍ କୁନ୍ଦ୍ରାଙ୍କୁ ବମ୍ବେ ହାଇକୋର୍ଟର ଝଟକା, ଖାରଜ ହେଲା ଅଗ୍ରୀମ ଜାମିନ୍ ଆବେଦନ
ମୁମ୍ବାଇ: ବଲିଉଡ୍ ଅଭିନେତା ଶିଳ୍ପ ସେଟ୍ଟୀଙ୍କ ସ୍ୱାମୀ ବ୍ୟବସାୟୀ ରାଜ କୁନ୍ଦ୍ର୍ରାଙ୍କୁ ଅଶ୍ଳୀଳ ଭିଡିଓ କରିବା ଓ ତାକୁ ଅପଲୋଡ୍ କରିବା ମାମଲାରେ ଆଉ ଝଟକା ଲାଗିଛି । ବମ୍ବେ ହାଇକୋର୍ଟ ପକ୍ଷରୁ ଅଶ୍ଳୀଳ ଫିଲ୍ମ ରାକେଟ୍…
ପଦାର୍ପଣ ଟେଷ୍ଟରେ ଶତକ ହାସଲ କଲେ ଶ୍ରେୟସ୍, ନ୍ୟୁଜିଲାଣ୍ଡ ବିପକ୍ଷରେ ସ୍ଥାପନ କଲେ ରେକର୍ଡ
ନୂଆଦିଲ୍ଲୀ: ନିଜର ଟେଷ୍ଟ କ୍ୟାରିୟରର ପଦାର୍ପଣ ମ୍ୟାଚରେ ଶତକ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ଶ୍ରେୟସ୍ ଆୟର । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିବସରେ ସେ ଏହି କୃତିତ୍ୱ…
ବାହାଘରର ୨ ବର୍ଷ ପରେ ଲୋକଙ୍କ ସାମ୍ନାକୁ ଆସିଲେ ରାଖୀ ସାୱନ୍ତଙ୍କ ସ୍ୱାମୀ, BB15 ରୁ ପ୍ରଥମ ଫଟୋ ଭାଇରାଲ
ନୂଆଦିଲ୍ଲୀ: ବଲିଉଡର ଡ୍ରାମା କ୍ୟୁଇନ୍ ରାଖୀ ସାୱନ୍ତ ଅନେକ ସମୟରେ ନିଜର କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ରୁହନ୍ତି । ସେହିପରି ୨୦୧୯ ମସିହାରେ ରାଖୀ ନିଜ ଫ୍ୟାନ୍ସମାନଙ୍କୁ ଝଟକା ଦେଇ ନିଜ ବାହାଘରର ଫଟୋ ସୋସିଆଲ…
୫୭ ବର୍ଷ ହେଲା ପ୍ରତିଦିନ ଅଧା କିଲୋ ବାଲି ଖାଉଛନ୍ତି ଏହି ୭୫ ବର୍ଷୀୟ ମହିଳା, ଅଛନ୍ତି ଏକଦମ୍ ଫିଟ୍
ନୂଆଦିଲ୍ଲୀ: କୁସୁମାବତୀ ଦେବୀ, ଯିଏକି ବୟସର ଶେଷ ଅଧ୍ୟାୟରେ ଆସି ପହଞ୍ଚିଲେଣି । କିନ୍ତୁ ତାଙ୍କର ଏକ କାର୍ଯ୍ୟକଳାପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି । ଆଉ ତାକୁ ନେଇ ସେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍…
ଆଜି ରାଜ୍ୟରେ ୨୧୯ ପଜିଟିଭ୍ ଚିହ୍ନଟ, ୨ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…
ମହାନଦୀରେ ଛାତ୍ର ବୁଡ଼ିଯିବା ଘଟଣା, ୩ ମୃତଦେହ ଉଦ୍ଧାର
କଟକ(ଓଡ଼ିଶା ଭାସ୍କର): ମହାନଦୀରେ ୪ ଜଣ ଛାତ୍ର ବୁଡ଼ିଯିବା ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଆଉ ଜଣେ ଛାତ୍ର ଏବେ ବି ନିଖୋଜ ଅଛନ୍ତି । ସମସ୍ତ ଛାତ୍ର ପୋତାପୋଖରୀ ଓ ବିନାୟକ ନଗର ଅଞ୍ଚଳର…
ଦେଶରେ କଂଗ୍ରେସର ରାଜୁତି ଶେଷ, ମୁଖ୍ୟ ବିରୋଧୀ ଦଳ ଆସନରେ ବସିବାକୁ ଯାଉଛି TMC: ଜାଣନ୍ତୁ କ’ଣ ରହିଛି ରାଜନୀତିର ଗଣିତ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିକୁ ଧୂଳି ଚଟାଇ କ୍ଷମତା ଅକ୍ତିଆର କରିବା ପରେ ତୃଣମୂଳ କଂଗ୍ରେସ (ଟିଏମସି)ର ଜାତୀୟସ୍ତରରେ ରାଜୁତି ଆରମ୍ଭ ହୋଇଛି । ସୁପ୍ରିମୋ ମମତା ବାନାର୍ଜୀ ଗୋଆ,…