Browsing Category

Top Stories

ଆଫଗାନିସ୍ତାନର ମସଜିଦରେ ବିସ୍ଫୋରଣ, ପ୍ରାର୍ଥନା ବେଳେ ଘଟିଲା ଅଘଟଣ; ୧୨ ଜଣଙ୍କ ଅବସ୍ଥା ଗୁରୁତର

କାବୁଲ: ଆଫଗାନିସ୍ତାନର ଏକ ମସଜିଦ୍ ରେ ବଡ଼ ଧରଣର ବିସ୍ଫୋରଣ ହୋଇଯାଇଛି । ମସଜିଦ୍ ଭିତରେ ପ୍ରାର୍ଥନା କରିବା ବେଳେ ଏହି ଅଘଟଣ ଘଟିଯାଇଛି । ଆଫଗାନିସ୍ତାନର ସ୍ପିନଘର୍ ଜିଲ୍ଲାରେ ଥିବା ନଙ୍ଗରହାର ଅଞ୍ଚଳରେ ଏହି ବିସ୍ଫୋରଣ…

୯ ଜିଲ୍ଲା ସାବଧାନ୍! ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଥାଇଲାଣ୍ଡ ଉପକୂଳରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି। ଏହା ଧିରେ ଧିରେ ଦକ୍ଷିଣ ଆଣ୍ଡାମାନ ସାଗର ଆଡ଼କୁ ଗତି କରିବ। ଏହା ପ୍ରଭାବରେ ଆସନ୍ତାକାଲି ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି…

ଦୁଇ ଡୋଜର ଟିକା ନ ନେଲେ ଗିରଫ କରିବ ପୋଲିସ: କଲେକ୍ଟର ଦେଲେ ଆଦେଶ

ନୂଆଦିଲ୍ଳୀ: କରୋନା ମହାମାରୀ ବିରୋଧରେ ଲଢେଇରେ ଟିକାକୁ ଅମୋଘ ଅସ୍ତ୍ର ଭାବରେ ବିବେଚନା କରାଯାଉଛି । ଏପରି ପରସ୍ଥିତିରେ ଟିକାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଏବେବି ରହିଛି ଭୟ । ସରକାରଙ୍କ ପକ୍ଷରୁ ସଚେତନତା ପାଇଁ…

ଡିସେମ୍ବର ୧ରୁ ବାଲୁକା କଳା, କୋଣାର୍କ ଉତ୍ସବ-୨୦୨୧

କୋଣାର୍କ(ଓଡିଶା ଭାସ୍କର): ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ଅନୁପମ ସମାରୋହ କୋଣାର୍କ ଉତ୍ସବ-୨୦୨୧ ଆସନ୍ତା ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜନ…

ଏହି ରାଶିର ଲୋକଙ୍କୁ କରନ୍ତୁନି ଭରସା, ଭୁଲରେ ବି କୁହନ୍ତୁନି ନିଜ ସିକ୍ରେଟ୍

ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତିର ଗୋଟିଏ ରାଶି ରହିଛି । ବ୍ୟକ୍ତିର ସ୍ୱଭାବ, ବ୍ୟକ୍ତିତ୍ୱ ଓ ଭବିଷ୍ୟ ରେଜଲ୍ଟ ଅଲଗା ଅଲଗା ହୋଇଥାଏ, ଯାହାକି ତାଙ୍କ ରାଶିରୁ ଅନୁମାନ କରାଯାଏ । ପ୍ରତ୍ୟେକ ରାଶି ନିଜର ସ୍ୱାମୀ ଗ୍ରହର…

ଆସନ୍ତା ବର୍ଷରୁ କପଡ଼ା, ମଦ ଓ ଇଲେକ୍ଟ୍ରୋନିକ୍ ଜିନିଷ ହୋଇଯିବ ମହଙ୍ଗା, ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିବ ଦାମ୍

ନୂଆଦିଲ୍ଲୀ: କଞ୍ଚାମାଲର ମୂଲ୍ୟ ବୃଦ୍ଧି, ଯୋଗାଣ ଶୃଙ୍ଖଳା ସମସ୍ୟାର ପ୍ରଭାବ ସିଧାସଳଖ ବ୍ୟବସାୟୀଙ୍କ ବ୍ୟବସାୟ ଉପରେ ପଡ଼ୁଛି । ବିଶେଷଜ୍ଞମାନେ ଆକଳନ କରିଛନ୍ତି ଯେ ବର୍ତ୍ତମାନ ସମୟରେ ଏଥିରୁ କୌଣସି ଆଶ୍ୱସ୍ତି ମିଳିବ…

ବସରେ ବାଜି ପାରିବନି ଗୀତ: ନମାନିଲେ ଧକ୍କା ଦେଇ ବିଦା କରିବ କଣ୍ଡକ୍ଟର

ନୂଆଦିଲ୍ଲୀ: ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ଏଣିକି ବସରେ ଆପଣ ଗୀତ ବଜାଇ ପାରିବେ ନାହିଁ । ଏମିତି ଏକ ଅଜବ ରାୟ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଯଦି କୌଣସି ବ୍ୟକ୍ତି ବସ ମଧ୍ୟରେ ଉଚ୍ଚ ସ୍ୱରରେ ଗୀତ ବଜାଉଛନ୍ତି…

ଆଗେଇ ପାରୁନି ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ: ପାଠପଢ଼ାକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ

କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲା ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟରେ ଅହେତୁକୁ ବିଳମ୍ବ ଘଟୁଛି । ଫଳରେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ବ୍ୟାହତ ହେଉଥିବାରୁ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ…

ଏହି ୫ଟି ଭୁଲ୍ ଯୋଗୁଁ ଫାଟିଯାଇପାରେ ଆପଣଙ୍କ ସ୍ମାର୍ଟଫୋନ୍, ଜାଣନ୍ତୁ କିପରି ରଖିବେ ସୁରକ୍ଷିତ

ନୂଆଦିଲ୍ଲୀ: ମୋବାଇଲ୍ ଫୋନ୍ ର ବ୍ୟାଟେରୀ ଫାଟିବା ଘଟଣା ଏବେ ସାଧାରଣ ହୋଇଯାଇଛି । ନିକଟରେ ଜଣେ ୟୁଜର୍ସଙ୍କ ୱାନପ୍ଲସ୍ ନୋର୍ଡ ୨ ସ୍ମାର୍ଟଫୋନ୍ ବ୍ଲାଷ୍ଟ ହୋଇଥିଲା ଯାହାଦ୍ୱାରା ୟୁଜର୍ସଙ୍କ ଅନେକ କ୍ଷତି ହୋଇଥିଲା ।…

ଟ୍ରାକ୍ଟର ଓଲଟି ଦୁଇ ଶ୍ରମିକଙ୍କ ମୃତ୍ୟୁ

କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଏକ ଟ୍ରାକ୍ଟର ଓଲଟି ୨ ଜଣଙ୍କର ମୃତ୍ୟୁ ଘଟିଛି । ପାଣି ଟ୍ୟାଙ୍କର ବୋହୁଥିବା ସମୟରେ ଭାରସାମ୍ୟ ହରାଇବାରୁ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା ।…