CHARIDHAM
Browsing Category

Top Stories

ମମିତା ହତ୍ୟା ମାମଲା: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବାସଭବନକୁ ଅଣ୍ଡା ମାଡ଼

ଭବାନୀପାଟଣା(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ମାମଲାରେ ପ୍ରତିଦିନ ଆସୁଛି ନୂଆ ମୋଡ । ଘଟଣାରେ ସ୍କୁଲ ମାଲିକ ଗୋବିନ୍ଦ ସାହୁ ମମିତାଙ୍କ ହତ୍ୟା…

ନିର୍ବାଚନ ପୂର୍ବରୁ ଟ୍ରାନ୍ସଫର ହେବେ ସମସ୍ତ ଅଫିସର: ନଭେମ୍ବର ୧୫ ପୂର୍ବରୁ କାମ ସାରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ରାଜ୍ୟ ନିର୍ବାଚନ କମିଶନଙ୍କ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ଆରମ୍ଭରୁ ତ୍ରିସ୍ତରୀୟ ପଞ୍ଚାୟତ ଭୋଟ ହେବାକୁ ଯାଉଛି । ତେବେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ରଖିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତି ଚଳାଇଛନ୍ତି । ତେବେ ସରକାରୀ…

ବସି-ବସି ଶୋଇବା ଦ୍ୱାରା ହୋଇପାରେ ଆପଣଙ୍କ ମୃତ୍ୟୁ, ଜାଣନ୍ତୁ ଏହାର ଲାଭ ଓ କ୍ଷତି

ନୂଆଦିଲ୍ଲୀ: ଅଫିସର କାମ କରୁଥିବା ବେଳେ ବେଳେ ନିଦ ଆସିଥାଏ, ଫଳରେ ଅନେକ ଲୋକ ସିଟରେ ବସି ବସି ଶୋଇପଡନ୍ତି । ଥକ୍କା ଲାଗିବା ଦ୍ୱାରା ବା ଅନିଦ୍ରା ହେବା କାରଣରୁ ବସିଥିବା ସମୟରେ ନିଦ ଆସିଥାଏ, ଯାହାକୁ ଅଟକାଇବା…

ନିଲମ୍ବିତ ହେଲେ ୪ ଅଗ୍ନିଶମ କର୍ମଚାରୀ, ଲାଞ୍ଚ ମାଗି ପଡ଼ିଲେ ହରଡ଼ଘଣାରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଶହରାରେ ଚାନ୍ଦା ମାଗି ଫସିଛନ୍ତି ୪ ଜଣ ଅଗ୍ନିଶମ କର୍ମଚାରୀ । ଏମାନେ ସମସ୍ତେ ବ୍ରହ୍ମପୁରରେ କାର୍ଯ୍ୟରତ ଥିଲେ । ଦକ୍ଷିଣାଞ୍ଚଳ ଅଗ୍ନିଶମ ଅଧିକାରୀ ଏହି ଅଧିକାରମାନଙ୍କୁ ନିଲମ୍ବନ…

ଆସନ୍ତା ନଭେମ୍ବରରେ ପ୍ରଦାନ କରାଯିବ ପଦ୍ମ ପୁରସ୍କାର, ଓଡ଼ିଶାରୁ ପାଇବେ ଏତିକି ଜଣ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୮ ଓ ୯ ତାରିଖରେ ପଦ୍ମ ପୁରସ୍କାର ପ୍ରଦାନ କରାଯିବ । ୨୦୨୦ ଓ ୨୦୨୧ ବର୍ଷ ପାଇଁ ଏହି ପୁରସ୍କାର ଦିଆଯିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ଏହି ପୁରସ୍କାର ପ୍ରଦାନ…

ପୁଣି ବଢ଼ିଲା ଆର୍ଯ୍ୟନଙ୍କ ଅଡ଼ୁଆ ! ଜଣେ ଅଭିନେତ୍ରୀଙ୍କ ସହ ଡ୍ରଗ୍ସ ମାମଲାରେ ଚାଟ୍ କରିଥିବା ଖୁଲାସା, ଆଜି ହେବ ଜାମିନ୍ ଶୁଣାଣି

ମୁମ୍ବାଇ: କ୍ରୁଜରେ ଡ୍ରଗ୍ସ କାରବାର ମାମଲାରେ ଫସିଥିବା ବଲିଉଡ ଅଭିନେତା ଶାହାରୁଖ ଖାନ ଓ ଗୌରୀଙ୍କ ବଡ଼ ପୁଅ ଆର୍ଯ୍ୟନ୍ ଏବେ ଜେଲରେ ଅଛନ୍ତି । ଆଜି ଜାମିନ ଆବେଦନର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଆଉ ଏକ ବଡ଼…

ଆଜି ବି ରାଜ୍ୟରେ କରୋନା ୫ ଶହ ଉପରେ: ଚିହ୍ନଟ ହେଲେ ୫୫୯ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ମାନବ ଶରୀରରେ ପ୍ରତ୍ୟାରୋପଣ ହେଲା ଘୁଷୁରୀ କିଡନୀ: ଦୀର୍ଘ ଦଶନ୍ଧି ଧରି ରିସର୍ଚ୍ଚ ପରେ ବୈଜ୍ଞାନିକଙ୍କୁ ମିଳିଲା ସଫଳତା

ନୂଆଦିଲ୍ଲୀ: କିଡନୀ ପ୍ରତ୍ୟାରୋପଣ କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି । ଏଣିକି ମାନବ ଶରୀରରେ ଘୁଷୁରୀର କିଡନୀକୁ ପ୍ରତ୍ୟାରୋପଣ କରିହେବ । ଦୀର୍ଘ ଦଶନ୍ଧି ଧରି ବୈଜ୍ଞାନିକମାନେ ପଶୁ ଅଙ୍ଗକୁ…

ମମିତାଙ୍କ ହତ୍ୟା ଘଟଣାରେ ବଡ଼ ଖୁଲାସା, ଗୋବିନ୍ଦ ଓ ଡ୍ରାଇଭର ବଖାଣିଲେ ମୃତ୍ୟୁର କାହାଣୀ

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ମୃତ୍ୟୁକୁ ନେଇ ତେଜିଛି ରାଜନୀତି । ସେପଟେ ଘଟଣାର ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ଡ୍ରାଇଭରକୁ ଗିରଫ କରି…

କାଠଯୋଡିରୁ ମିଳିଲା ଯୁବକଙ୍କ ମୃତଦେହ

କଟକ(ଓଡ଼ିଶା ଭାସ୍କର): କାଠଯୋଡି ବ୍ରିଜରୁ ନଦୀକୁ ଡେଇଁଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୀର୍ଘ ଘଣ୍ଟାର ଖୋଜାଖୋଜି ପରେ ଓଡ୍ରାଫ୍ ଟିମ୍ ଦ୍ୱାରା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତେବେ କଟକ-ଭୁବନେଶ୍ୱର…