
Browsing Category
Top Stories
Ipl Final: ଟସ୍ ଜିତି କୋଲକାତାର ବୋଲିଂ ନିଷ୍ପତ୍ତି
ନୂଆଦିଲ୍ଲୀ: ଆଇପିଏଲ ଫାଇନାଲରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି କୋଲକାତା ନାଇଟ ରାଇଡର୍ସ । ଦୁବାଇରେ ଅନୁଷ୍ଠିତ ଫାଇନାଲ ମୁକାବିଲାରେ ଧୋନୀ ଟସ୍ ପକାଇଥିବା ବେଳେ ମୋର୍ଗାନ ଟସ୍ ଜିତି ଥିଲେ । ଦୁବାଇରେ…
ତାଲିବାନ ଗଡ଼ରେ ମସଜିଦ ବିସ୍ଫୋରଣ; ନମାଜ ପଢୁଥିବା ସମୟରେ ୩୨ ମୃତ; ୪୦ ଆହତ
ନୂଆଦିଲ୍ଳୀ: ଆଫଗାନିସ୍ତାନର ଏକ ମସଜିଦରେ ବିସ୍ଫୋରଣ ଘଟିବା ସହିତ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆଫଗାନିସ୍ତାନର କାନ୍ଦାହାରରେ ଶୁକ୍ରବାର ଏହି ବିସ୍ଫୋରଣ ଘଟିଥିଲା । ଶିୟା…
ଚାଷୀ ଆନ୍ଦୋଳନ ହତ୍ୟାକାଣ୍ଡରେ ସମ୍ପୃକ୍ତ ନିହଙ୍ଗ ଶିଖ୍; ଧର୍ମଗ୍ରନ୍ଥକୁ ଅପମାନିତ କରିଥିଲା ମୃତକ
ନୂଆଦିଲ୍ଲୀ: ସିଂଘୁ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନରେ ଜଣେ ଆନ୍ଦୋଳନରତ ଚାଷୀଙ୍କୁ ହତ୍ୟା କରାଯାଇଥିଲା । ଚାଷୀ ଜଣଙ୍କ ନାମ ଲଖବୀର ହୋଇଥିବା ବେଳେ ତାଙ୍କୁ ନିହଙ୍ଗ ଶିଖ ମାନେ ହତ୍ୟା କରିଥିବା ଜଣାପଡିଛି । ଗୁରୁବାର…
ପାନଛେପ ସଫା କରିବା ପାଇଁ ସରକାର ଖର୍ଚ୍ଚ କରିଛନ୍ତି ୧୨୦୦ କୋଟି
ନୂଆଦିଲ୍ଲୀ:ଭାରତୀୟ ରେଳ ଷ୍ଟେସନଗୁଡ଼ିକର ଅଧିକାଂଶ ସ୍ଥାନରେ ‘ଦୟାକରି ଏଠାରେ ପାନଛେପ ପକାନ୍ତୁ ନାହିଁ’ ଲେଖା ହେଉଥିବା ବୋର୍ଡ ଦେଖିବାକୁ ମିଳେ । କିନ୍ତୁ ଏଠାରେ ପାନଛେପ ପକାଇବାକୁ ଲୋକେ ଆଦୌ ହେଳା କରନ୍ତି ନାହିଁ ।…
ଛତିଶଗଡରୁ ଉଦ୍ଧାର ହେଲେ ଅପହୃତ ମା’-ପୁଅ; ଦିଅରର ସମ୍ପୃକ୍ତି ସନ୍ଦେହ
ବାଲିଚନ୍ଦ୍ରପୁର(ଓଡ଼ିଶା ଭାସ୍କର): ଓଡ଼ିଶାର ବାଲିଚନ୍ଦ୍ରପୁରରୁ ଅପହୃତ ହୋଇଥିବା ମା-ପୁଅଙ୍କୁ ଛତିଶଗଡରୁ ଉଦ୍ଧାର କରାଯାଇଛି । ମା-ପୁଅଙ୍କୁ ନିଶା ଦେଇ ଅପହରଣ କରାଯାଇଥିବା ବେଳେ ଲଣ୍ଡିତ ଅବସ୍ଥାରେ ଛତିଶଗଡ ପୋଲିସ…
୧୯ ଜିଲ୍ଲା ସାବଧାନ୍! କାଲିଠୁ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଜି ଉପକୂଳ ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଲଘୁଚାପ ପଶ୍ଚିମ- ଉତର…
ଏକାଦଶ ଓ ୮ମ ଶ୍ରେଣୀ ଖୋଲିବା ନେଇ ଜାରି ହେଲା SOP
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ଯୋଗୁଁ ପାଠପଢ଼ା ପ୍ରଭାବିତ ହେଉଥିବା ବେଳେ ଦଶହରା ପରେ ଏକାଦଶ ଓ ଅଷ୍ଟମ ଶ୍ରେଣୀ କ୍ଲାସ ହେବା ନେଇ ଘୋଷଣା ହୋଇଛି । ଏହାରି ମଧ୍ୟରେ ଏକାଦଶ ଓ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ଏସଓପି…
ଖୋର୍ଦ୍ଧା ବେଗୁନିଆରେ ଫୁଟିଲା ଗୁଳି, ଜଣେ ଗୁରୁତର
ଖୋର୍ଦ୍ଧା(ଓଡ଼ିଶା ଭାସ୍କର): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ନୂଆସାହିରେ ହୋଇଛି ଗୁଳିକାଣ୍ଡ । ଗୁଳିକାଣ୍ଡରେ ଗୁରୁତର ଆହତ ହୋଇଥିବା ଯୁବକଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଯୁବକଙ୍କ ପେଟରେ ଗୁଳି ବାଜିଥିବା…
ଜେଇଇ ଆଡଭାନ୍ସ: ଗୌତମ ଦାସ ଓଡ଼ିଶା ଟପ୍ପର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜେଇଇ ଆଡଭାନ୍ସ ୨୦୨୧ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏଥିରେ ୩୪୮ ନମ୍ବର ରଖି ଟପ ରାଙ୍କରେ ରହିଛନ୍ତି ଜୟପୁରର ମୃଦୁଲ ଅଗ୍ରୱାଲ । ପରୀକ୍ଷାରେ ୩୬୦ରୁ ୩୪୮ ନମ୍ବର ଅର୍ଥାତ ୯୬.୬୬…
Bitcoin ଓ ଅନ୍ୟ Cryptocurrency ପାଇଁ ହେବ ପରବର୍ତ୍ତୀ ଗ୍ଲୋବାଲ ଫାଇନାନ୍ସିଆଲ କ୍ରାଶ, ଜାଣନ୍ତୁ ସମସ୍ତ ତଥ୍ୟ
ନୂଆଦିଲ୍ଲୀ: ବିଟକଏନ୍ ଓ ଅନ୍ୟ କ୍ରିପ୍ଟୋକରେନ୍ସି ପାଇଁ ପରବର୍ତ୍ତୀ ଫାଇନାନ୍ସିଆଲ କ୍ରାଶ ହେବ । ବ୍ୟାଙ୍କ ଅଫ୍ ଇଂଲଣ୍ଡ ପକ୍ଷରୁ ଜାରି ଏକ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ସାର ଜନ୍…