CHARIDHAM
Browsing Category

Top Stories

ମନୀଷ ଅନୁରାଗ ମୃତ୍ୟୁ ମାମଲା; ସାଙ୍ଗଙ୍କୁ ଉଠାଇ ଆଣି କମିଶନରେଟ ପୋଲିସର ପଚରାଉଚୁରା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ତନାଘନା କରୁଛି କମିଶନରେଟ ପୋଲିସ । ମନୀଷଙ୍କ ଦୁଇ ଜଣ ସାଙ୍ଗ କନ୍ଧମାଳ ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିବା…

କୋଭିଡ୍-୧୯ରେ ମୃତକଙ୍କ ପରିବାରକୁ ମିଳିବ ମାସିକ ୫ ହଜାର ଟଙ୍କାର ଆର୍ଥିକ ସହାୟତା, ସରକାର କଲେ ଘୋଷଣା

ଥିରୁବନ୍ତପୁରମ୍: କୋଭିଡ୍-୧୯ ସଂକ୍ରମଣରେ ପ୍ରାଣ ହରାଉଥିବା ଗରିବ ପରିବାରକୁ କେରଳ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ଦେବା ନେଇ ଘୋଷଣା କରାଯାଇଛି । ବୁଧବାର ଦିନ କ୍ୟାବିନେଟ୍ ମିଟିଂରେ ଏନେଇ ନିଷ୍ପତ୍ତି…

ରାଉରକେଲାରେ Encounter; ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ରାଉରକେଲା(ଓଡ଼ିଶା ଭାସ୍କର): ରାଉରକେଲା ପୋଲିସ ପକ୍ଷରୁ ଏକ ଏନକାଉଣ୍ଟର କରାଯାଇଥିବା ବେଳେ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ହୋଇଛନ୍ତି । ମୁସ୍ତାକ ଅହମ୍ମଦ ଏବଂ ମହମ୍ମଦ ଗୁଡୁ ନାମକ ଦୁଇ ଅପରାଧିଙ୍କୁ ପୋଲିସ…

BSFର କ୍ଷମତା ବୃଦ୍ଧିକୁ ନେଇ ପଞ୍ଜାବ କଂଗ୍ରେସରେ ଝଡ; ମୁହାଁମୁହିଁ ହେଲେ ଚନ୍ନି ଓ ଅମରିନ୍ଦର

ନୂଆଦିଲ୍ଳୀ: ବିଏସଏଫର କ୍ଷମତା ବୃଦ୍ଧିକୁ ନେଇ ପଞ୍ଜାବ କଂଗ୍ରେସରେ ଝଡ ସୃଷ୍ଟି ହୋଇଛି । ଏହି ନିୟମକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି ମୁହାଁମୁହିଁ…

ମର୍ଣ୍ଣିଂ ୱାକ୍ ବେଳେ ଦୁର୍ଘଟଣା; ୨ ମୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମର୍ଣ୍ଣିଂ ୱାକ୍ ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିଯାଇଛି । ଏଥିରେ ୨ ଜଣ ମହିଳା ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ନୟାଗଡ଼-ଖୋର୍ଦ୍ଧା ରାସ୍ତାର ସଁପଡ଼ା ନିକଟରେ…

କ୍ରୁଜ୍ ଡ୍ରଗ୍ସ ମାମଲା: ଆଜି ହେବ ଆର୍ଯ୍ୟନଙ୍କ ଜାମିନ୍ ଶୁଣାଣି

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଫସିଥିବା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ଜାମିନ୍ ଆବେଦନର ଶୁଣାଣି ଆଜି ପୁଣି ହେବ । ସେ ଅନ୍ତର୍ଜାତୀୟ ସ୍ତରରେ ଡ୍ରଗ୍ସ କାରବାରରେ ସାମିଲ ରହିଛନ୍ତି । ତେଣୁ…

ଓଡ଼ିଶା ହାଇକୋର୍ଟରେ ୩ ନୂତନ ବିଚାରପତି ନିଯୁକ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିଛି। ସୁପ୍ରିମକୋର୍ଟ କଲେଜିୟମ ସୁପାରିସ୍ ଆଧାରରେ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି । ଓଡ଼ିଶା ହାଇକୋର୍ଟରେ ନୂତନ ଭାବରେ…

ରାଶିଫଳ(ଗୁରୁବାର,୧୪ ଅକ୍ଟୋବର,୨୦୨୧)

ମେଷ - ଆଜି ଦୁର୍ବଳ ଅନୁଭବ କରିବେ, ମାତ୍ର ଆତ୍ମବଳ ଅଧିକ ରହିବ, ଚିନ୍ତା କରୁଥିବା ଏବଂ ଚେଷ୍ଟା କରୁଥିବା କାର‌୍ୟ୍ୟ ହାସଲ ହେବ, ନିଜର ରକ୍ତଦାନ କରନ୍ତୁ କଲ୍ୟାଣ ହେବ, ଚାକିରି, ବ୍ୟବସାୟ, ରାଜନିତି ଏବଂ ପ୍ରତିଯୋଗିତା…

ଭେଙ୍କଟେଶ ଆୟରଙ୍କ ଅର୍ଦ୍ଧଶତକ: ଫାଇନାଲ ଓଭର ଥ୍ରୀଲର ଜିତି ଫାଇନାଲରେ KKR

ନୂଆଦିଲ୍ଲୀ:ଆଇପିଏଲ ଫାଇନାଲରେ ପ୍ରବେଶ କରିଛି କୋଲକାତା ନାଇଟ ରାଇଡର୍ସ । ମାତ୍ର ୧୩୬ ରନର ପିଛା କରୁଥିବା କୋଲକାତା ନାଇଟ ରାଇଡର୍ସ ଅନ୍ତିମ ୫ ଓଭରରେ ୬ ୱିକେଟ ହରାଇ ସଙ୍କଟରେ ପଡିଥିବା ବେଳେ ଛକା ମାରି ଷ୍ଟାଇଲରୋ…

ଶିକ୍ଷୟିତ୍ରୀ ମାନେ କଳିହୁଡି; ଆଉ ଜଣେ ମନ୍ତ୍ରୀଙ୍କ ମହିଳା ବିରୋଧୀ ମନ୍ତବ୍ୟ

ନୂଆଦିଲ୍ଲୀ: ମହିଳା ଶିକ୍ଷୟିତ୍ରୀ ମାନେ ଅଧିକ କଳି କଜିଆ ପ୍ରବଣ ବୋଲି କହିଛନ୍ତି ରାଜସ୍ଥାନ ଶିକ୍ଷାମନ୍ତ୍ରୀ । କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରେ ଏବେ ରାଜସ୍ଥାନର ଶିକ୍ଷାମନ୍ତ୍ରୀ ମହିଳାମାନଙ୍କ ଉପରେ ବିବାଦୀୟ…