fbpx
BSKY
BJD YOUTH SKY
BJD MS SKY
Browsing Category

Top Stories

ଆଜିଠୁ ସିଲ୍ ହେବ ବେଆଇନ କଲ୍ୟାଣ ମଣ୍ଡପ

ଭୁବନେଶ୍ୱର, ୩ା୨(ଓଡ଼ିଶା ଭାସ୍କର): ଆଜିଠୁ ଭୁବନେଶ୍ୱରରେ ବେଆଇନ କଲ୍ୟାଣ ମଣ୍ଡପ ସିଲ୍ ଅଭିଯାନ ଆରମ୍ଭ ହେବ । ବିଏମସି ଓ ବିଡ଼ିଏର ମିଳିତ ସ୍କ୍ୱାଡ଼୍ କଲ୍ୟାଣ ମଣ୍ଡପ ସିଲ୍ କରିବ ବୋଲି ସୂଚନା ମିଳିଛି । ଯେଉଁ କଲ୍ୟାଣ…

କରୋନା ଭାଇରସ, ମୃତ୍ୟୁ ସଂଖ୍ୟା ୩୬୦କୁ ବୃଦ୍ଧି

ନୂଆଦିଲ୍ଲୀ, ୩ା୨: ଚୀନରେ କରୋନା ଭାଇରସର ଆତଙ୍କ ଦେଖାଦେଇଛି । ଦିନକୁ ଦିନ ଚୀନରେ ପରିଣତି ଅଣଆୟତ ହେଲାଣି । ସେଠାରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଚୀନରେ ୩୬୦ଜଣଙ୍କର ମୃତ୍ୟୁ ଘଟିଲାଣି ।…

ଆଗାମୀ ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୩ା୨(ଓଡ଼ିଶା ଭାସ୍କର): ବର୍ତ୍ତମାନ ଶୀତର ପ୍ରକୋପ ରାଜ୍ୟରେ କମ ଅନୁଭୂତ ହେଉଛି । ଏହାରି ମଧ୍ୟରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ୮ଟି ଜିଲ୍ଲାରେ ବର୍ଷା ହେବାର…

ଚିଲିକା ଡଙ୍ଗାବୁଡି ଘଟଣାରେ ସମସ୍ତେ ଉଦ୍ଧାର

ବାଲୁଗାଁ,୨ ।୨(ଓଡିଶା ଭାସ୍କର): ଚିଲିକାରେ ଡଙ୍ଗାବୁଡି ଘଟଣାରେ ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ନିଖୋଜ ଥିବା ୧୮ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡିଛି । ତେବେ…

ଏସସିବିରେ ଜଣେ ସନ୍ଦିଗ୍ଧ ‘କରୋନା’ ରୋଗୀ ଭର୍ତ୍ତି

କଟକ,୨ ।୨(ଓଡିଶା ଭାସ୍କର): ଚୀନରେ କାୟା ବିସ୍ତାର କରୁଥିବା କରୋନା ଭାଇରସ୍ ସାରା ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି । ଏହାରି ମଧ୍ୟରେ କଟକ ଏସିବି ମେଡିକାଲରେ ଆଉ ଜଣେ ସନ୍ଦିଗ୍ଧ କରୋନା ରୋଗୀ ଭର୍ତ୍ତି ହୋଇଛନ୍ତି ।…

ଚିଲିକାରେ ଡଙ୍ଗାବୁଡି ୧୮ ନିଖୋଜ୍

ବାଲୁଗାଁ,୨ ।୨(ଓଡିଶା ଭାସ୍କର): ଚିଲିକାରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ଡଙ୍ଗା ସମୁଦ୍ରରେ ବୁଡିଯାଇଛି । ଯାତ୍ରୀଙ୍କ ମଧ୍ୟରୁ ୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୮ ଜଣଙ୍କର ପତ୍ତା ମିଳୁନି । ଓଡ୍ରାଫ ଟିମ୍ ଓ…

ନିର୍ଭୟା ମାମଲା: ଦିଲ୍ଲୀ ହାଇକୋର୍ଟରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨ ।୨: ନିର୍ଭୟା ଗଣଦୁଷ୍କର୍ମରେ ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚାଇବାକୁ ହୋଇଥିବା ଆବେଦନର ଶୁଣାଣିକୁ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ । ଗୃହ ମନ୍ତ୍ରଳାୟର ଅର୍ଜି ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି…

ଚୀନ ନାଗରିକଙ୍କ ଇ-ଭିସା ବାତିଲ କଲା ଭାରତ

ନୂଆଦିଲ୍ଲୀ,୨ ।୨: ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏନେଇ କରୋନା ଭାଇରସର ଏହି ଭୟଙ୍କର ସ୍ଥିତି ପାଇଁ ଚୀନ ନାଗରିକଙ୍କ ଅନଲାଇନ୍ ଭିସା ଆବେଦନ…