Browsing Category
Top Stories
ନିଜ ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କଲା ପିଶାଚ ବାପା
ଭୁବନେଶ୍ୱର: ସମ୍ପର୍କର ସୀମା ଟପିଲା ପିଶାଚ ବାପା । କଳଙ୍କିତ ହେଲା ବାପା ଝିଅର ସମ୍ପର୍କ । ନିଜ ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କଲା ପିଶାଚ ବାପା । ମାଲକାନଗିରିରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା ।…
ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ IAS ଅମିତ ଖରେ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ଆଇଏଏସ ଅମିତ ଖରେ । ମାନବ ସମ୍ବଳ ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ସଚିବ ଭାବରେ କାର୍ଯ୍ୟ ତୁଲାଇଥିବା ଅମିତ ଖରେ ଏବେ…
ବଡ଼ ନିଷ୍ପତ୍ତି: ୧୮ରୁ ପୂର୍ଣ୍ଣ କ୍ଷମତାରେ ଉଡ଼ିବ ବିମାନ
ନୂଆଦିଲ୍ଲୀ: କରୋନା ମାମଲା ହ୍ରାସ ପାଉଥିବା ବେଳେ ବିମାନ ଉଡ଼ାଣର କ୍ଷମତାକୁ ନେଇ ନିଆଯାଇଛି ବଡ଼ ନିଷ୍ପତ୍ତି । ଏଣିକି ସମ୍ପୂର୍ଣ୍ଣ କ୍ଷମତା ସହିତ ଉଡ଼ିବ ବିମାନ । ଅକ୍ଟୋବର ୧୮ ତାରିଖରୁ ସବୁ ଯାତ୍ରୀବାହୀ ବିମାନ ଚଳାଚଳ…
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସରେ ଲାଗିଗଲା ନିଆଁ
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଫିସ୍ରେ ଆଜି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ପଶ୍ଚିମବଙ୍ଗ ସଚିବାଳୟର ୧୪ ତମ ମହଲାରେ ନିଆଁ ଲାଗିଯିବା ପରେ ତାହାକୁ ଏବେ ବନ୍ଦ କରାଯାଇଛି । ୧୪ତମ…
ପୁରୁଷ ସମ୍ପର୍କୀୟଙ୍କ ସହ ନାଚୁଥିଲେ ସ୍ତ୍ରୀ; ରାଗରେ ସ୍କ୍ରୁଡ୍ରାଇଭରରେ ମାରି ହତ୍ୟା କଲା ସ୍ୱାମୀ
ନୂଆଦିଲ୍ଲୀ: କର୍ଣ୍ଣାଟକ ବେଙ୍ଗାଲୁରୁରେ ଜଣେ ୪୦ ବର୍ଷୀୟ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ସ୍କ୍ରୁଡ୍ରାଇଭରରେ ମାରି ହତ୍ୟା କରିଛନ୍ତି । ଅନ୍ନାପୂର୍ଣ୍ଣେଶ୍ୱରୀର ବିଆର କାନ୍ତାରାଜୁ ତାଙ୍କ ପତ୍ନୀଙ୍କ ଉପରେ ସନ୍ଦେହ କରୁଥିଲେ…
Whatsapp ବ୍ୟବହାର କାରଣରୁ ମୁସଲିମ ମହିଳା ଅଟକ; ଦାଏର ହେଲା ଅପରାଧିକ ମାମଲା
ନୂଆଦିଲ୍ଲୀ: ଟେକ୍ନୋଲୋଜିରେ ଆମେ ଦିନକୁ ଦିନ ଆଗକୁ ବଢୁଥିବା ବେଳେ ହ୍ୱାଟ୍ସଆପ୍ ବ୍ୟବହାର ପାଇଁ ଜଣେ ମହିଳା ଅଡୁଆରେ ପଡିଛନ୍ତି । ମୁସଲିମ ମହିଳା ଜଣଙ୍କୁ ହ୍ୱାଟ୍ସଆପ୍ ବ୍ୟବହାର କାରଣରୁ ଅଟକ ରଖାଯିବା ସହିତ ଅପରାଧିକ…
୬ ବର୍ଷର ପିଲାକୁ ଝାମ୍ପିନେଲା କଲରାପତରିଆ ବାଘ
ରାଇଘର(ଓଡ଼ିଶା ଭାସ୍କର) : କଲାରାପତରିଆ ବାଘ ଆକ୍ରମଣରେ ୬ ବର୍ଷର ଜଣେ ପିଲାର ମୃତ୍ୟୁ ହୋଇଛି । ସେ ପରିବାର ସହିତ ନବରଙ୍ଗପୁର ରାଇଘର ବ୍ଲକ ରାଇଘର ତୁରୁଡିହି ଗାଁରୁ ଛତିଶଗଡ଼ ଯାଇଥିବା ବେଳେ ଘଟିଥିଲା ଏଭଳି ଏକ ଅଭାବନୀୟ…
ଶନିଦୋଷରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି? ନବରାତ୍ରିର ସପ୍ତମୀରେ କରନ୍ତୁ କାଳରାତ୍ରୀଙ୍କ ପୂଜା
ହିନ୍ଦୁଧର୍ମରେ ନବରାତ୍ରିର ବିଶେଷ ମହତ୍ତ୍ୱ ରହିଛି । ଶାରଦୀୟ ନବରାତ୍ରିର ବ୍ରତର ପର୍ବ ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣପକ୍ଷର ପ୍ରତିପଦା ତିଥିରୁ ଆରମ୍ଭ ହୋଇଥାଏ । ନବରାତ୍ରୀର ୯ ଦିନ ମଧ୍ୟରେ ମା ଦୁର୍ଗାଙ୍କ ଅଲଗା…
ଏଣିକି ଆପଣ ବିଦେଶ ଯିବା ସମୟରେ ନଗଦ ଟଙ୍କା ଦରକାର ନାହିଁ: ଏସବିଆଇ ଲଞ୍ଚ କଲା ମଲ୍ଟି କରେନ୍ସି ଫରେନ୍ ଟ୍ରାଭେଲ୍ କାର୍ଡ
ନୂଆଦିଲ୍ଲୀ: ଯଦି ଆପଣ ବିଦେଶ ଯିବାକୁ ଚାହୁଁଥାନ୍ତି, ତେବେ ଆପଣଙ୍କ ପାଖରେ ନଗଦ ଟଙ୍କା ନଥିଲେ ଚଳିବ । କାରଣ ଆପଣଙ୍କର ଏହି ସମସ୍ୟା ଦୂର କରିବାକୁ ଯାଉଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) । ଏସବିଆଇ ତରଫରୁ ମଲ୍ଟି…
ନବରାତ୍ରି ମହାଷ୍ଟମୀ ଅକ୍ଟୋବର୧୩ ନା ୧୪ରେ? ଜାଣନ୍ତୁ କେଉଁ ତାରିଖଟି ଠିକ୍ ଓ ପୂଜାର ଶୁଭ ମୁହୂର୍ତ୍ତ
ଓଡ଼ିଶା ଭାସ୍କର ବ୍ୟୁରୋ: ନବରାତ୍ରିରେ ମା' ଦୁର୍ଗାଙ୍କ ପୂଜା କରିବା ବିଶେଷ କଲ୍ୟାଣକାରୀ ହୋଇଥାଏ । ଆଦି ଶକ୍ତି ମା' ଦୁର୍ଗାଙ୍କ ପରମ କୃପା ପ୍ରାପ୍ତ କରିବା ପାଇଁ ଏହା ହେଉଛି ସବୁଠାରୁ ଭଲ ଓ ସଠିକ୍ ମୁହୂର୍ତ୍ତ । ତେବେ…