Browsing Category

Top Stories

ପରବର୍ତ୍ତୀ ବାୟୁସେନା ମୁଖ୍ୟ ହେବେ ଭି ଆର ଚୌଧୁରୀ

ନୂଆଦିଲ୍ଳୀ: ଭାରତୀୟ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବେ ଭି ଆର ଚୌଧୁରୀ । ମଙ୍ଗଳବାର ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି । ବର୍ତ୍ତମାନ ଆର କେ ଏସ ଭଦୋରିଆ ଚିଫ୍…

ରେଜା ଶ୍ରମିକରୁ ୧୬୦୦ କୋଟିର ମାଲିକ ଆଉ ପୁଣି ଦେବାଳିଆ; ଜାଣନ୍ତୁ କିଏ ଏହି ସୁଦୀପ ଦତ୍ତ

ନୂଆଦିଲ୍ଳୀ: ମଣିଷର ସଫଳତା ସହିତ ଏହାର ଭାଗ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ରାସ୍ତାକଡରୁ ସମ୍ରାଟ ହେବା ଏବଂ ପୁଣି ଥରେ ରାସ୍ତାକୁ ଫେରିବାର ଦୁର୍ଭାଗ୍ୟ ବହୁତ କମ ଲୋକଙ୍କୁ ମିଳିଥାଏ । ଏମିତି ଏକ କାହାଣୀ…

ଦୁବାଇରେ କିଙ୍ଗସ୍ ବନାମ ରୟାଲ୍ସ ମୁକାବିଲା; ଟସ ଜିତି ରାହୁଲଙ୍କ ବୋଲିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ଦୁବାଇରେ ଆଇପିଏଲର ୩୨ ତମ ମ୍ୟାଚରେ ପରସ୍ପରର ସମ୍ମୁଖୀନ ହୋଇଛନ୍ତି ପଞ୍ଜାବ କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ । ପଞ୍ଜାବ କିଙ୍ଗସ ଅଧିନାୟକ କେ ଏଲ ରାହୁଲ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ।…

ମହିଳାଙ୍କୁ ଆସନ୍ତା ବର୍ଷ ମିଳିବ NDAରେ ଏଣ୍ଟ୍ରି, ମେ’ରେ ଆସିବ ନୋଟିଫିକେସନ୍

ନୂଆଦିଲ୍ଲୀ: ଏନଡିଏରେ ଯିବାକୁ ଇଚ୍ଛୁକ ଥିବା ମହିଳା ଆଶାୟୀଙ୍କ ପାଇଁ ଖୁସି ଖବର । ଏବେ ମହିଳା ମାନେ ଏନଡିଏ ପରୀକ୍ଷା ଦେଇପାରିବେ । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୁପ୍ରିମକୋର୍ଟକୁ ସୂଚନା ଦେଇ କୁହାଯାଇଛି, ଆସନ୍ତା…

୩ ପ୍ରକାର ପୁରୁଷ ଓ ତାଙ୍କ ଶାରୀରିକ ଯୌନ କ୍ଷମତା

ଯୋଗ ଶାସ୍ତ୍ର କହେ, ଶରୀର ପ୍ରତି ୭ ବର୍ଷରେ ନିଜକୁ ନବ ନିର୍ମାଣ କରେ। ସତୁରୀ ବର୍ଷ ପର୍ଯ୍ୟନ୍ତ ଶରୀର ମୁଖ୍ୟତଃ ନିଜକୁ ନିଜ ପରିବେଶ ହିସାବରେ ରୂପାନ୍ତରଣ କରିଥାଏ। ୦-୭ ଓ ୭-୧୪ ପ୍ରକୃତି ଶିଶୁ ଶରୀରକୁ ନିଜସ୍ଵ…

ଅକ୍ଟୋବର ୧ ତାରିଖରୁ ବଦଳିଯିବ ଡେବିଟ୍ ଓ କ୍ରେଡିଟ୍ କାର୍ଡ ପେମେଣ୍ଟ୍ ପ୍ରକ୍ରିୟା, ଜାଣନ୍ତୁ ଆରବିଆଇର ନୂଆ ନିୟମ ସମ୍ପର୍କରେ

ନୂଆଦିଲ୍ଲୀ: ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବର ୧ ତାରିଖରୁ ଅଟୋ ପେମେଣ୍ଟ ସିଷ୍ଟମ୍ ରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଅକ୍ଟୋବର ମାସରୁ ଅଟୋ ଡେବିଟ୍ ପେମେଣ୍ଟ୍ ସିଷ୍ଟମ୍ ଲାଗୁ ହେବାର ସମ୍ଭାବନା ରହିଛି । ଏହି…

ମିଥାଲି ରାଜଙ୍କ ଅର୍ଦ୍ଧଶତକ ବେକାର: ପରାଜୟରୁ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ

ନୂଆଦିଲ୍ଲୀ: ପରାଜୟରୁ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ପ୍ରଥମ ଦିନିକିଆରେ ଭାରତୀୟ ଦଳ ୯ ୱିକେଟରେ ପରାଜିତ ହେବା ସହିତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ପଛୁଆ ରହିଛି । ମ୍ୟାକେର…

ଅଜଣା ଜ୍ୱର ଆତଙ୍କ:୨ ଘଣ୍ଟା ବ୍ୟବଧାନରେ ଆରପାରିରେ ଭାଇ-ଭଉଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାତ୍ର ଦୁଇ ଘଣ୍ଟାର ବ୍ୟବଧାନରେ ଭାଇ-ଭଉଣୀ ଆରପାରିକୁ ଚାଲି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ମା ଓ ଏକ ବର୍ଷର ଶିଶୁ । ବଣାଇ ଅନ୍ତର୍ଗତ ଲହୁଣୀପଡା ଥାନାର…

ବର୍ଗରରୁ ବାହାରିଲା ବିଛା, ଅଧା ଖାଇବା ପରେ ପଡ଼ିଲା ନଜର; ଭୟରେ ଦୌଡ଼ିଲେ ହସ୍ପିଟାଲକୁ

ଜୟପୁର: ବର୍ଗର ଅର୍ଡର୍ କରି ଖାଇବା ବେଳକୁ ସେଥିରୁ ବାହାରିଲା ବିଛା । ଜଣେ ଗ୍ରାହକ ଏଭଳି ଅଭିଯୋଗ ଆଣିବା ପରେ ରେଷ୍ଟୁରାଣ୍ଟରେ ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଛି । ଏଭଳି ଏକ ଦୃଶ୍ୟ ସାମନାକୁ ଆସିଛି ରାଜସ୍ଥାନର…

ପିତୃପୁରୁଷଙ୍କୁ ସ୍ୱପ୍ନରେ ଦେଖିବାର କଣ ରହିଛି ଅର୍ଥ? ଜାଣନ୍ତୁ ରହସ୍ୟ

ଓଡ଼ିଶା ଭାସ୍କର ବ୍ୟୁରୋ: ହିନ୍ଦୁ ଧର୍ମ ଅନୁସାରେ ମାନ୍ୟତା ରହିଛି ଶ୍ରାଦ୍ଧ ବେଳେ ଆମର ପୂର୍ବ ପୁରୁଷ ଧରାପୃଷ୍ଠକୁ ଆର୍ଶୀବାଦ୍ ଦେବାକୁ ଆସିଥାନ୍ତି । ସେହିପରି ଅନେକ ଲୋକ କହିଥାନ୍ତି ଯେ, ତାଙ୍କ ପୂର୍ବଜ ମାନେ ତାଙ୍କ…