Browsing Category

Top Stories

ପାଟଣାଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ; ବବି ଦାସ ଓ ସୁଶାନ୍ତ ସିଂଙ୍କ ସମୀକ୍ଷା

ପାଟଣାଗଡ଼(ଓଡ଼ିଶା ଭାସ୍କର):ବୁଧବାର ଦିନ ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ପ୍ରଥମେ ଟିଟିଲାଗଡ଼ , ପାଟଣାଗଡ ପରେ ବଲାଙ୍ଗିର ଯିବାର କାର୍ଯ୍ୟକ୍ରମ ରହିଛି। ପାଟଣାଗଡ ରମାଇଁ…

IPL ବ୍ୟାନ କଲେ ତାଲିବାନୀ; କାରଣ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଳୀ: ଟି-୨୦ କ୍ରିକେଟର ମହାକୁମ୍ଭ ଆଇପିଏଲ ପୁନର୍ବାର ଆରମ୍ଭ ହୋଇଛି । ଦୁବାଇ ଏବଂ ଆବୁଧାବିରେ ଖେଳା ଯାଉଥିବା ଏହି ଚତୁର୍ଦ୍ଦଶ ସଂସ୍କରଣର ଅବଶିଷ୍ଟ ମ୍ୟାଚକୁ ନେଇ ଫ୍ୟାନ ମାନେ ଉତ୍ସାହିତ ରହିଥିବା ବେଳେ ଏହାକୁ…

ବିମାନ ଭିତରେ ଫୁଟବଲର୍ ରଖିଲେ ଯୌନ ସମ୍ବନ୍ଧ, ଏୟାର୍ ହୋଷ୍ଟେସ୍ କଲେ ଖୁଲାସା

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରିବା ସମୟରେ ଲୋକ ମାନେ ଆରାମ ଖୋଜିଥାନ୍ତି । ବ୍ରିଟେନ୍ ର ଜଣେ ଏୟାର୍ ହୋଷ୍ଟେସ୍ ଏକ ଖବରର ଖୁଲାସା କରିବାକୁ ଯାଇ କହିଛନ୍ତି ଯେ, ବ୍ରିଟେନ୍ ର ଜଣେ ଜଣାଶୁଣା ଫୁଟବଲର୍ ବିମାନରେ ଯାତ୍ରା…

ନରେନ୍ଦ୍ର ଗିରି ମହାରାଜ ମୃତ୍ୟୁ ମାମଲା; ମୁଖ୍ୟ ଅଭିଯୁକ୍ତ ଆନନ୍ଦ ଗିରି ଗିରଫ

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଆଖଡା ପରିଷଦର ମହନ୍ତ ନରେନ୍ଦ୍ର ଗିରି ମହାରାଜ ମୃତ୍ୟୁ ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଆନନ୍ଦ ଗିରିଙ୍କୁ ଗିରଫ କରିଛି । ମହନ୍ତ ନରେନ୍ଦ୍ର ଗିରି ଫାଶୀ ଲଗାଇ ଆତ୍ମହତ୍ୟା କରିବା ପୂର୍ବରୁ…

ଚଷମା ପିନ୍ଧିଲେ ପାଇବେ ଚିଲ ଆଖି ପରି ଦେଖିବା କ୍ଷମତା: ବୈଜ୍ଞାନିକ କଲେ ଉଦ୍ଭାବନ

ନୂଆଦିଲ୍ଲୀ: ସମୟ ବଦଳିବା ସହିତ ମଣିଷର ଚାଲିଚଳନ ଏବଂ ଲାଇଫଷ୍ଟାଇଲ୍ ରେ ବି ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ତେବେ ଏସବୁର ପ୍ରଭାବ ମଣିଷର ଶରୀର ଉପରେ ବି ପଡ଼ୁଥିବା ଦେଖିବାକୁ ମିଳୁଛି । ଯେମିତିକି ଅଧିକ ସମୟ…

କୋଟିପତି ପିଏସଓ ବିରଞ୍ଚି ସାହୁଙ୍କୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା କୋଟିପତି ପିଏସଓ ବିରଞ୍ଚି ସାହୁଙ୍କୁ ମିଳିଛି ଜାମିନ । ଓଏସସସି ସଦସ୍ୟଙ୍କ ପିଏ ରହିଥିବା ବିରଞ୍ଚିଙ୍କୁ ମଙ୍ଗଳବାର ସର୍ତ୍ତମୂଳକ…

ଡିଆରଡିଓ ତଥ୍ୟ ଲିକ୍ ଘଟଣା: ଦୁବାଇରୁ ଆସୁଥିଲା ଟଙ୍କା, ୨ଟି କିସ୍ତିରେ ଆସିଛି ୩୮ ହଜାର

ବାଲେଶ୍ୱର(ଓଡ଼ିଶା ଭାସ୍କର): ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣା । ଏହି ଘଟଣାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ହୋଇଛି । ଅଭିଯୁକ୍ତଙ୍କୁ ଜେରା…

ଦୁଷ୍କର୍ମ ବଦଳରେ ଦୁଷ୍କର୍ମ: ପ୍ରତିଶୋଧ ନେବାକୁ ଯାଇ ଅଭିଯୁକ୍ତର ଭଉଣୀକୁ ବଳାତ୍କାର କଲେ ଦୁଇଭାଇ

ଭୋପାଳ: ନାବାଳିକା ଭଉଣୀ ସହିତ ହୋଇଥିବା ଯୌନ ଶୋଷଣର ପ୍ରତିଶୋଧ ନେବାକୁ ଯାଇ ଅଭିଯୁକ୍ତର ଭଉଣୀ ସହିତ ଦୁଇ ଭାଇ ମିଶି ଗଣବଳାତ୍କାର କରିଛନ୍ତି । ଏଭଳି ଏକ ହୃଦୟ ବିଦାରକ ଘଟଣା ଆସିଛି ମଧ୍ୟପ୍ରଦେଶର ରୀବା ଜିଲ୍ଲାର ଗଡ…

କି କଳିଯୁଗ ଆସିଲା! ସ୍ୱାମୀକୁ ପିଟିପିଟି ହତ୍ୟାକଲା ସ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ମଣ୍ଡପ ବସ୍ତିର ମୁଣ୍ଡା ସାହିରେ ଘଟିଯାଇଛି ଏକ ଅଘଟଣ, ଯେଉଁଠାରେ ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ପିଟିପିଟି ହତ୍ୟା କରିଛି ।…

ଶିକ୍ଷୟତ୍ରୀଙ୍କ ପାଖକୁ ଆସିଲା ନାମୀଦାମୀ ରେଷ୍ଟୁରାଣ୍ଟର ଅଫର୍ ମେସେଜ୍, କ୍ଲିକ୍ କରିବା ମାତ୍ରେ ଖାତା ସଫା

ମେରଠ: ଦିନ ବଦଳିବା ସହିତ ଟେକ୍ନୋଲୋଜିର ବ୍ୟବହାର ମଧ୍ୟ ବଢ଼ୁଛି । ଏହାସହ ତାଳଦେଇ ବଢ଼ୁଛି ଅନଲାଇନ୍ ଠକେଇ । ପୋଲିସ୍ ପ୍ରଶାସନ ଏହାକୁ ରୋକିବାକୁ ଚେତାବନୀ ଦେଉଥିଲେ ସୁଦ୍ଧା ପ୍ରତ୍ୟେକ ଦିନ କେହି କା କେହି ଏହି ଅନଲାଇନ୍…