Browsing Category

Top Stories

ଆଗକୁ ଅସଲ ଲଢ଼େଇ, ବିଧାନସଭା ନିର୍ବାଚନରେ କଂଗ୍ରେସ ପାଇଁ ବିପର୍ଯ୍ୟୟ ଆଣି ପାରନ୍ତି ଅମରିନ୍ଦର

ନୂଆଦିଲ୍ଲୀ: ଭାରତବର୍ଷରେ ଗୋଟିଏ ପରେ ଗୋଟିଏ ରାଜ୍ୟରେ ରାଜନୀତିର ନୂଆ ନୂଆ ଝଲକ ଦେଖିବାକୁ ମିଳୁଛି । ସଂପ୍ରତି ପଞ୍ଜାବ ରାଜନୀତି ଉପରେ ସମସ୍ତଙ୍କର ନଜର ରହିଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ…

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ହୀରାକୁଦର ଜଳସ୍ତର ବଢ଼ୁଥିବାରୁ ଖୋଲାଯାଇଛି ଗେଟ୍ । ବର୍ତ୍ତମାନ ୭ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଜଳ ଭଣ୍ଡାରର ଜଳ…

ଶାରୀରିକ ସମ୍ପର୍କ ରକ୍ଷା କରିବା ପରେ ଜମାରୁ କରନ୍ତୁ ନାହିଁ ଏହିସବୁ କାମ, ଜାଣନ୍ତୁ କାହିଁକି

ସାଧାରଣତଃ ଶାରୀରିକ ସମ୍ପର୍କ ବୈବାହିକ ଜୀବନର ଏକ ଅଂଶ । ଏହା ସମ୍ପର୍କକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ତେବେ ଆପଣମାନେ କଣ ଜାଣନ୍ତି କି ଶାରୀରିକ ସମ୍ପର୍କ ରକ୍ଷା କରିବା ସମୟରେ ଆପଣଙ୍କୁ ଏପରି କିଛି ଦିଗ…

ବାପା ନାଁରେ କଳଙ୍କ ! ଶାଳୀକୁ ବାହାହେବା ପାଇଁ ମୃତ୍ୟୁର ତାଣ୍ଡବ, ନିଜର ୪ ଝିଅଙ୍କ ସହ…

ବାଡ଼ମେର: ଶାଳୀକୁ ବାହା ହେବାକୁ ଯାଇ ବାପା ନାଁରେ କଳଙ୍ଗ ବୋଳିଛି ଜଣେ ବ୍ୟକ୍ତି । ରାଜସ୍ଥାନର ବାଡ଼ମେରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ନିଜ ୪ ଝିଅଙ୍କୁ ଅତି ନିର୍ଦ୍ଦୟ ଭାବେ…

କଣ୍ଟେନରରୁ ୯୦୦୦ କୋଟି ଟଙ୍କା ମୂଲ୍ୟର ହେରୋଇନ୍‌ ଜବତ, ଆଫଗାନିସ୍ତାନରୁ ଭାରତ ଆସୁଥିଲା ଧଳାଜହର

ଅହମଦାବାଦ: ଗୁଜରାଟର କଚ୍‌ ଅନ୍ତର୍ଗତ ମୁନ୍ଦ୍ରା ବନ୍ଦରରୁ ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ୍‌ (ଡିଆରଆଇ) ପ୍ରାୟ ୯୦୦୦ କୋଟି ଟଙ୍କା ମୂଲ୍ୟର ହେରୋଇନ୍‌ ଥିବା କେତୋଟି କଣ୍ଟେନର ଜବତ କରିଥିବା କଥା…

ସିଲ୍ ହେଲା ଭୁବନେଶ୍ୱରର ଆଉ ଏକ ବାର୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ ଯୋଗୁଁ କଟକଣାକୁ ସାମାନ୍ୟ କୋହଳ କରିଥିଲେ ହେଁ ଏବେବି କିଛି ନିୟମ ମାନିବାକୁ ନିର୍ଦ୍ଦେଶ ରହିଛି । ଏହାରି ମଧ୍ୟରେ କୋଭିଡ ନିୟମ ଭାଙ୍ଗିବା ଅଭିଯୋଗରେ ଭୁବନେଶ୍ୱର ଆଉ ଏକ ବାର୍ ସିଲ୍…

ରାଶିଫଳ (ସୋମବାର ,୨୦ ସେପ୍ଟେମ୍ବର ,୨୦୨୧)

ମେଷ - ଆଜି କର‌୍ୟ୍ୟ ସାମାନ୍ୟ ବିଳମ୍ବିତ ସମୟରେ ସମ୍ପନ୍ନ ହେବ। ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତ ପାଇବେ। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ…

କେଶ ଝଡିବାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ

ଯଦି ଆପଣ କେଶ ଝଡିବା ସମସ୍ୟାରୁ ବହୁତ ଚିନ୍ତିତ ଅଛନ୍ତି ତେବେ ଏପରି ଘରୋଇ ଉପଚାର ବିଷୟରେ ଜାଣନ୍ତୁ ଯାହା ଆପଣଙ୍କ କେଶ ଝଡିବା ରୋକିବା ସହ କେଶ ବୃଦ୍ଧିରେ ସାହାଯ୍ୟ କରିଥାଏ । ଏହା ସହ ଆମେ ଆପଣଙ୍କୁ କିଛି ଏପରି ଉପାୟ…

IPL ୨୦୨୧: ସୁପର କିଙ୍ଗସର ସୁପର ବିଜୟ

ନୂଆଦିଲ୍ଲୀ: ଆଇପିଏଲ ମହାସମରର ବଳକା ମ୍ୟାଚ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସକୁ ୨୦ ରନରେ ପରାସ୍ତ କରିଛି ଚେନ୍ନାଇ। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୧୫୬ ରନ କରିଥିବା ବେଳେ ମୁମ୍ବାଇ ୧୩୬…

‘ଛାତ୍ର ସଂସଦ ନିବାଚନ ବାତିଲ; ଗଣତନ୍ତ୍ରର ଭ୍ରୂଣ ହତ୍ୟା’

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଲଗାତର ୪ର୍ଥ ପାଇଁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ୍ ପାଇଁ ସରକାରଙ୍କ ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ଏହା ସଂସଦୀୟ ଗଣତନ୍ତ୍ରର ଭ୍ରୁଣ ହତ୍ୟା ବୋଲି ଏ.ଆଇ.ଏସ୍.ଏଫ୍.…