Browsing Category

Top Stories

ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଦଳ ଗିରଫ; ଛୁରୀ ଓ ପେଚକସରେ ଲୁଟୁଥିଲେ

ଭୁବନେଶ୍ୱର (ଓଡ଼ିଶା ଭାସ୍କର):ଗୋଟେ ଛୁରୀ,ଗୋଟେ ଛୋଟ ପେଚକସ ଓ ଏକ ପେନସିଲ ସାହାଯ୍ୟରେ କରୁଥିଲେ ଏଟିଏମ୍ ଲୁଟ । ଟାର୍ଗେଟ କରୁଥିଲେ ନିରୀହ ଲୋକଙ୍କୁ । ୨ ଜଣ ବାହାରେ ଜଗୁଥିଲେ ଆଉ ଦୁଇଜଣ ପଶୁଥିଲେ ଏ ଟି ଏମ୍ କାଉଣ୍ଟର୍…

ରେଲୱେ କଲୋନୀ ଯୁବକ ହତ୍ୟା ମାମଲା; ସମସ୍ତ ଅଭିଯୁକ୍ତ ଗିରଫ

ରାଉରକେଲା (ଓଡ଼ିଶା ଭାସ୍କର): ରେଲୱେ କଲୋନୀରେ ଯୁବକଙ୍କୁ ନିର୍ମମ ଭାବେ ଗୁଳି ଓ ମରଣାନ୍ତକ ଆକ୍ରମଣ କରି ହତ୍ୟା ମାମଲାରେ ଆଉ ଚାରି ଜଣ ଅଭିଯୁକ୍ତକୁ ଗିରଫ କରିଛି ପ୍ଲାଣ୍ଟସାଇଡ଼ ପୋଲିସ। ଗତ ୧୦ ତାରିଖ ସନ୍ଧ୍ୟା ସମୟରେ…

ଅପ୍ରାକୃତିକ ଯୌନ ସମ୍ପର୍କ ପାଇଁ ହତ୍ୟା; ୨ କିନ୍ନରଙ୍କ ସମେତ ୭ ଗିରଫ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପାଣିକୋଇଲି ଥାନା ସୋତି ଗାଁ ନିକଟରେ ଡବଲ ମର୍ଡର ହତ୍ୟାକାଣ୍ଡର ପର୍ଦାଫାସ କ୍ଷ ଦୁଇ କିନ୍ନର ସମତେ ୭ ଜଣ କୋର୍ଟ ଚାଲାଣ । ସୂଚନା ମୁତାବକ ଗତ ୩ ତାରିଖ ଦିନ ସଖାଳୁ ସଖାଳୁ ପାଣିକୋଇଲି…

ଟାଇମ ମାଗାଜିନ୍ ପ୍ରଭାବଶାଳୀ ବ୍ୟକ୍ତିତ୍ୱରେ ମୋଦୀ, ମମତା ଓ ଆଦର ପୁନାୱାଲା; ତାଲିବାନ ପ୍ରତିଷ୍ଠାତାଙ୍କୁ ମଧ୍ୟ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ଟାଇମ ମାଗାଜିନ ପକ୍ଷରୁ ୨୦୨୧ରେ ବିଶ୍ୱର ଶ୍ରେଷ୍ଠ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାର ଟପ୍-୧୦୦ରେ ତିନି ଜଣ ଭାରତୀୟ ସ୍ଥାନ ପାଇଛନ୍ତି । ଭାରତୀୟ ପ୍ରଧାନମନ୍ତ୍ରୀ…

ରାଶିଫଳ (ଗୁରୁବାର ,୧୬ ସେପ୍ଟେମ୍ବର,୨୦୨୧)

ମେଷ - ଆଜି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚ଼ିନ୍ତି ନେବେ ।ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବହୁତ ଭାବିଚ଼ିନ୍ତି ନିଅନ୍ତୁ । ବୃଷ…

ବଢୁଛି ହୀରାକୁଦ: ଜଳସ୍ତର ୬୨୮.୩୯ ଫୁଟ;୨୪ଟି ଗେଟରେ ନିଷ୍କାସିତ ହେଉଛି ବନ୍ୟାଜଳ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ଜନିତ ବର୍ଷା କାରଣରୁ ନାହିଁ ନଥିବା ପରସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୮.୩୯ ଫୁଟ…

ସକାଳୁ ଚା ପିଉଛନ୍ତି କି; ଭୋଗି ପାରନ୍ତି ଏହି ସବୁ ସମସ୍ୟା

କୁହାଯାଏ ଯଦି ସକାଳ ଭଲରେ ଆରମ୍ଭ ହେବ ତେବେ ଦିନ ଯାକ ଭଲରେ କଟିଥାଏ । ତେଣୁ ସକାଳୁ ଅନେକ ଲୋକ ବାହାରର ସୁସ୍ଥ ଓ ଶାନ୍ତ ବାତାବରଣରେ ବ୍ୟାୟାମ ଆଦି କରିଥାନ୍ତି । କିନ୍ତୁ ଅନେକ ଲୋକ ଥାଆନ୍ତି ଯେଉଁମାନେ ସକାଳୁ ଉଠି…

ଏୟାର ଇଣ୍ଡିଆ ବିନିବେଶ: ଦୌଡରେ ଆଗୁଆ ଟାଟା ଗ୍ରୁପ୍

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ ଏୟାର ଇଣ୍ଡିଆର ବିନିବେଶ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହି ଦୌଡରେ ଆଗୁଆ ରହିଛି ଟାଟା ଗ୍ରୁପସ ଓ ସ୍ପାଇସ ଜେଟ୍ । ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଏହି ବିନିବେଶ ଶେଷ କରିବା…

ଅନଲାଇନ୍ ଖାଇବା ହେବ ମହଙ୍ଗା; ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ:ବର୍ତ୍ତମାନ ଅନଲାଇନ ଫୁଡ ଡେଲିଭରିର ଅନେକ ଚାହିଦା ରହିଛି । କିନ୍ତୁ ଏହାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଆଗକୁ ମହାଙ୍ଗା ହୋଇପାରେ ଅନଲାଇନ୍ ଫୁଡ ଡେଲିଭରି । ଜିଏସଟି କାଉନସିଲ କମିଟିର ବୈଠକରେ ଏନେଇ…

ସୋନୁ ସୁଦଙ୍କ କାର୍ଯ୍ୟାଳୟରେ ଆଇଟି ରେଡ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ କାର୍ଯ୍ୟାଳୟରେ ଆଇଟି ବିଭାଗ ପକ୍ଷରୁ ରେଡ କରାଯାଇଛି । ଆୟକର ଠକେଇ ଅଭିଯୋଗରେ ବୁଧବାର ଆୟକର ବିଭାଗ ପକ୍ଷରୁ ଏକା ସାଙ୍ଗରେ ୬ଟି ସ୍ଥାନରେ ଚଢାଉ କରାଯାଇଥିଲା । ମୁମ୍ବାଇ ଏବଂ…