CHARIDHAM
Browsing Category

Top Stories

ଭବିନା ପଟେଲଙ୍କୁ ଐତିହାସିକ ରୌପ୍ୟ; ଭାରତର ପଦକ ଖାତା ଖୋଲିଲା

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ଖାତା ଖୋଲିଛନ୍ତି ଭବିନା ପଟେଲ । ଭବିନା କ୍ଲାସ-୪ ଟିଟି ଫାଇନାଲରେ ଚୀନର ୟିଙ୍ଗ ଝୋଉଙ୍କ ନିକଟରୁ ପରାଜିତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି । ଏହା ସହିତ…

କାବୁଲରେ ଆତଙ୍କୀ ଆକ୍ରମଣ ଆଶଙ୍କା; ରେଡ ଆଲର୍ଟ ଜାରି କଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ଆଉ ଏକ ଆତଙ୍କୀ ଆକ୍ରମଣ ହେବା ନେଇ ଆଶଙ୍କା ଜାହିର କରାଯାଇଛି । ଆସନ୍ତା ୨୪-୩୬ ଘଣ୍ଟା ମଧ୍ୟରେ କାବୁଲ ବିମାନବନ୍ଦର ଉପରେ ଆକ୍ରମଣ ହେବାର ସମ୍ଭାବନା…

SCBରେ ଆରମ୍ଭ ହେଲା ECMO ଚିକିତ୍ସା; ନିଶ୍ଚିନ୍ତକୋଇଲିର ମହିଳାଙ୍କୁ ମିଳିଲା ସୁବିଧା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସର୍ବବୃହତ ମେଡିକାଲ କଲେଜ ଏସସିବିରେ ଆରମ୍ଭ ହୋଇଛି ଇକମୋ ଚିକିତ୍ସା ସୁବିଧା । ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଏସସିବିରେ ଇକମୋ ଚିକିତ୍ସା ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ ।…

ପଞ୍ଜଶୀର ଦଖଲରେ ତାଲିବାନ ବିଫଳ; ଅନ୍ତିମ ପର୍ଯ୍ୟାୟରେ ଆମେରିକାର ଏୟାରଲିଫ୍ଟ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଦେଖା ଦେଇଥିବା ଗୃହ ଯୁଦ୍ଧ ପରସ୍ଥିତି ଥମିବାର କୌଣସି ସଙ୍କେତ ଦେଖିବାକୁ ମିଳୁନାହିଁ । ତାଲିବାନ ଆଫଗାନିସ୍ତାନରେ ଶାସନ କ୍ଷମତା ଅକ୍ତିଆର କରିଥିବା ବେଳେ ପଞ୍ଜଶୀର ଦଖଲ କରିବାରେ ବିଫଳ…

ଚୁଇଙ୍ଗମ ଖାଉଥିଲେ ସାବଧାନ; ଏହି ସବୁ ଜିନିଷକୁ ଧ୍ୟାନ ଦିଅନ୍ତୁ

କିଛି ଲୋକଙ୍କର ଅଭ୍ୟାସ ହେଉଛି ପାଟିରେ କିଛି ନା କିଛି ସବୁବେଳେ ଚୋବାଇବା । ଚୁଇଙ୍ଗମ୍ ଚୋବାଇବା ସମୟରେ ଧ୍ୟାନ ଦିଅନ୍ତୁ ଏହା ଯେପରି ପେଟ ଭିତରକୁ ନଯିବ । ଏହା ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ । ଏହା ସହଜରେ…

ଚେତାବନୀ ଦେଇ ବବି ମିଶ୍ରଙ୍କୁ ଛାଡିଲା ପୋଲିସ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଆ ଅଭିନେତା ବବି ମିଶ୍ରଙ୍କୁ ଚେତାବନୀ ଦେଇ ଛାଡିଛି ପୋଲିସ । ସକାଳ ଠାରୁ ବବିଙ୍କୁ ଅଟକ ରଖାଯାଇଥିବା ବେଳେ ସନ୍ଧ୍ୟାରେ ଚେତାବନୀ ଦେଇ ଛାଡିଛି ପୋଲିସ । ଥାନାରୁ ନୋଟିସ ଦେବା ସହିତ…

ଆଫଗାନିସ୍ତାନ ଯୁଦ୍ଧ ଉପରେ ନିର୍ମାଣ ହୋଇ ସାରିଛି ଏହି ସବୁ ଫିଲ୍ମ

ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ଚର୍ଚ୍ଚାରେ ରହିଛି ଏହି ଆତଙ୍କୀ ସଙ୍ଗଠନ । ପୂର୍ବରୁ ଏହି ଆତଙ୍କୀ ସଙ୍ଗଠନକୁ ନେଇ ଅନେକ ଥର ପରଦାକୁ ଫିଲ୍ମ ଆସିଛି । ଆସନ୍ତୁ ନଜର ପକାଇବା ସେମିତି କିଛି ଫିଲ୍ମ ଉପରେ ।…

ବବି ମିଶ୍ର ଗିରଫ; ସକାଳୁ ଅଟକ ରଖିଥିଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଅଭିନେତା ବବି ମିଶ୍ରଙ୍କୁ ଗିରଫ କରିଛି ପୋଲିସ । ମଦ ପିଇ ପଡୋଶୀଙ୍କ ସହିତ ଝଗଡା ପାଇଁ ପୋଲିସ ତାଙ୍କୁ ଅଟକ ରଖିଥିଲା। ପଡୋଶୀଙ୍କ ଅଭିଯୋଗ କ୍ରମେ ବବିଙ୍କୁ ଗିରଫ କରିଛି ନୟାପଲ୍ଲୀ…

ୟୁଏସ ଓପନ ଯୋଗ୍ୟତା ପର୍ଯ୍ୟାୟରୁ ଭାରତୀୟ ଚ୍ୟାଲେଞ୍ଜ ଶେଷ

ନୂଆଦିଲ୍ଲୀ: ୟୁଏସ ଓପନ ଯୋଗ୍ୟତା ପର୍ଯ୍ୟାୟରୁ ଶେଷ ହୋଇଛି ଭାରତୀୟ ଚ୍ୟାଲେଞ୍ଜ । ପ୍ରଜ୍ନେଶ ଗୁଣେଶ୍ୱରନ ପରାଜିତ ହେବା ସହିତ ୟୁଏସ ଓପନ ଯୋଗ୍ୟତା ପର୍ଯ୍ୟାୟରୁ ଭାରତୀୟ ଚ୍ୟାଲେଞ୍ଜ ଶେଷ ହୋଇଛି । ବିଶ୍ୱ ମାନ୍ୟତାର ୧୫୬…

କିଏ ହୋଟେଲ୍ ବାହାରେ ଶୋଇ ରାତି କାଟିଛି ତ କିଏ ୱାଚମେନ୍ ଭାବରେ କାମ କରିଛନ୍ତି, ଜିରୋରୁ ହିରୋ ହୋଇଛନ୍ତି ବଲିଉଡର ଏହି ଆଗଧାଡ଼ିର ଷ୍ଟାର୍

ମୁମ୍ବାଇ: ବଲିଉଡ୍ ରେ ସଫଳ କ୍ୟାରିୟର୍ ଗଢ଼ିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୂହେଁ । ବିଗତ ଦିନରେ ହଜାର ହଜାର ବଲିଉଡ୍ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଆସିଛନ୍ତି । ହେଲେ କାହା ସ୍ୱପ୍ନ ପୂରଣ ହୋଇଛି ତ କିଏ ଖାଲି ହାତରେ…