
Browsing Category
Top Stories
ଘର ଭିତରୁ ମିଳିଲା ଦୁଇ ଭଉଣୀଙ୍କ ଝୁଲନ୍ତା ଶବ
ରାଇରଙ୍ଗପୁର(ଓଡ଼ିଶା ଭାସ୍କର): ଘର ଭିତରୁ ଉଦ୍ଧାର ହେଲା ଦୁଇ ଭଉଣୀଙ୍କ ଝୁଲନ୍ତା ଶବ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତିରିଂ ଥାନା ସାମକୁମୁରୁମ୍ ଠାରେ । ତେବେ ଉଭୟ ମୃତକ ହେଉଚଇ ସମ୍ପର୍କୀୟ ଭଉଣୀ । ଜଣକ…
୩୯ ଲକ୍ଷ ଟଙ୍କା ନେଇ ବୟଫ୍ରେଣ୍ଡ ସହ ଫେରାର୍ ହେଲା ସ୍ତ୍ରୀ, ଜମି ବିକି ସଞ୍ଚୟ କରିଥିଲେ ସ୍ୱାମୀ
ପାଟନା: ସ୍ୱାମୀ-ସ୍ତ୍ରୀ ସମ୍ପର୍କରେ ଅନେକ ସମୟରେ ତୃତୀୟ ବ୍ୟକ୍ତିକୁ ନେଇ ବିବାଦ ସୃଷ୍ଟି ହେବା କଥା ଆପଣ ମାନେ ନିଶ୍ଚୟ ଶୁଣିଥିବେ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ପାଟନାରୁ । ସ୍ୱାମୀ ଜମି ବିକ୍ରି କରି…
ଟୋକିଓ ପାରାଲିମ୍ପିକ୍ସ; ଟିଟି KNOCK-OUTରେ ଭାବିନା ପଟେଲ
ନୂଆଦିଲ୍ଲୀ: ଅଲିମ୍ପିକ୍ସ ପରେ ଆରମ୍ଭ ହୋଇ ଯାଇଛି ଟୋକିଓ ପାରାଲିମ୍ପିକ୍ସ । ଚଳିତ ପାରାଲିମ୍ପିକ୍ସର ପ୍ରଥମ ଦିନରେ ଭାରତୀୟ ମହିଳା ଟିଟି ଖେଳାଳି ଭାବିନାବେନ ପଟେଲ କମାଲ କରିଛନ୍ତି । ପ୍ରଥମ ଭାରତୀୟ ମହିଳା ଖେଳାଳି…
ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢିଲା ପ୍ରତାପଙ୍କ ଅଡୁଆ; ପୁଣି ଥରେ ହେବ ତଦନ୍ତ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମାହାଙ୍ଗା ଡବଲ ମର୍ଡର ମାମଲାରେ ପ୍ରତାପ ଜେନାଙ୍କ ଅଡୁଆ ବଢିବାରେ ଲାଗିଛି । ପ୍ରାରମ୍ଭିକ ଭାବରେ ପୋଲିସ ଚାର୍ଜସିଟରୁ ପ୍ରତାପଙ୍କ ନାମ ବାଦ ଦେଇଥିବା ବେଳେ ପୁନର୍ବାର ତଦନ୍ତ ନିର୍ଦ୍ଦେଶ…
ଡ୍ରୋନ୍ ଉଡ଼ାଇବା ପାଇଁ କେନ୍ଦ୍ର ସରକାର ଜାରି କଲେ ନୂଆ ନିୟମ, ଜାଣନ୍ତୁ କଣ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ନୁତନ ଡ୍ରୋନ୍ ବ୍ୟବହାର କରିବା ନେଇ ନୂଆ ନିୟମ ଘୋଷଣା କରିଛନ୍ତି । ଜମ୍ମୁରେ ଆଇଏଏଫ୍ ବେସ୍ ଉପରେ ହୋଇଥିବା ଡ୍ରୋନ୍ ହମଲା ପରଠାରୁ କେନ୍ଦ୍ର ସରକାର ଆକ୍ସନ୍ ମୋଡକୁ ଆସିଛନ୍ତି ।…
ବେଙ୍ଗଲ ନିର୍ବାଚନୀ ହିଂସା: ୯ଟି FIR ଦାଖଲ କଲା CBI
ନୂଆଦିଲ୍ଲୀ: ବେଙ୍ଗଲ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ମାମଲାରେ ସିବିଆଇ ପକ୍ଷରୁ ୯ଟି ଏଫଆଇଆର ଦାଖଲ କରାଯାଇଛି । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସିବିଆଇ ପକ୍ଷରୁ ମାମଲାର ତଦନ୍ତ ଆରମ୍ଭ କରାଯାଇଥିବା…
ରାଜଧାନୀରେ ଗାଡ଼ି ଲୁଟିଲେ ନକଲି ପୋଲିସ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପୋଲିସର ପରିଚୟ ଦେଇ ଏକ ଗାଡି ଲୁଟ କରିଛନ୍ତି ଦୁର୍ବୃତ୍ତ । ରାଜଧାନୀର ମଞ୍ଚେଶ୍ୱର ଅଞ୍ଚଳରେ ପୋଲିସର ପରିଚୟ ଦେଇ ଲୁଟେରା ମାନେ ଗାଡି ଲୁଟିବା ସହିତ ବ୍ୟବସାୟୀଙ୍କୁ ଅପହରଣ କରି ନେଇଛନ୍ତି…
ଏବେ ମହିଳାମାନେ ଘରେ ରୁହନ୍ତୁ, ଆମ ସୈନ୍ୟମାନେ ଝିଅମାନଙ୍କୁ ସମ୍ମାନ ଦେବା ଶିଖିନାହାନ୍ତି: ତାଲିବାନ
କାବୁଲ: ଆଫଗାନିସ୍ତାନକୁ ତାଲିବାନ ମାନେ ଅକ୍ତିଆର କରିବା ପରେ ମହିଳା ମାନଙ୍କ ଚିନ୍ତା ବଢ଼ିଯାଇଛି । ଯେଉଁ ମାନେ ଦେଶ ଛାଡ଼ି ଦେଇଛନ୍ତି ସେମାନେ ଭାଗ୍ୟଶାଳୀ ହୋଇଥିବା ବେଳେ ଯେଉଁ ମାନେ ରହିଯାଇଛନ୍ତି ସେମାନେ ତାଲିବାନି…
୬ କୋଟିର ସାଇବର ଠକେଇ; ରୋଜଗାର ନାଁରେ ୬୦୦ ଲୋକଙ୍କୁ ଲୁଟିଲେ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ମାତିଛନ୍ତି ସାଇବର ଠକ । ବ୍ରହ୍ମପୁରରେ ଘଟିଯାଇଛି ଏମିତି ଏକ ଘଟଣା । ଲୋକଙ୍କୁ ରୋଜଗାର ଦେବା ନାଁରେ ଲୁଟି ନେଇଛନ୍ତି ୬ କୋଟି ଟଙ୍କା । ପ୍ରାୟ ୬୦୦ ଲୋକଙ୍କୁ ଲୁଟିବା…
ଛାତ୍ରୀଙ୍କ ସହ ଅଧ୍ୟାପକଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ, ଟ୍ୟୁସନ କରିବା ବାହାନାରେ କରୁଥିଲେ ଅସଦାଚରଣ
ବାଲେଶ୍ୱର(ଓଡିଶା ଭାସ୍କର): ଏବେ ଛାତ୍ରୀଙ୍କ ସହ ଅଧ୍ୟାପକଙ୍କ ଆପତ୍ତିଜନକ ଭିଡିଓ ମୋବାଇଲରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି । ଆଉ ଏଥିରେ ଗିରଫ ହୋଇଛନ୍ତି ଜଣେ ଅଧ୍ୟାପକ ଏବଂ ଛାତ୍ରୀ । ଏଭଳି ଘଟଣା ଘଟିଛି ବାଲେଶ୍ୱର…