Browsing Category

Top Stories

Hondaର ନୂଆ ଇଲେକ୍ଟ୍ରିକ ସ୍କୁଟର U-GO, ଜାଣନ୍ତୁ ଫିଚର୍ସ ଏବଂ ପ୍ରାଇସ

ନୂଆଦିଲ୍ଲୀ: ହୋଣ୍ଡା ମୋଟର୍ସ ଇଣ୍ଡିଆ ଏହାର ସୁଲଭ ଇଲେକ୍ଟ୍ରିକ ସ୍କୁଟର U-GO ଲଞ୍ଚ କରିଛି । କମ୍ପାନୀ ଏହି ଇଲେକ୍ଟ୍ରିକ ସ୍କୁଟରକୁ chinese arm wuyang ପ୍ଲାଟଫର୍ମ ଦ୍ୱାରା ବିକଶିତ କରିଛି । କମ୍ପାନୀ ଏହି ସ୍କୁଟରର…

ଇତିହାସ ରଚିଲେ ନୀରଜ: ଭାରତକୁ ଦେଲେ ପ୍ରଥମ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଟୋକିଓରେ ଇତିହାସ ରଚିଛନ୍ତି ଭାରତୀୟ ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା । ନିଜର ଦ୍ୱିତୀୟ ପ୍ରୟାସରେ ନୀରଜ ୮୭.୫୮ ମିଟର ଦୂରକୁ ଜାଭେଲିନ୍ ଫୋପାଡିବା ସହିତ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଚଳିତ…

ବଜରଙ୍ଗଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ; ଲେଖିଲେ ଏମିତି

ନୂଆଦିଲ୍ଲୀ: ପଦାର୍ପଣରେ ଅଲିମ୍ପିକ୍ସ ପଦକ ହାସଲ କରିବାର ସଫଳତା ହାସଲ କରିଥିବା ବଜରଙ୍ଗ ପୁନିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୬୫ କିଗ୍ରା ବର୍ଗରେ ବ୍ରୋଞ୍ଜ ପଦକ ମୁକାବିଲାରେ…

‘ମୋ ବରକୁ ଉଠାଇନେଲେ ପରିବାର ଲୋକ’; ମଙ୍ଗୁଳା ହୋଇ ରହିଗଲା କନ୍ୟା

ପୁରୀ(ଓଡ଼ିଶା ଭାସ୍କର): ପ୍ରେମ କରି ଅନ୍ଧାରକୁ ଚାଲିଗଲା ପ୍ରେମିକାର ଭବିଷ୍ୟତ । ବିବାହ ବେଦୀରୁ ପ୍ରେମିକାକୁ ମଙ୍ଗୁଳା କନ୍ୟା ଅବସ୍ଥାରେ ଛାଡ଼ି ଚାଲିଗଲା ପ୍ରେମିକ । ଶେଷରେ ଆଇନର ଆଶ୍ରୟ ନେଇଛନ୍ତି ଅସହାୟ ପ୍ରେମିକା ।…

ଅଲିମ୍ପିକ୍ସରେ ରଚିଥିଲେ ଇତିହାସ: ପରାଜୟ ପରେ ଜାତିଆଣ ଆକ୍ଷେପ;ନିନ୍ଦା କଲେ ଅଧିନାୟିକା

ନୂଆଦିଲ୍ଳୀ: ପ୍ରଥମ ମହିଳା ଖେଳାଳି ଭାବରେ ଅଲିମ୍ପିକ୍ସରେ ହ୍ୟାଟ୍ରିକ୍ ଅର୍ଜନ କରିଥିବା ଭାରତୀୟ ମହିଳା ଷ୍ଟ୍ରାଇକର ବନ୍ଦନା କଟାରିଆଙ୍କ ପରିବାରକୁ ଜାତିଆଣ ଆକ୍ଷେପକୁ ସମାଲୋଚନା କରିଛନ୍ତି ଅଧିନାୟିକା ରାଣୀ ରାମପାଲ ।…

ବଜରଙ୍ଗଙ୍କୁ ବ୍ରୋଞ୍ଜ: ଦେଶ ପାଇଁ ଜିତିଲେ ଷଷ୍ଠ ପଦକ

ନୂଆଦିଲ୍ଲୀ: ଭାରତ ପାଇଁ ଷଷ୍ଠ ପଦକ ବିଜୟରେ ସକ୍ଷମ ହୋଇଛନ୍ତି ବଜରଙ୍ଗ ପୁନିଆ । ଶନିବାର ଅନୁଷ୍ଠିତ ବ୍ରୋଞ୍ଜ ପଦକ ମୁକାବିଲାରେ କାଜାଖସ୍ତାନର ଦୌଲେତ ନିୟାଜବେକୋଭଙ୍କୁ ୮-୦ରେ ପରାସ୍ତ କରିବା ସହିତ ବଜରଙ୍ଗ ଦେଶପାଇଁ…

ଆକାଶରୁ ପଡ଼ିଲା ବଜ୍ର, ୩ ମହିଳା ଟଳି ପଡ଼ିଲେ

ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ଆକାଶରୁ ପଡ଼ିଲା ବଜ୍ର । ଏହି ବ୍ରଜରାଘାତରେ ୩ ମହିଳା ପ୍ରାଣ ହରାଇଥିବା ଜଣାପଡ଼ିଛି । ମୃତକମାନେ ହେଲେ ଜଳେଶ୍ୱର ବ୍ଲକ ବରଢିଆ ପଞ୍ଚାୟତର ପୂର୍ଣ୍ଣିମା ସିଂ, ବସ୍ତା ବ୍ଲକ୍…

ପୋଲିସକୁ ପ୍ରାଣାନ୍ତକ ଆକ୍ରମଣ: ୩ ମହିଳା ଅଟକ

ଭଦ୍ରକ(ଓଡ଼ିଶା ଭାସ୍କର): ଭଦ୍ରକ ଜିଲ୍ଲା ସାବରଙ୍ଗରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଭିଯୁକ୍ତଙ୍କୁ ଥାନାକୁ ଡାକିବାକୁ ଯାଇଥିବା ୩ ଜଣିଆ ପୋଲିସ ଟିମ ଉପରେ ମହିଳାଙ୍କ ପକ୍ଷରୁ ମରଣାନ୍ତକ ଆକ୍ରମଣ କରାଯାଇଛି ।…

ବର୍ଷାଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେଲେ ଅନୁଭବ, କହିଲେ ସବୁଦିନ ପାଇଁ ଭଲ ବନ୍ଧୁ ହୋଇ ରହିବା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ଷାଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଦେଲେ ଅନୁଭବ । ଶୁଭେଚ୍ଛା ଦେବା ସହ ଅନୁଭବ କହିଛନ୍ତି ‘ହୁଏତ ଆମେ ଭଲ ପତି ପତ୍ନୀ ହୋଇପାରିଲେନି, କିନ୍ତୁ ଆମେ ସବୁବେଳ ପାଇଁ ଭଲ ବନ୍ଧୁ ହୋଇ…

ଦେଢ଼ଶ’ ଡ୍ରାଇଭରଙ୍କୁ ସମ୍ମାନିତ କଲେ ଚାନୁ, ଜାଣନ୍ତୁ କାହିଁକି…

ଓଡ଼ିଶା ଭାସ୍କର ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସରେ ଭାରତର ରୁପା ଝିଅ ତଥା ମଣିପୁର ମଣି ମୀରାବାଈ ଚାନୁ ଚମକିବା ପରେ ଚାରିଆଡୁ ମିଳୁଛି ଶୁଭେଚ୍ଛା-ସମ୍ମାନ । ତେବେ ମୀରାବାଈ ମଧ୍ୟ ଭୁଲି ନାହାନ୍ତି ତାଙ୍କ କଷ୍ଟ-ସାଧନାବେଳରେ…