Browsing Category

Top Stories

ଦୁନିଆର ସବୁଠାରୁ ବଡ଼ ପାଟି ଥିବା ମହିଳା, ସୃଷ୍ଟି କଲେ ରେକର୍ଡ…

ପ୍ରାୟତଃ ଦେଖାଯାଏ ଯେ ଅନେକ ଲୋକ ସେମାନଙ୍କର ରୂପ କିମ୍ବା ରୂପ ଯୋଗୁଁ ଥଟ୍ଟାର ପାତ୍ର ହୁଅନ୍ତି । ହୁଏତ କିଛି ଲୋକ ଥଟ୍ଟାକୁ ହସରେ ଉଡ଼ାଇ ଦିଅନ୍ତି କିନ୍ତୁ ଅନେକ ଲୋକ ଏହା ହେତୁ ନିଜର ଆତ୍ମବିଶ୍ୱାସ ହରାଇଥାନ୍ତି,…

ଗୋପନରେ ନିଜ ଶୁକ୍ରାଣୁରୁ ମହିଳାଙ୍କୁ କଲେ ଗର୍ଭବତୀ;ଏବେ ଡାକ୍ତର ଗଣିବେ ୮୦ କୋଟି ଫାଇନ୍

ନୂଆଦିଲ୍ଲୀ: ଡାକ୍ତରଙ୍କୁ ଦ୍ୱିତୀୟ ଇଶ୍ୱର ବୋଲି କୁହାଯାଇଥାଏ । ତେବେ ଜଣେ ଆଇଭିଏଫ୍ ଡାକ୍ତର ଏଭଳି କିଛି ଅକ୍ଷମଣୀୟ ଅପରାଧ କରିଛନ୍ତି । ନିଜ ବୀର୍ଯ୍ୟର ଉପଯୋଗ କରି ମହିଳାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ଏହି…

ଏକାଥରେ ଜନ୍ମ ଦେଲେ ୪ ଶିଶୁ, ଆଠ ବର୍ଷ ସନ୍ତାନ ଲାଗି ବିକଳ ହେଉଥିଲେ ମହିଳା

ବିବାହର ଆଠ ବର୍ଷ ପର୍ଯ୍ୟନ୍ତ ଗୋଟିଏ ବି ସନ୍ତାନ ହେଉନଥିଲା । ଫଳରେ ମହିଳା ଜଣଙ୍କ ପିଲାଟେ ପାଇଁ ବିକଳ ହେଉଥିଲେ । ହେଲେ କଥାରେ ଅଛି- ଭଗବାନ ଯେବେ ଦିଅନ୍ତି, ଛପର ଫାଡ଼ି ଦିଅନ୍ତି । ଠିକ୍ ସେହିପରି ସମ୍ପୃକ୍ତ ମହିଳା ୪…

ପ୍ରକାଶ ପାଇଲା +୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ: ଏମିତି କରନ୍ତୁ ଚେକ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରଗୀ ସମୀର ରଞ୍ଜନ ଦାଶଙ୍କ ଦ୍ୱାରା ଏହି ଫଳାଫଳ ଉନ୍ମୋଚିତ ହୋଇଛି । ବିଜ୍ଞାନରେ…

‘ମା’ର ଅଛି ଅନୈତିକ ସମ୍ପର୍କ’, ନିଜ ପୁଅ-ଝିଅଙ୍କ ସାଙ୍ଘାତିକ ଅଭିଯୋଗ ପରେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଆର ଚରିତ୍ରକୁ ନେଇ ପୁଅଝିଅ ଆଣିଲେ ସଙ୍ଗୀନ ଅଭିଯୋଗ । ଅନୈତିକ ସମ୍ପର୍କ ରଖୁଥିବା ନେଇ ମାଆ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୁଅଝିଅ । ଏଭଳି ଘଟଣା…

TELEGRAM ଲଞ୍ଚ କଲା ଏହି ନୂତନ ସୁବିଧା; ZOOM ଓ GOOGLE MEETକୁ ଦେବ କଡ଼ା ଟକ୍କର

ନୂଆଦିଲ୍ଳୀ: କରୋନା ସମୟରେ ଭିଡିଓ କଲ ମଣିଷ ଜୀବନର ଏକ ଅତ୍ୟାବଶ୍ୟକ ଜିନିଷ ପାଲଟି ଯାଇଛି । ଅଫିସ ମିଟିଂରୁ ଆରମ୍ଭ କରି ନିଜ ପ୍ରିୟଜନଙ୍କୁ ଭେଟିବା ସବୁକିଛି ଭର୍ଚୁଆଲି ହେଉଛି । ଏହପରି ସମୟରେ ZOOM ଓ GOOGLE MEET…

ଅଲିମ୍ପିକ ହକି କ୍ୱାର୍ଟରରେ ଭାରତୀୟ ମହିଳା; ଇତିହାସ ରଚିଲେ ବନ୍ଦନା

ନୂଆଦିଲ୍ଲୀ: ଅଲିମ୍ପିକ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ସମର୍ଥ ହୋଇଛି ରାଣୀ ରାମପାଲଙ୍କ ଭାରତୀୟ ଦଳ । ରାଣୀଙ୍କ ନେତୃତ୍ୱରେ ଭାରତୀୟ ଦଳ ଶନିବାର ଅନ୍ତିମ ଗ୍ରୁପ ମୁକାବିଲାରେ ସାଉଥ ଆଫ୍ରିକାକୁ ପରାସ୍ତ କରି…

ଗାଁରେ ଗୋଟିଏ ଘର, ପାହାଡ଼ କୋଳରେ ପ୍ରମିଳା; ହିଂସ୍ର ବନ୍ୟଜନ୍ତୁ ଏମିତିି କରୁଛନ୍ତି ସୁରକ୍ଷା

କୋରାପୁଟ(ଓଡ଼ିଶା ଭାସ୍କର): ପିଲାଦିନରୁ ଏଇ ପାହାଡ଼ କୋଳରେ ବଢ଼ିଛି । ଜଙ୍ଗଲ ଓ ଜୀବଜନ୍ତୁ ମତେ ସୁରକ୍ଷା ଦେଇ ଆସୁଛନ୍ତି । ଜୀବିକା ଯୋଗାଉଛି ଜଙ୍ଗଲ ଜମି । ଘର ପାଖ ଦେଇ ଯା’ଆସ କରୁଛନ୍ତି ହିଂସ୍ର ଜନ୍ତୁ । କିନ୍ତୁ ଆମର…

ଆସନ୍ତାକାଲି ଅଲଗା ରଙ୍ଗର ଦେଖାଯିବ ଶନି, ପୃଥିବୀର ଖୁବ୍ ପାଖରେ ଦୃଶ୍ୟମାନ ହେବ ରହସ୍ୟମୟୀ ଗ୍ରହ

ନୂଆଦିଲ୍ଲୀ: ଆପଣ ମାନେ ଜାଣିଥିବେ ଯେ, ଶନି ଗ୍ରହର ରହସ୍ୟ ଲୋକମାନଙ୍କୁ ସର୍ବଦା ନିଜ ଆଡ଼କୁ ଆକର୍ଷିତ କରିଥାଏ । ଗ୍ରହ ସମ୍ପର୍କରେ ଜାଣିବାକୁ ଚାହୁଁଥିବା ବ୍ୟକ୍ତି ମାନେ ଶନି ଗ୍ରହ ବିଷୟରେ ବିଭିନ୍ନ ତଥ୍ୟ ଖୋଜିଥାନ୍ତି…

ନାଟକ ନେଲା କାଳ: ଭଗତ ସିଂଙ୍କ ଭୂମିକାର ରିହର୍ସଲ କରୁଥିଲା ୧୦ ବର୍ଷର ଛାତ୍ର, ହଠାତ୍ ପାଦ ତଳୁ ଷ୍ଟୁଲ୍ ଖସିଗଲା, ଉଡ଼ିଗଲା ପ୍ରାଣ ବାୟୁ

ଲକ୍ଷ୍ନୌ: ଭଗତ ସିଂଙ୍କ ବଳିଦାନ ସର୍ବଦା ସ୍ମରଣୀୟ ରହିଛି ଆଉ ରହିଥିବ । ତେଣୁ ତାଙ୍କୁ ମନେ ରଖିବା ପାଇଁ ଦେଶବ୍ୟାପୀ ସମ୍ମାନୀତ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଉତ୍ତର ପ୍ରଦେଶରେ ଜଣେ ୧୦ ବର୍ଷର ଛାତ୍ର ଭଗତ ସିଂଙ୍କ…