fbpx
Browsing Category

Top Stories

‘ସିଦ୍ଧାର୍ଥ’ ନାଁର ଫେକ୍ ଆକାଉଣ୍ଟ କରି ଯୌନ ନିର୍ଯ୍ୟାତନାର ପ୍ଲାନ ଦେଉଥିଲେ ଯୁବତୀ

ଜଣେ ଯୁବତୀ ନିଜ ସ୍ନାପଚାଟରେ ଏକ ଫେକ୍ ପ୍ରୋଫାଇଲ୍ ସୃଷ୍ଟି କରି ନିଜର କ୍ଳାସମେଟ ବା ସହପାଠୀଙ୍କ ସହ ଯୌନ ନିର୍ଯ୍ୟାତନା ବିଷୟରେ କଥା ହୋଇଥିଲେ । ଏନେଇ ବୋଇସ୍ ଲକର ରୁମ୍ ଚାଟର ଯାଞ୍ଚ ପରେ ଖୁଲାସା ହୋଇଛି ।…

ଧାରଣାରୁ ଓହରିଲେ ନର୍ସ

ବ୍ରହ୍ମପୁର, ୧୧ା୫(ଓଡ଼ିଶା ଭାସ୍କର): ବ୍ରହ୍ମପୁର ଶୀତଳାପଲ୍ଲୀରେ ଥିବା କୋଭିଡ଼ ହସ୍ପିଟାଲରେ ନର୍ସମାନେ ଦେଇଥିବା ଧାରଣାରୁ ଓହରିଥିବା ନେଇ ସୂଚନା ମିଳିଛି । ଏହାସହ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡ଼ିକାଲର ନର୍ସମାନଙ୍କ…

ଚିକିତ୍ସା ସମୟରେ ଧୋକାରେ ମହିଳାଙ୍କୁ ଗର୍ଭବତୀ କରୁଥିଲା ଡାକ୍ତର, ୬୦ରୁ ଅଧିକ ଛୁଆର ବାପା

ନେଦରଲ୍ୟାଣ୍ଡର ରିଜସ୍ୱିକ ସହରରେ ଏକ ଫର୍ଟିଲିଟି ବା ପ୍ରଜନନ କ୍ଲିନିକ୍ ଚଳାଉଥିବା ଡାକ୍ତରଙ୍କ ବଡ ଠକେଇର ଖୁଲାସା ହୋଇଛି । ଯଦିଓ ଏହି ଘଟଣାର ଖୁଲାସା ୨୦୧୮ରେ ହୋଇଥିଲା, କିନ୍ତୁ ବର୍ତ୍ତମାନ ଜଣାପଡିଛି କି ଡାକ୍ତର ଜଣକ…

ଲକଡାଉନରେ ଓଜନ ବଢ଼ିବାକୁ ନେଇ ଆପଣ ଚିନ୍ତିତ ଅଛନ୍ତି କି? ତେବେ ନିଶ୍ଚିତ ଆପଣାନ୍ତୁ  ଏହି ୫ଟି ଉପାୟ

ଯେତେବେଳେ ଓଜନ କମେଇବାକୁ କଥା ଆସେ ଆପଣଙ୍କୁ ଆପଣଙ୍କ ଭୋଜନର ଥାଳିକୁ ମଧ୍ୟ ଛୋଟ କରିବାକୁ ପଡ଼ିଥାଏ । ତେଣୁ ସାଲାଡ୍, ଫଳ ଏବଂ ପନିପରିବାର ବ୍ୟବହାର କରିବା ନିତ୍ୟାନ୍ତ ଆବଶ୍ୟକ । ମହାମାରୀ କରୋନା ଭାଇରସ ପାଇଁ ଲୋକମାନେ…

ଟ୍ରେନ ପରେ ବିମାନ ସେବା ନେଇ ପ୍ରସ୍ତୁତି ଆରମ୍ଭ !

ନୂଆଦିଲ୍ଲୀ, ୧୧ା୫: ଟ୍ରେନ ପରେ ବିମାନ ସେବା ଚଳାଚଳ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ଗତକାଲି ଦିଲ୍ଲୀ ବିମାନବନ୍ଦରକୁ ବେସାମରିକ ବିମାନ ଚଳାଚଳ ସଚିବ ଯାଇଥିଲେ । ବିମାନ ସେବା…

ଚୀନକୁ ପୁଣି ଫେରିଲା କରୋନା, ଲଣ୍ଡ୍ରି ମାଧ୍ୟମରେ ବ୍ୟାପିଚାଲିଲା

ଚୀନରେ ସ୍ଥିତି ସୁଧାରିବା ପରେ ପୁଣି ଥରେ କରୋନା ସଙ୍କଟ ଫେରିଛି । ଋଷିଆର ସୀମା ନିକଟସ୍ଥ ଜିଲିନ୍ ପ୍ରାନ୍ତର ସୁଲାନ ସହରରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚୀନ୍ ସରକାର ବିଳମ୍ବ ନକରି ସହରରେ ଲକ୍-ଡାଉନ୍…

ନିଜ ଯୁଦ୍ଧ ଜାହାଜକୁ କ୍ଷେପଣାସ୍ତ୍ର ଛାଡିଲା ଇରାନ୍, ୪୦ରୁ ଅଧିକ ମୃତ୍ୟୁ ହୋଇଥିବା ଆଶଙ୍କା

ଇରାନ ନିଜ ଯୁଦ୍ଧ ଜାହାଜ ଉପରକୁ କ୍ଷେପଣାସ୍ତ୍ରରେ ଆକ୍ରମଣ କରିଛି, ଯେଉଁଥିରେ ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଡେଲି ମେଲର ରିପୋର୍ଟ ମୁତାବକ, ଇରାନ୍ ଭୁଲ ଭାବରେ ଓମାନ ସାଗରରେ ନିଜ ଯୁଦ୍ଧ…