Browsing Category
Top Stories
ଅଧିକ ସମୟ ମୋବାଇଲ୍ ଚଲାଇବା ଦ୍ୱାରା ହୋଇପାରେ ବ୍ରେନ୍ ଟ୍ୟୁମର୍, ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ
ନୂଆଦିଲ୍ଲୀ: କରୋନା କାଳରେ ଯୁବପିଢ଼ି ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ୍ ସହିତ ଅଧିକ ସମୟ ବିତାଉଛନ୍ତି । ହେଲେ ମୋବାଇଲ୍ ରେ ଅଧିକ ସମୟ ବିତାଇବା ଦ୍ୱାରା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ…
‘ଆହାର’ ପାଇଁ ଅଡୁଆ ଖୁଚୁରା? ଖାଦ୍ୟ ବଦଳରେ ମିଳିଲା ମାଡ଼
ବାଲେଶ୍ୱର(ଓଡ଼ିଶା ଭାସ୍କର): ଆହାର ମିଳିଲାନି ବରଂ ମୁଠେ ଖାଇବାକୁ ଯାଇ ମିଳିଲା ମାଡ଼ । ଭୋକର ଦାଉରେ ପୁଣି ମାଡ଼ର ଯନ୍ତ୍ରଣା । ଆଉ ଏହାରି ପଛରେ ଥିବା କାରଣ ହେଉଛି ଖୁଚୁରା । ଅଭିଯୋଗ ଅନୁସାରେ ଆହାର କେନ୍ଦ୍ର ନେଉନି…
ଟିକା ନେବା ପରେ ଦେଖାଦେଉଛି କି ଏହି ଲକ୍ଷଣ? ତୁରନ୍ତ କୋଭିଡ ସେଣ୍ଟରରେ କରନ୍ତୁ ରିପୋର୍ଟ…
ନୂଆଦିଲ୍ଲୀ: କରୋନା ସହ ଲଢ଼େଇ ପାଇଁ ଟିକାକୁ ଏକମାତ୍ର ଅସ୍ତ୍ରବୋଲି କୁହାଯାଇଛି । ବର୍ତ୍ତମାନ ସାରା ଭାରତରେ କୋଟି କୋଟି ଲୋକଙ୍କୁ କରୋନା ଟିକା ଦିଆଯାଇସାରିଲାଣି । ଅବଶ୍ୟ ଏବେବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ…
ପାୟଲ ରୋହତଗୀ ପୁଣି ଗିରଫ, ହତ୍ୟା ଧମକ ମହଙ୍ଗା ପଡ଼ିଲା
ମୁମ୍ବାଇ(ଓଡ଼ିଶା ଭାସ୍କର): ସର୍ବଦା ବିବାଦରେ ରହୁଥିବା ବଲିଉଡ୍ ଅଭିନେତ୍ରୀ ପାୟଲ ରୋହତଗୀ ଗିରଫ ହୋଇଛନ୍ତି । ନିଜ ସୋସାଇଟିର ଚେୟାରମ୍ୟାନଙ୍କୁ ହତ୍ୟା ଧମକ ଦେଇଥିବା କାରଣରୁ ପାୟଲଙ୍କୁ ପୋଲିସ୍ ଗିରଫ କରିଛି । ସୋସିଆଲ…
ମାତ୍ର ୯୯୯ ଟଙ୍କାରେ ବିମାନ ଯାତ୍ରା କରିବାର ସୁଯୋଗ, ସାଥିରେ ମିଳିବ ମାଗଣା ଫ୍ଲାଇଟ୍ ଭାଉଚର୍
ନୂଆଦିଲ୍ଲୀ : ଯଦି ଆପଣ ଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଖରେ ରହିଛି ସୁବର୍ଣ୍ଣ ସୁଯୋଗ ଯେଉଁଠାରେ ଆପଣ ଶସ୍ତାରେ ବିମାନ ଯାତ୍ରା କରିପାରିବେ । ତେବେ କରୋନା କାଳରେ ଏୟାରଲାଇନ୍ କମ୍ପାନୀଗୁଡିକ…
ଚିଙ୍ଗୁଡ଼ିଖୋଲରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ପାଳନ ହେଲା କୋଭିଡ୍ ନିୟମ
ବେଗୁନିଆପଡ଼ା(ଓଡ଼ିଶ। ଭାସ୍କର): ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଭାବ ଓ ଭକ୍ତିର ରହିଛି ଅଦ୍ଭୂତ ସମ୍ପର୍କ । କେତେକ ବିଶେଷ ଦିନ ବା ପର୍ବ ଅବସରରେ ଶ୍ରଦ୍ଧାଳୁମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନର ଆଶା ନେଇ ଅପେକ୍ଷାରତ…
ସମସ୍ତ ପେନସନଧାରୀଙ୍କ ପାଇଁ ଖୁସି ଖବର, ଏଣିକି ହ୍ୱାଟସଆପ୍, ଏସଏମଏସ୍ ଓ ଇ-ମେଲରେ ପାଇପାରିବେ ସମସ୍ତ ଅପଡେଟ୍
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । କର୍ମଚାରୀମାନେ ଆଉ ବାରମ୍ବାର ବ୍ୟାଙ୍କକୁ ଯିବା ଦରକାର ନାହିଁ । ଏଣିକି ନିଜ ଆକାଉଣ୍ଟର ସମସ୍ତ ବିବରଣୀ…
ନକଲି ଭ୍ୟାକ୍ସିନ୍ ର୍ୟାକେଟ: କିଙ୍ଗପିନଙ୍କ ସହିତ ଟିଏମ୍ସି ନେତାଙ୍କ ଫଟୋ ଭାଇରାଲ୍
କୋଲକାତା(ଓଡ଼ିଶା ଭାସ୍କର): ପଶ୍ଚିମବଙ୍ଗରେ ନକଲି ଟିକା ର୍ୟାକେଟ୍ ମାମଲାକୁ ନେଇ ଆଉ ଏକ ନୂତନ ତଥ୍ୟ ସାମ୍ନାକୁ ଆସିଛି । ନକଲି ଆଇଏଏସ ଅଫିସର ତଥା ନକଲି ଟିକାକରଣର ମୁଖ୍ୟ ଅଭିଯୁକ୍ତ ଦେବାଞ୍ଜନ ଦେବଙ୍କ ସହିତ ଏକାଧିକ…
ଅକ୍ସିଜେନ୍ ଅଡିଟ୍ ରିପୋର୍ଟକୁ ନେଇ ଦିଲ୍ଲୀ ସରକାରଙ୍କୁ ଘେରିଲେ ବିଜେପି, ସିସୋଦିୟା କହିଲେ, ‘ଏପରି କିଛି ରିପୋର୍ଟ ହିଁ ଆସିନି’
ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ଲହରରେ ଦିଲ୍ଲୀରେ ଦେଖାଦେଇଥିବା ଅକ୍ସିଜେନ୍ ସଙ୍କଟ ବିଷୟକୁ ଆଧାର କରି ସୁପ୍ରିମ୍ କୋର୍ଟର ଅଡିଟ୍ ପ୍ୟାନେଲ୍ ରିପୋର୍ଟକୁ ନେଇ ଆମ ଆଦମୀ ପାର୍ଟି ଏବଂ ବିଜେପି ମୁହାମୁହିଁ…
ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରେ ଇଡିର ଚଢ଼ାଉ
ନାଗପୁର: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ପଦ ଛାଡିବା ପରେ ବି ସମସ୍ୟା ବଢ଼ିବାରେ ଲାଗିଛି । ଯେବେଠାରୁ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନିଲ…