Browsing Category
Top Stories
ଟଳିପଡ଼ିଲେ ୬୫ ଜଣ, ଆକାଶରୁ ପଡ଼ିଲା ବଜ୍ର; ପ୍ରଧାନମନ୍ତ୍ରୀଙ୍କ ଶୋକ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତରେ ଉତ୍ତରପ୍ରଦେଶରେ ୩୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ରାଜସ୍ଥାନରେ ୨୦ଜଣ ଓ ମଧ୍ୟପ୍ରଦେଶରେ ୭ଜଣଙ୍କ…
ଗୋଟିଏ ଦିନରେ Google Payରୁ ଏତିକି ଟଙ୍କା ଟ୍ରାନ୍ସଫର କରିପାରିବେ ଆପଣ, ଜାଣନ୍ତୁ କେତେ
ନୂଆଦିଲ୍ଲୀ: ଦେଶରେ ଯେବେଠୋରୁ ନୋଟବନ୍ଦୀ ହୋଇଥିଲା, ସେବେଠାରୁ ଅଧିକାଂଶ ଲୋକେ ଡିଜିଟାଲ ପେମେଣ୍ଟକୁ ବିକଳ୍ପ ଭାବେ ଚୟନ କରିବା ଆରମ୍ଭ କରିଛନ୍ତି । ଅନ୍ୟପଟେ ଏବେ କରୋନା ସଂକ୍ରମଣ ଯୋଗୁଁ ଲୋକମାନେ ୟୁପିଆଇ ଜରିଆରେ…
କରୋନା କାଳରେ ୨୬,୮୦୦ କୋଟି ଟଙ୍କା ଫଣ୍ଡିଂ ଯୋଗାଡ କଲା ଫ୍ଲିପକାଟ୍, ଏତିକି ଅରବ ଡଲାରରେ ପହଞ୍ଚିଲା କମ୍ପାନୀର ଭେଲୁଏସନ
ନୂଆଦିଲ୍ଲୀ: ଲୋକପ୍ରିୟ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ୩.୬ ଅରବ୍ ଡଲାର୍ ଅର୍ଥାତ୍ ୨୬ହଜାର ୮୦୦ କୋଟି ଟଙ୍କା ପାଣ୍ଠି ସଂଗ୍ରହ କରିଛି । ଆଉ ଏହି ଫଣ୍ଡିଂ ପରେ କମ୍ପାନୀର ଭେଲୁଏସନ୍ ୩୭.୬ ଅରବ୍ ଡଲାର୍ ହୋଇଯାଇଛି ।…
ବଡ଼ ଷଡ଼ଯନ୍ତ୍ର! ଆତଙ୍କବାଦୀଙ୍କ ପାଖରୁ ମିଳିଲା କାଶୀ, ମଥୁରାର ନକ୍ସା, ୩୦୦୦ ଟଙ୍କାରେ ପ୍ରସ୍ତୁତ କରିଥିଲେ କୁକର୍ ବମ୍
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପୋଲିସକୁ ଆତଙ୍କବାଦୀଙ୍କ ବିରୋଧରେ ବଡ଼ ସଫଳତା ମିଳିଛି । ରବିବାର ଦିନ ଲଖନଉରୁ ଯେଉଁ ୨ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା, ସେମାନଙ୍କ ପାଖରୁ ଉତ୍ତରପ୍ରଦେଶରେ ଥିବା ଅନେକ ସହରର ନକ୍ସା…
ଦାଶିଆ ଅଜା: ପାଠାଗାର ଆନ୍ଦୋଳନର ପୁରୋଧାଙ୍କୁ ଝୁରୁଛି ଓଡ଼ିଶା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେ ଥିଲେ ପାଠାଗାର ଆନ୍ଦୋଳନର ଆଦ୍ୟ ଜନକ । ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଚାଲୁଥିବା ଦାଶିଆ ଅଜାଙ୍କ ଜୀବନ ଖୁବ୍ ସାଧାସିଧା ଥିଲା । ହସି ହସି ଘୂରି ବୁଲୁଥିଲେ ସାରା ଓଡ଼ିଶା । ବାଣ୍ଟୁଥିଲେ…
କରୋନା ଭ୍ୟାକ୍ସିନ୍ ନେବାର ତିନି ଦିନ ପର୍ଯ୍ୟନ୍ତ ସେକ୍ସ ମନା, ଜାଣନ୍ତୁ କାହିଁକି ଏପରି କହିଲେ ଡାକ୍ତର
ନୂଆଦିଲ୍ଲୀ: ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତୃତୀୟ ଲହରର ଆଶଙ୍କା ମଧ୍ୟରେ ଜନସାଧାରଣ ରହିଛନ୍ତି । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଚାରିଆଡ଼େ ଏବେ ଟିକାକରଣ ପ୍ରକ୍ରିୟା ଜୋରସୋରରେ ଆଗେଇ…
ରାଜନୀତିକୁ ସବୁଦିନ ପାଇଁ ବାଏ ବାଏ କଲେ ରଜନୀକାନ୍ତ, କହିଲେ- ‘ଭବିଷ୍ୟତରେ ଏଥିରେ ଆଉ ପାଦ ରଖିବେନି’
ନୂଆଦିଲ୍ଲୀ: ସୁପରଷ୍ଟାର ଅଭିନେତା ରଜନୀକାନ୍ତ ସୋମବାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ସେ ସବୁ ଦିନ ପାଇଁ ରାଜନୀତି ଛାଡିଛନ୍ତି । ତେଣୁ କରି ସେ ନିଜର ପାର୍ଟି ରଜନୀ ମକ୍କଳ ମନ୍ଦ୍ରମ୍…
ଧର୍ମଶାଳା ଓ ଜମ୍ମୁରେ ବାଦଲଫଟା ବର୍ଷା, ରାସ୍ତାରେ ଭାସିଲା କାର୍ ଓ ଘରେ ପଶିଲା ପାଣି
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଧର୍ମଶାଳାରେ ଓ ଜମ୍ମୁ-କଶ୍ମୀରରେ ଗାନ୍ଦରବଲ୍ ଅଞ୍ଚଳରେ ବାଦଲ ଫଟା ବର୍ଷା କାରଣରୁ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଲୋକଙ୍କ ଘରେ…
ବନ୍ଧଡିହ ସରପଞ୍ଚଙ୍କୁ ଟିକେ ନିଶା ଲୋଡ଼ା… ଖୋଲାଖୋଲି ପିଉଛନ୍ତି, ଭିଡିଓ ଭାଇରାଲ୍
ଯାଜପୁର(ଓଡ଼ିଶା ଭାସ୍କର): ପଞ୍ଚାୟତିରାଜର ସବୁଠୁ ବଳିଷ୍ଠ ପଦବୀ ହେଉଛି ସରପଞ୍ଚ । ଜଣେ ଦକ୍ଷ ସରପଞ୍ଚ ଚାହିଲେ ତାଙ୍କ ପଞ୍ଚାୟତକୁ ବେଶ୍ ସମୃଦ୍ଧ ଆଉ ସୁନ୍ଦର କରି ଗଢ଼ି ତୋଳିପାରିବେ । କିନ୍ତୁ ନିଜେ ସରପଞ୍ଚ ଯଦି ନିଶାରେ…
କଂଗ୍ରେସକୁ ଆଉ ଏକ ଝଟକା! ଟିଏମସିରେ ସାମିଲ ହେବେ ଶତ୍ରୁଘ୍ନ ସିହ୍ନା
ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିକୁ ଆଉ ଏକ ଜୋରଦାର ଝଟକା ଲାଗିବାକୁ ଯାଉଛି । କଂଗ୍ରେସ ନେତା ବା ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନା ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ସାମିଲ ହୋଇପାରନ୍ତି । ଟିଏମସି…