Browsing Category

Top Stories

ଏମଭି ଏକ୍ସ-ପ୍ରେସ୍ ପର୍ଲ କଣ୍ଟେନର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ନେଇ ଅବଗତ କଲେ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ହାଇ କମିଶନର

କଲମ୍ବୋ: ଏମଭି ଏକ୍ସ-ପ୍ରେସ୍ ପର୍ଲ କଣ୍ଟେନରର ନିଆଁ ଲିଭା ଯିବା ସହ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ଉଭୟ ଭାରତ ଓ ଶ୍ରୀଲଙ୍କାର ତଟରକ୍ଷୀ ବାହିନୀଙ୍କ ସାହସିକତାପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି…

ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଓସାମା ବିନ୍ ଲାଡେନର ଅନ୍ତିମ ଇଚ୍ଛା କ’ଣ ଥିଲା, ଆସନ୍ତୁ ଜାଣିବା

ଏକ ସମୟରେ ସମଗ୍ର ବିଶ୍ୱରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା ଭୟଙ୍କର ଆତଙ୍କବାଦୀ ଓସାମା ବିନ୍ ଲାଡେନ୍ । ଏପରିକି ଲାଡେନ ବିଶ୍ୱର କ୍ଷମତାଶାଳୀ ରାଷ୍ଟ୍ର ଆମେରିକାକୁ ମଧ୍ୟ ଅଡ଼ୁଆରେ ପକାଇଥିଲା । ତେଣୁ ବାଧ୍ୟ ହୋଇ…

ବାତ୍ୟା ଯୋଗୁଁ ଯାଜପୁରର ୩ ବ୍ଲକରେ ପଶିଲା ବନ୍ୟାପାଣି

ଯାଜପୁର(ଓଡିଶା ଭାସ୍କର): ବୈତରଣୀ ନଦୀରେ ବନ୍ୟା ଯୋଗୁଁ ଯାଜପୁର ଜିଲ୍ଲା ବେଶ ପ୍ରଭାବିତ ହୋଇଛି । ଯାଜପୁର ଓ ଦଶରଥପୁର ବ୍ଲକର ତଳିଆ ଅଞ୍ଚଳରେ ପାଣି ପଶିଥିବା କୋରାଇ ବ୍ଲକର ମୁକୁନ୍ଦପୁର ଓ ବନ୍ଦାଳ ପଞ୍ଚାୟତରେ ପଶିଛି…

ଓଡିଶାରେ ଆଜି ୭,୨୧୬ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ଏବେ ଆଗ ଅପେକ୍ଷା ହ୍ରାସ ପାଇଛି । ଗତ ୨୪ ଘଣ୍ଟା ରାଜ୍ୟରେ ୭ ହଜାର ୨୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪ ହଜାର…

କରୋନା ଭ୍ୟାକ୍ସିନକୁ ନେଇ ଉଠିଲା ପ୍ରଶ୍ନ: ଦୁଇଟି ଯାକ ଡୋଜ୍ ନେବା ପରେ ବି ଲୋକମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି, ଏହା ପଛର କାରଣ କ’ଣ ହୋଇପାରେ

ନୂଆଦିଲ୍ଲୀ: ଦେଶରେ କରୋନା ବହୁଦିନ ଧରି ନିଜର ଆସ୍ଥାନ ଜମାଇ ସାରିଲାଣି । ଦେଶରେ ବର୍ତ୍ତମାନ ଟିକାକରଣ ଜାରି ରହିଥିବା ବେଳେ ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମନାକୁ ଆସିଛି । କିଛି ଲୋକ ଭ୍ୟାକ୍ସିନର ଦୁଇଟି…

ହକିରେ ସାଗରଙ୍କୁ ପିଟୁଥିଲେ ରେସଲର ସୁଶୀଲ: ସାମ୍ନାକୁ ଆସିଲା ସେହି ରାତିର ଲୋମଟାଙ୍କୁରା ଭିଡିଓ, ସୋସିଆଲ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ: ଛତ୍ରସାଲ ଷ୍ଟାଡିୟମରେ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ମାରପିଟ୍ କରୁଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଭିଠିଓରେ…

କରୋନା ଟିକାକୁ ଡର: ଡାକ୍ତରଙ୍କୁ ଦେଖି ଭୟରେ ନଦୀକୁ ଡେଇଁଲେ ଗ୍ରାମବାସୀ, ଜାଣନ୍ତୁ ତା’ପରେ କ’ଣ ହେଲା

ନୂଆଦିଲ୍ଲୀ: ଦେଶରେ କରୋନାର ପ୍ରକୋପ ଜାରି ରହିଥିବାରୁ ବର୍ତ୍ତମାନ ଚାରିଆଡ଼େ ଟିକାକରଣ ଚାଲିଛି । ସରକାର ସମସ୍ତ ରାଜ୍ୟକୁ ଆବଶ୍ୟକ ମୁତାବକ ଟିକା ଠିକଭାବେ ଯୋଗାଇ ପାରୁନାହାନ୍ତି । ଟିକା ପାଇଁ ଲୋକମାନେ ବ୍ୟାକୁଳ…

କରୋନା ମୃତ୍ୟୁସଂଖ୍ୟା ୩୫ ଲକ୍ଷ ୨୪ ହଜାର ଟପିଲା

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୫ ଲକ୍ଷ ୨୪ ହଜାର ୪୯୦ ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ କୋଟି ୯୬ ଲକ୍ଷ ୧୫…

ଅନ୍ତିମ ସଂସ୍କାରର ୧୦ ଦିନ ପରେ ଜୀବନ୍ତ ଫେରିଲେ ସ୍ୱାମୀ, କାରଣ ଜାଣି ସମସ୍ତେ ଆଶ୍ଚର୍ଯ୍ୟ

ରାଜସ୍ଥାନ: ସରିଥିଲା ଅନ୍ତିମ ସଂସ୍କାର, ଶୋକରେ ଥିଲେ ପରିବାର । କିନ୍ତୁ ଅନ୍ତିମ ସଂସ୍କାର ୧୦ ଦିନ ପରେ ଘରକୁ ଫେରିଥିଲେ ସ୍ୱାମୀ, ଯାହାଙ୍କୁ ଦେଖି ସମସ୍ତେ ଚକିତ ହୋଇପଡିଥିଲେ । ଏଭଳି ଘଟଣା ରାଜସ୍ଥାନର ରାଜସମନ୍ଦ…

ଖୁସି ଖବର: ଓଡ଼ିଶାରୁ ଆଜି ୧୧, ୫୫୧ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧ ହଜାର ୫୫୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…