Browsing Category
Top Stories
ଏକାଠି ହେବେ ବିଜେପି-ଶିବସେନା!; ଅମୀର-କିରଣ ଉପାଖ୍ୟାନ ଦେଲେ ସଞ୍ଜୟ
ମୁମ୍ବାଇ: ପୁଣି ଥରେ ମହାରାଷ୍ଟ୍ରରେ ଏକାଠି ହୋଇ ପାରନ୍ତି ବିଜେପି ଓ ଶିବସେନା । ଆସନ ଆବଣ୍ଟନକୁ ନେଇ ଉଭୟ ଦଳ ପରସ୍ପର ଠାରୁ ଅଲଗା ହୋଇଥିବା ବେଳେ କଂଗ୍ରେସ ଓ ଏନସିପି ସହିତ ମିଶି ସରକାର ଗଠନ କରିଥିଲା ଶିବସେନା ।…
ଜିଓ ଗ୍ରାହକଙ୍କ ପାଇଁ ବଡ଼ ଖୁସିଖବର: ଏଣିକି ଜରୁରୀକାଳୀନ ବ୍ୟବହାର ପାଇଁ ଆଣିପାରିବେ ଡାଟା ଲୋନ୍
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଗ୍ରାହକମାନଙ୍କ ପାଇଁ ଆସିଛି ବଡ଼ ଖୁସି ଖବର । ଏଣିକି ଜିଓର ପ୍ରିପେଡ଼ ଗ୍ରାହକମାନେ ଡାଟା ଲିମିଡ ଶେଷ ହେବା ପରେ କମ୍ପାନୀଠାରୁ ଏମରଜେନ୍ସି ଡେଟା ଲୋନ୍ ଆଣିପାରିବେ । ଦେଶରେ ପ୍ରଥମଥର କୌଣସି…
ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଛି ଜଗନ୍ନାଥ! ଚିଠି ଓ ବୟାନରୁ ମିଳିଲା ଖିଅ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁ ଚର୍ଚ୍ଚିତ ଭୀମଟାଙ୍ଗି ପ୍ରିୟଦର୍ଶିନୀ ମର୍ଡର୍ ମିଷ୍ଟ୍ରିର ଆଉକିଛି ଗୁମର ଖୋଲିଛି । ସେହି ଏକାଘରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିବା ଅଜଣା ବ୍ୟକ୍ତିଙ୍କ ମିଳିଛି ପରିଚୟ । ସେ…
ଜମ୍ମୁ ବାୟୁସେନା ଷ୍ଟେସନରେ ହୋଇଥିବା ଆଇଇଡି ହମଲାରେ ବ୍ୟବହାର ହୋଇଥିଲା ଆରଡ଼ିଏକ୍ସ ଓ ନାଇଟ୍ରେଟ: ଫରେନସିକ ରିପୋର୍ଟ
ଶ୍ରୀନଗର: ଜମ୍ମୁ ବିମାନବନ୍ଦର ପରିସରରେ ଥିବା ବାୟୁସେନା ଷ୍ଟେସନରେ ଡ୍ରୋନ୍ ହମଲାରେ ବ୍ୟବହାର ହୋଇଥିବା ଆଇଇଡି, ଆରଡ଼ିଏକ୍ସ ଓ ନାଇଟ୍ରେଟ ଦ୍ୱାରା ତିଆରି କରାଯାଇଥିଲା । ଏନେଇ ଆଜି ଡ୍ରୋନ ହମଲା ଯାଞ୍ଚ କରୁଥିବା…
ଖୁସି ଖବର: ଓଡ଼ିଶାରୁ ଆଜି ୩ ହଜାର ୩୨୬ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩ ହଜାର ୩୨୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…
୪୦ ଫୁଟ କୂଅରୁ ଜୀବନ୍ତ ଉଦ୍ଧାର ହେଲା ଯୁବକ
ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଆଉ ଥରେ ସାହସ ଓ ସଫଳତାର ପରାକାଷ୍ଠା ଦେଖାଇଛି ରାଜ୍ୟ ଅଗ୍ନିଶମ ବିଭାଗ । ୪୦ ଫୁଟର କୂଅରେ ପଡି ଯାଇଥିବା ଜଣେ ଯୁବକଙ୍କୁ ଜୀବନ୍ତ ଉଦ୍ଧାର କରିବାରେ ସକ୍ଷମ ହୋଇଛି ଅଗ୍ନିଶମ ବିଭାଗ ।…
ହଙ୍ଗାମା-୨ର ‘ଚୁରା କେ ଦିଲ୍ ମେରା’ ଗୀତର ରିଲିଜ୍ ହେଲା ଟିଜର୍, ଦେଖନ୍ତୁ ଭିଡିଓ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଠୀ ନିଜର କ୍ୟାରିୟର୍ ଆରମ୍ଭରୁ କରିଥିବା ଗୀତ "ଚୁରା କେ ଦିଲ୍ ମେରା" ପାଇଁ ଆଜିବି ତାଙ୍କୁ ପସନ୍ଦ କରାଯାଉଛି । ତେବେ କିଛି ବର୍ଷର ବିରତି ପରେ ସେ ପୁଣି ଥରେ ସ୍କ୍ରିନ୍ କୁ…
୪୮ ଘଣ୍ଟାରେ ହୋଇପାରେ ମୋଦୀ କ୍ୟାବିନେଟର ସଂପ୍ରସାରଣ, ସାମିଲ ହେବେ ୧୭ ରୁ ୨୨ ନୂତନ ଚେହେରା, ଏହି ନେତାଙ୍କୁ ମିଳିପାରେ ମନ୍ତ୍ରୀପଦ
ନୂଆଦିଲ୍ଲୀ : ମୋଦୀ ସରକାର ଦ୍ଵିତୀୟ ପାଳିରେ ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣ ନେଇ ଜାତୀୟ ରାଜନୀତି ସରଗରମ। କାହାକୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ ଏବଂ କିଏ ବାଦ୍ ପଡିବ ତାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି।…
ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରନ୍ତୁ ସୂଚନା ଅଧିକାରୀ
ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ବୈଷୟିକ ଜ୍ଞାନକୌଶଳର ବିକାଶ ସହ ତାଳ ଦେଇ ସୂଚନା ଅଧିକାରୀମାନେ ନିଜକୁ ପ୍ରସ୍ତୁତ କରି ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଉପଯୁକ୍ତ ସୂଚନା ପ୍ରଦାନ କରିବା ପାଇଁ ସୂଚନା ଓ ଲୋକସଂପର୍କ…
କଟକଣା ମାନୁନାହାନ୍ତି; ବିୟୁଟି ପାର୍ଲର ସିଲ୍ କଲା ବିଏମସି
ଭୁବନେଶ୍ୱର (ଓଡ଼ିଶା ଭାସ୍କର) : କରୋନା କଟକଣା ଉଲ୍ଲଂଘନ କାରଣରୁ ବିଏମସି ପକ୍ଷରୁ ବିୟୁଟି ପାର୍ଲର ଓ ଦୋକାନ ଗୁଡିକୁ ସିଲ୍ କରି ଦିଆଯାଇଛି । ରାଜଧାନୀର କଳିଙ୍ଗ ନଗର ଓ ସିଆରପି ସ୍କେ୍ୱୟାର ଅଞ୍ଚଳରେ ବିଭିନ୍ନ ବିୟୁଟି…