fbpx
Browsing Category

Top Stories

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି କି, ଖାଆନ୍ତୁ ଏହି ଖାଦ୍ୟ

ବତ୍ତର୍ମାନ ପରିସ୍ଥିତିରେ କରୋନା ମୁକାବିଲା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ନିହାତି ଆବଶ୍ୟକ । କରୋନା ନେଇ ସାରା ବିଶ୍ୱ ଚିନ୍ତିତ ଅବସ୍ଥାରେ ରହିଛି । ତେଣୁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଥିଲେ…

ମୋଦିଙ୍କ ଦୀପ ଜଳାଇବାକୁ ନେଇ ଏପରି କହିଲେ ଦିଦି

ନୂଆଦିଲ୍ଲୀ, ୫ା୪: ଘରର ଲାଇଟ ବନ୍ଦ କରି ଦୀପ, ମହମବତୀ ତଥା ମୋବାଇଲ ଲାଇଟ ଜଳାଇବାକୁ ନେଇ ଅନେକ ମୋଦିଙ୍କୁ  ସମାଲୋଚନା କରୁଥିବା ଦେଖିବାକୁ ମିଳିଛି। ଏହି ସୁଅରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ…

ଭାରତରେ ୭୫ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ, ୫ା୪: ସାରା ବିଶ୍ୱରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି । ଏହାସହ…

ବିଶ୍ୱରେ ପ୍ରଥମ କରୋନା ଭାଇରସ୍ ସଂକ୍ରମିତ ରୋଗୀ ଏବେ ସୁସ୍ଥ

ଏକଥା ସମସ୍ତେ ଜାଣନ୍ତି ଯେ ମାହାମାରୀ କରୋନା ପ୍ରଥମେ ଚୀନର ଉହାନ ସହରରୁ ହିଁ ଉତ୍ପନ୍ନ ହୋଇଥିଲା ।ଏବଂ ଗବେଷକଙ୍କ ଅନୁଯାୟୀ ଏହା ଉହାନର ମାଛମାର୍କେଟରୁ ହିଁ ସଂକ୍ରମିତ ହୋଇଥିଲା । ଉହାନର ମାଛ ମାର୍କେଟରେ ରେ ବ୍ୟବସାୟ…

ଆଜି କିପରି ବିତିବ ଆପଣଙ୍କ ଦିନ (ରବିବାର, ଏପ୍ରିଲ ୦୫/୨୦୨୦)

ମେଷ - ଶୁଭଚନ୍ଦ୍ର ଚଳନ ହେତୁ ମାନସିକ ପ୍ରଫୁଲତା, ଶତୃଦମନ, ମାଙ୍ଗଳିକ କାର୍ଯ୍ୟରେ ସଫଳତା । କର୍ମ କ୍ଷେତ୍ରରେ ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ । ସାଂସାରିକ ଜୀବନ ସୁଖରେ କଟିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହିତ…

ଆସନ୍ତାକାଲି ରାତି ୯ଟାରେ ୯ ମିନିଟ୍ ପାଇଁ ବ୍ଲାକ୍ଆଉଟ୍, ଦେଖାଦେଇପାରେ ପାୱାରଗ୍ରୀଡ଼୍ ସମସ୍ୟା

ନୂଆଦିଲ୍ଲୀ / ଭୁବନେଶ୍ୱର, ୪ା୪ : ରବିବାର ରାତି ୯ଟାରେ ସମସ୍ତ ଦେଶବାସୀ ନିଜ ଘର କବାଟ କିମ୍ବା ବାଲ୍କୋନିରେ ଠିଆ ହୋଇ ନିଜ ନିଜ ଘରର ଲାଇଟ୍୍ ବନ୍ଦ କରି ୯ ମିନିଟ୍ ପାଇଁ ଦୀପ, ମହମବତୀ, ଟର୍ଚ୍ଚ ଲାଇଟ୍ ଓ ମୋବାଇଲ୍…

ଲକ୍-ଡାଉନରେ ରାସ୍ତାରେ ବୁଲୁଥିଲା ହାତୀ, ଦେଖିବା ମାତ୍ରେ ଦୌଡି ପଳାଇଲା ବାଇକ୍ ଚାଳକ

କରୋନା ଭାଇରସକୁ ରୋକିବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଲାଗୁହୋଇଛି । ଏନେଇ ଲୋକମାନେ ନିଜ ଘରେ ବନ୍ଦୀ ହୋଇ ରହିଛନ୍ତି । ଯେଉଁଠାରେ ପୂର୍ବରୁ ଭିଡ ଦେଖିବାକୁ ମିଳୁଥିଲା, ଆଜି ସେହି ଜାଗା ଖାଁ ଖାଁ ହୋଇଯାଇଛି । ଏହି ଲକ…

ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି

କଳାହାଣ୍ଡି, ୪ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଏକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । ସେହି ୨୯ ବର୍ଷିୟ ଯୁବକ କଳାହାଣ୍ଡିର ବୋଲି ଜଣାପଡ଼ିଛି ।…

ସୂର୍ଯନଗର ଓ ବମିଖାଲ କରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ଲିଙ୍କ

ଭୁବନେଶ୍ୱର , ୪ା୪(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ଗତକାଲି ୧୫ଜଣ କରୋନାରେ ଆକ୍ରାନ୍ତ ଥିବା ନେଇ ସୂଚନା ମିଳିଥିଲା । ପୂର୍ବରୁ ପ୍ରଥମ ପଜିଟିଭ ମାର୍ଚ୍ଚ୧୫, ଦ୍ୱିତୀୟ କରୋନା ପଜିଟିଭ୍…