fbpx
Browsing Category

Top Stories

କରୋନା ମୃତ୍ୟୁରେ ଚୀନକୁ ଟପିଲା ଇଟାଲି, ଗୋଟିଏ ଦିନରେ ୬୨୭ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୨୧ ।୩: କରୋନା ଭାଇରସ୍ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି । ବିଶ୍ୱରେ ମୃତ୍ୟୁ ସଂଖ୍ୟା ୧୧,୩୯୭କୁ ପହଞ୍ଚିଛି । ଅନ୍ୟପଟେ କରୋନା ମୃତ୍ୟୁରେ ଚୀନକୁ ଟପିଛି ଇଟାଲି । ଗୋଟିଏ ଦିନରେ ଇଟାଲିରେ…

ଆଜିଠାରୁ ଅଡ-ଇଭିନ୍ ଫର୍ମୁଲା ଲାଗୁ

ଭୁବନେଶ୍ୱର,୨୧ ।୩(ଓଡିଶା ଭାସ୍କର): ଆଜିଠାରୁ କଟକ-ଭୁବନେଶ୍ୱରରେ ଅଡ-ଇଭିନ୍ ଫର୍ମୁଲା ଲାଗୁ ହୋଇଛି । ଏହା ସହ ଝାରସୁଗୁଡାରେ ମଧ୍ୟ ଏହି ଫର୍ମୁଲା ଲାଗୁ ହୋଇଥିବା ଜଣାପଡିଛି । ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥାରେ ଅଡ…

କରୋନା ଯୁଦ୍ଧ: ୨୨ ମାର୍ଚ୍ଚରେ ଜନତା କର୍ଫ୍ୟୁ ସହ ଟ୍ରେନ୍ ବନ୍ଦୀ, ଚାଲିବ ନାହିଁ ୩୭୦୦ ଟ୍ରେନ୍

ନୂଆଦିଲ୍ଲୀ,୨୦ ।୩: ଦେଶରେ କରୋନା ଭାଇରସକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଗୁରୁବାର ଦିନ ଦେଶକୁ ସମ୍ବୋଧିତ କରିବା ସହ ୨୨ ମାର୍ଚ୍ଚରେ ଜନତା କର୍ଫ୍ୟୁ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି । ରବିବାର…

ରାଷ୍ଟ୍ରପତି ଭବନରେ ପହଞ୍ଚିଲା କରୋନା ଭୟ, ମେଡିକାଲ ଚେକଅପ୍ କରାଇବେ ରାମନାଥ କୋବିନ୍ଦ

ନୂଆଦିଲ୍ଲୀ,୨୦ ।୩: ଦେଶରେ କରୋନା ଭାଇରସ୍ ଦିନକୁ ଦିନ ବଢିଚାଲିଛି । ଏହାରି ମଧ୍ୟରେ କରୋନା ଭାଇରସର ଭୟ ରାଷ୍ଟ୍ରପତି ଭବନରେ ପହଞ୍ଚିଛି । ସୂଚନା ମୁତାବକ, ଖୁବଶୀଘ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମେଡିକାଲ ଯାଞ୍ଚ…

ଆସନ୍ତାକାଲିଠାରୁ ରାଜଧାନୀରେ ଅଡ଼୍-ଇଭିନ ଫର୍ମୁଲା

ଭୁବନେଶ୍ୱର, ୨୦ା୩(ଓଡ଼ିଶା ଭାସ୍କର): ଆସନ୍ତାକାଲିଠାରୁ ରାଜଧାନୀ ଭୁବନେଶ୍ୱରରେ ଲାଗୁ ହେବ ଅଡ଼ ଇଭିନ ଫର୍ମୁଲା । ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ପାଇଁ ଏହି ନିୟମ ଲାଗୁ ହେବ । ଅଯୁଗ୍ମ ତାରିଖରେ ଅଯୁଗ୍ମ ନମ୍ବର ଗାଡ଼ି…

କରୋନା ବୈଠକ: ମୋଦିଙ୍କ ନିକଟରେ ନବୀନଙ୍କ ପ୍ରସ୍ତାବ

ଭୁବନେଶ୍ୱର, ୨୦ା୩(ଓଡ଼ିଶା ଭାସ୍କର): ଆଜି କରୋନା ନେଇ ହୋଇଥିବା ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଭିଡ଼ିିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ରଖିଛନ୍ତି । ସେଥିରେ ପରୀକ୍ଷଣ…

ଆସନ୍ତା ରବିବାର ସାରା ରାଜ୍ୟରେ ବନ୍ଦ ରହିବ ବସ୍ ଚଳାଚଳ, ଅଟୋ ବନ୍ଦ ନେଇ ଖୁବଶୀଘ୍ର ନିଷ୍ପତ୍ତି

ଭୁବନେଶ୍ୱର, ୨୦ା୩(ଓଡ଼ିଶା ଭାସ୍କର): ଆସନ୍ତା ୨୨ତାରିଖ ଦିନ ସାରା ଦେଶରେ ଜନତା କର୍ଫ୍ୟୁ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି । ଜନସାଧାରଣଙ୍କ…

କରୋନା ଭାଇରସ୍: ରେସ୍ତୋରାଁ, ବାର୍, କ୍ୟାଣ୍ଟିନ୍ ବନ୍ଦ୍

ଭୁବନେଶ୍ୱର, ୨୦ା୩(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣାକୁ ବଢ଼େଇ ଦିଆଯାଇଛି । ଏନେଇ ସବୁ ରେସ୍ତୋରାଂ, ବାର୍, କ୍ୟାଣ୍ଟିନ୍, ଟିଫିନ୍ ସେଣ୍ଟର ବନ୍ଦ ରହିବ । ହୋଟେଲ ଗ୍ରାହକଙ୍କୁ ଖାଦ୍ୟ…

କରୋନା ଭାଇରସ୍, ୪ସହର ବନ୍ଦ୍

ମହାରାଷ୍ଟ୍ର, ୨୦ା୩: କରୋନା ଭାଇରସ୍ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଏହାରି ମଧ୍ୟରେ ୪ ସହରରେ ୩୧ମାର୍ଚ୍ଚ ଯାଏଁ ସମସ୍ତ ସେବାକୁ ବନ୍ଦ କରାଯାଇଛି । କରୋନା ସଂକ୍ରମଣ ରୋକିବାକୁ ୪ସହରରେ ସେବା ବନ୍ଦ…