fbpx
Browsing Category

Top Stories

କରୋନରୁ ମୁକ୍ତି ପାଇବା ପାଇଁ ଗୋ-ମୂତ୍ର ପାର୍ଟି

ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ମଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ନିଜର ବିବାଦୀୟ ବୟାନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି । ସାବରକର, ଜେଏନୟୁ ଓ ରାହୁଲ ଗାନ୍ଧୀଙ୍କ ଉପରେ ତାଙ୍କର ବହୁ ବିବାଦୀୟ ବୟାନ…

ଗାନ୍ଧୀ ମାର୍ଗରେ ଧାରଣା ବନ୍ଦ୍

ଭୁବନେଶ୍ୱର, ୧୩ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ଗାନ୍ଧୀ ମାର୍ଗରେ ଧାରଣାକୁ ବନ୍ଦ କରାଯାଇଛି । କମିଶନରେଟ୍ ପୋଲିସ ରଦ୍ଦ କରିଛି ଧାରଣା । ଏହାସହ ଟ୍ୱିନସିଟିରେ ସବୁ ସଭା ସମିତି ବନ୍ଦ ପାଇଁ ପୋଲିସ ଆହ୍ୱାନ କରିଛି ।…

ଜେଲରେ କଏଦୀଙ୍କ ଟିକଟକ୍ ଭିଡିଓ, ଫେସବୁକରେ ଭାଇରାଲ

ଯେଉଁ ଜେଲରେ କଏଦୀଙ୍କୁ କିଛି ବି ନେବାକୁ ନିଷେଧ ହୋଇଥାଏ, ସେଠାରେ ହତ୍ୟା ମାମଲାରେ ଦଣ୍ଡିତ ହୋଇଥିବା କଏଦୀମାନେ ଟିକଟକ୍ ଭିଡିଓ କରି ନିଜ ଫେସବୁକରେ ଅପଲୋଡ କରୁଛନ୍ତି । ଏଭଳି ଏକ ସମ୍ବେଦନଶୀଳ ମାମଲା ରାଜସ୍ଥାନର…

କରୋନାରୁ ବିନାଶ: ଇରାନରେ ଖୋଳାଯାଉଛି ଶହ ଶହ କବର । ଶବ ଉପରେ ଢଳାଯାଉଛି ଚୂନ, ଦେଖନ୍ତୁ ଭିଡିଓ

ଇରାନରେ କରୋନା ଭାଇରସରେ ୧୦,୦୭୫ ଲୋକ ସଂକ୍ରମିତ ହୋଇଥିବା ବେଳେ ୪୨୯ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦେଶର ସବୁଠାରୁ କରୋନା ପ୍ରଭାବିତ ଅଞ୍ଚଳ ହେଉଛି କୋମ ସହର । ଏହି ସହରରେ ଚୁପଚାପ୍ ଭାବେ ଶହ ଶହ କବର ଖୋଳାଚାଲିଛି ।…

କରୋନା ଭାଇରସ୍, ସବୁ ଡାକ୍ତରଖାନାରେ କରୋନା ସନ୍ଦିଗ୍ଧଙ୍କ ସ୍କ୍ରିନିଂ ପାଇଁ ବ୍ୟବସ୍ଥା

ଭୁବନେଶ୍ୱର, ୧୩ା୩(ଓଡ଼ିଶା ଭାସ୍କର): କରୋନା ଭାଇରସ ଦିନକୁ ଦିନ ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସବୁ ଡାକ୍ତରଖାନାରେ କରୋନା…

ହାର୍ଟ ଆଟାକରେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ

ମୁମ୍ବାଇ,୧୩ ।୩: ଉତ୍ତରାଖଣ୍ଡୀ ଗୀତ ଓ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ରୀନା ରାୱତଙ୍କ ଗୁରୁବାର ଦିନ ହାର୍ଟ ଆଟାକରେ ଅଚାନକ୍ ମୃତ୍ୟୁ ଘଟିଛି । ‘ପୁଷ୍ପା ଛୋରୀ’ ଗୀତରେ ଅଭିନୟ ପାଇଁ ଚର୍ଚ୍ଚିତ ହୋଇଥିବା ରୀନା ରାୱତଙ୍କ…