
Browsing Category
Top Stories
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮.୩୭ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୩୭ ହଜାର ୬୦୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୭୩ ଲକ୍ଷ ୯୪…
ମୁସଲିମ ବୃଦ୍ଧଙ୍କୁ ମାଡ ମାରିବା ଘଟଣାରେ ରାହୁଲଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ଜବାବ- ଆପଣଙ୍କୁ ଲଜ୍ଜା ଲାଗିବା ଉଚିତ୍
ଲକ୍ଷ୍ନୌ ୧୫।୦୬: ଗାଜିଆବାଦରେ ଜଣେ ବୃଦ୍ଧ ମୁସଲିମ ବ୍ୟକ୍ତିଙ୍କୁ ମାରମିଟ ସହ ବଳପୂର୍ବକ ଧାର୍ମିକ ନାରା ଲଗାଇବା ଅଭିଯୋଗ ପରେ ରାଜନୀତି ଜୋର ଧରିଛି। ଶାସକ ବିଜେପି ଓ ବିରୋଧୀ ଦଳର ନେତାଙ୍କ ମଧ୍ୟରେ ବାକ୍ ଯୁଦ୍ଧ…
ବିଏମସିରେ ୧୦ ଲକ୍ଷରୁ ଅଧିକ ଟିକାକରଣ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ -୧୯ ମହାମାରୀ ବିରୁଦ୍ଧରେ ଏହାର ବହୁମୁଖୀ ରଣନୀତି ଜାରି କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ମିଳିତ ଭାବେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ ୧୦ ଲକ୍ଷରୁ ଅଧିକ…
ଟାଣଟୁଣ ସଂସାରରେ ଚଳାଇବାକୁ ବିଜେପି ବିଧାୟିକା ଚନ୍ଦନା ବାଉରିଙ୍କ ଚାଲିଥିଲା ସଂଘର୍ଷ, ଜାଣିନଥିଲେ ମାସକୁ ତାଙ୍କ ଦରମା ଟଙ୍କା କେତେ, ଜାଣିବା…
କୋଲକାତା, (ଓଡ଼ିଶା ଭାସ୍କର): ପଶ୍ଚିମବଙ୍ଗ ବିଧାନସଭାର ସଦସ୍ୟ ଭାବେ ନିର୍ବାଚନରେ ଜିତିବା ପରେ ଚନ୍ଦନା ବାଉରି ଶପଥ ନେବାକୁ ଆସିଥିଲେ ବିଧାନସଭାକୁ । ଶପଥ ନେବା ସମୟରୁ ତ କରୋନା ପରିସ୍ଥିତି ପାଇଁ ଲକଡାଉନ ଚାଲିଛି ।…
ଖୁସି ଖବର: ଓଡ଼ିଶାରୁ ଆଜି ୬,୭୯୯ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୬ ହଜାର ୭୯୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮…
ଏହି ମୁସଲିମ ଦେଶ ରହିଛି ଭଗବାନ ବିଷ୍ଣୁଙ୍କ ବିଶାଳକାୟ ମୂର୍ତ୍ତି, ଏହାକୁ ଦେଖିଲେ ଯେକେହି ହୋଇଯିବ ଆଶ୍ଚର୍ଯ୍ୟ; ଏହାର ନିର୍ମାଣ ପାଇଁ ପଛରେ…
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ହିନ୍ଦୁଧର୍ମରେ ଭଗବାନ ବିଷ୍ଣୁଙ୍କୁ ପୃଥିବୀର ପାଳନକର୍ତ୍ତା ଭାବେ ବିବେଚନା କରାଯାଏ । ଯଦିଓ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଭଗବାନ ବିଷ୍ଣୁଙ୍କ ମନ୍ଦିର ରହିଛି ତଥାପି ବିଦେଶରେ…
ପାନ୍-ଆଧାର ଲିଙ୍କ୍ ନକଲେ ଗଣିବେ ତଣ୍ଡ, ଜାଣନ୍ତୁ କେବେ ଶେଷ ତାରିଖ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯଦି ଆପଣ ଆଧାର କାର୍ଡ ସହ ପାନ୍ କାର୍ଡ ଲିଙ୍କ୍ କରିନାହାନ୍ତି ତା’ହେଲେ ଏଥିପାଇଁ ଆପଣଙ୍କୁ ତଣ୍ଡ ଗଣିବାକୁ ପଡ଼ିପାରେ । କାରଣ ଆପଣଙ୍କ ପାନ୍-ଆଧାର ଲିଙ୍କ୍ ହୋଇନଥିଲେ ସେହି ପାନ କାର୍ଡ…
ଭାରତ ବନାମ ନ୍ୟୁଜିଲାଣ୍ଡ : ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ୍ ପାଇଁ ଭାରତୀୟ ଦଳ ଘୋଷଣା, ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ
ସାଉଥମ୍ପଟନ ୧୫।୦୬: ବହୁ ପ୍ରତୀକ୍ଷିତ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ପାଇଁ ମଙ୍ଗଳବାର ୧୫ ଭାରତୀୟ ଦଳ ଘୋଷଣା କରାଯାଇଛି। ବିସିସିଆଇ ଦ୍ଵାରା ଘୋଷିତ ଏହି ଦଳରେ ମୟଙ୍କ ଅଗ୍ରଓ୍ଵାଲଙ୍କୁ ସ୍ଥାନ ମିଳିନି। ଏହା…
ଆଉ ଲୋଡ଼ା ନାହିଁ କୋୱିନ୍ ରେଜିଷ୍ଟ୍ରେସନ୍, ସମସ୍ତେ ନେଇପାରିବେ ଟିକା
ନୂଆଦିଲ୍ଲୀ: ଏଣିକି ଆଉ ଲୋଡ଼ା ନାହିଁ ରେଜିଷ୍ଟ୍ରେସନ୍ । ଟିକାକରଣ ପାଇଁ ରେଜିଷ୍ଟ୍ରେସନ୍ ଓ ସ୍ଲଟ୍ ବୁକିଂ ଚିନ୍ତା ଦୂର ହୋଇଯାଇଛି । ୧୮ବର୍ଷରୁ ଉର୍ଦ୍ଧ୍ୱ ଯେ କୌଣସି ଭାରତୀୟ ନାଗରିକ ସିଧାସଳଖ ଟିକାକେନ୍ଦ୍ରକୁ ଯାଇ…
ଆନ୍ଧ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୧-୨୨ ଶିକ୍ଷାବର୍ଷରୁ ଡିଗ୍ରୀ କଲେଜରେ ବାଧ୍ୟତାମୂଳକ ହେବ ଇଂରାଜୀ ମାଧ୍ୟମ
ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ର ସରକାର । ଡିଗ୍ରୀ କଲେଜରେ ଇଂରାଜୀ ମାଧ୍ୟମକୁ କରାଯିବ । ଆନ୍ଧ୍ରପ୍ରଦେଶର ଜଗନ ମୋହନ ରେଡ୍ଡୀ ସରକାର ନେଇଛନ୍ତି ଏହି ନିଷ୍ପତ୍ତି ।…