CHARIDHAM
Browsing Category

Top Stories

କୁଛ୍ କୁଛ୍ ହୋତା ହେ ପାଇଁ ଥିଲା ଅଫର, ମନା କରିଦେଇଥିଲେ ଐଶ୍; ଜାଣନ୍ତୁ କାହିଁକି…

ମୁମ୍ବାଇ: ବଲିଉଡ୍ ଜଗତରେ ଅନେକ ବିଗ୍ ବଜେଟ୍ ଫିଲ୍ମ ରହିଛି । ତେବେ ପରେ ସୁପର ଡୁପର ହିଟ୍ ହୋଇଥିବା ଫିଲ୍ମକୁ କରିବା ପାଇଁ ଅଫରକୁ ପ୍ରଥମେ ଅନେକ ଅଭିନେତା ଅଭିନେତ୍ରୀ ମନା କରିଦେଇଛନ୍ତି । କିନ୍ତୁ ସେହି ଫିଲ୍ମ ଗୁଡ଼ିକ…

ଘରୋଇ ଡାକ୍ତରଖାନା ଗୁଡିକୁ ଯୋଗାଇ ଦିଆଯାଇଥିବା ୧.୮୫ କୋଟି ଡୋଜରୁ ବ୍ୟବହାର ହୋଇଛି ମାତ୍ର ୨୨ ଲକ୍ଷ, ବାକି ଗଲା କୁଆଡେ

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ଟିକା ଅଭାବରୁ କିଛି ସ୍ଥାନରେ ଟିକାକରଣକୁ ଠପ୍ କରିଦିଆଯାଇଛି | ଏଭଳି ସମୟରେ ଦେଶକୁ ଆସୁଥିବା ଟିକାର କିପରି ପୂର୍ଣ୍ଣ ଉପଯୋଗ କରାଯିବ ସେ ନେଇ କେନ୍ଦ୍ର ସରକାର ଧ୍ୟାନ ଦେଉଥିବା…

କଟକରେ ସେକ୍ସ ରାକେଟ୍ ଠାବ, ୩ ଅଟକ

କଟକ(ଓଡିଶା ଭାସ୍କର): କରୋନା କାଳରେ ବି ଜାରି ରହିଛି ଦେହ ବ୍ୟବସାୟ । ଏହାରି ମଧ୍ୟରେ କଟକର ଏକ ହୋଟେଲରେ ଚାଲିଥିବା ସେକ୍ସ ରାକେଟ ଉପରେ ଚଢାଉ କରିଛି ପୋଲିସ । ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଅଟକ ରହିଛି । ପିଲଗ୍ରିମ…

ବୟସ୍କଙ୍କୁ ଟିକା ବ୍ୟବସ୍ଥା ନେଇ କ’ଣ କହିଲେ ସିଏମସି କମିଶନର ଅନନ୍ୟା

କଟକ(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ବି ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଏହାରି ମଧ୍ୟରେ କୋଭିଡ ସଂକ୍ରମଣ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । ସେ…

ବାହାଘର ଭୋଜିରେ ମିଳିଲାନି ମାଛମୁଣ୍ଡ, ହେଇଗଲା ରକ୍ତାକ୍ତ ସଂଘର୍ଷ, ତା’ପରେ…

ଭୁବନେଶ୍ୱର: ସାମାନ୍ୟ ଘଟଣାରୁ ତୁମୁଳକାଣ୍ଡ । ବାହାଘର ଭୋଜିରେ ମାଛ ମୁଣ୍ଡ ଖାଇବାକୁ ନେଇ ରକ୍ତାକ୍ତ ସଂଘର୍ଷ ହୋଇଛି । ବରଯାତ୍ରୀଙ୍କ ଉତ୍ପାତରୁ ଏଭଳି ଅଭାବନୀୟ କାଣ୍ଡ ଘଟିଥିବା ବେଳେ ୧୧ଜଣ ଗୁରୁତର ଆହତ ହୋଇଛନ୍ତି ।…

କପୁର ସିଷ୍ଟରଙ୍କ ମଧ୍ୟରେ ତୁ.. ତୁ ..ମେଁ ମେଁ…

ମୁମ୍ବାଇ: କପୁର ସୁଷ୍ଟରଙ୍କ ମଧ୍ୟ ଚାଲିଛି ଶୀତଳ ଯୁଦ୍ଧ । ଦୁହେଁ ଦୁହିଁଙ୍କୁ ଦେଖିଲେ ଡେଉଁଛି ନାହି । କଥାବର୍ତ୍ତା ତ ଦୂରର କଥା ପରସ୍ପରଙ୍କ ଛାଇ ବି ଦେଖୁ ନାହାନ୍ତି । ଆପଣ ଭାବୁଥିିବେ କରିସ୍ମା ଓ କରୀନାଙ୍କ କଥା…

ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଝାରପଡା ଜେଲରୁ ବାହାରିଲେ ପ୍ରଦୀପ ପାଣିଗ୍ରାହୀ । ଗୋପାଳପୁର ବିଧାୟକ ପ୍ରଦୀଦ ପାଣିଗ୍ରାହୀ ଆଜି ଜେଲରୁ ମୁକୁଳିଛନ୍ତି । ଷଷ୍ଠ ମାମଲାରେ ଜାମିନ ପାଇବା ପରେ ଜେଲରୁ ବାହାରିଲେ ପାଣିଗ୍ରାହୀ…

ଅନ୍ଧବିଶ୍ୱାସ ନେଲା ୯୦୦ ଜୀବନ, ଜାଣନ୍ତୁ କଣ ଏହା ପଛର ରହସ୍ୟ

ନୂଆଦିଲ୍ଲୀ: ଯଦି ଆପଣ ଭାବୁଛନ୍ତି କେବଳ ଭାରତର ଲୋକମାନେ ଅନ୍ଧବିଶ୍ୱାସ ଭଳି ଜିନିଷର ବଶବର୍ତ୍ତୀ ହେଉଛନ୍ତି । ତାହେଲେ ଆପଣ ଭୁଲ୍ ଭାବୁଛନ୍ତି । ସାଉଥ୍ ଆମେରିକାର ଗୁଆନାରେ ହୋଇଥିବା ସାମୁହିକ ଆତ୍ମହତ୍ୟା ସାରା ଦେଶକୁ…

ବିଧାୟକ ପଦରୁ ଇସ୍ତଫା ଦେଲେ ରାଜେନ୍ଦର, ଜାଣନ୍ତୁ କାହିଁକି…

ହାଇଦ୍ରାବାଦ: ତେଲେଙ୍ଗାନାର ହୁଜୁରାବାଦ ଆସନର ବିଧାୟକ ଇ. ରାଜେନ୍ଦର ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେନ୍ଦର ତେଲେଙ୍ଗାନା ରାଷ୍ଟ୍ର ସମିତିର ଜଣେ ବରିଷ୍ଠ ନେତା ଥିଲେ । କିଛିଦିନ…

ବ୍ଲାକ ଫଙ୍ଗସର ଔଷଧ ହେଲା ଟ୍ୟାକ୍ସ ଫ୍ରୀ, କରୋନା ଟିକା ଉପରେ ୫% ଜିଏସଟି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି କାଉନସିଲର ୪୪ତମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଏସଟି କାଉନସିଲ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।…