
Browsing Category
Top Stories
ନିଜ ପ୍ରାଣ ଚାଲିଗଲା, ହେଲେ ବଞ୍ଚାଇଦେଲେ ୮ ଜଣଙ୍କୁ, ଜାଣନ୍ତୁ କେଉଁଠି…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣରେ କୁହାଯାଏ ଯେ ମଣିଷର ଅସଲ ପରିଚୟ ମୃତ୍ୟୁବେଳକୁ ଜଣାପଡ଼େ । ଜଣଙ୍କ ଜୀବନ ଧାରା ଓ ସମାଜ ପ୍ରତି କିଛି ଭଲ କାମ କରିଥିବା କାହାକୁ ମଧ୍ୟ ଲୋକେ ପ୍ରଶଂସା କରନ୍ତି ଓ ମନେପକାନ୍ତି ।…
ପଳାତକ ବ୍ୟବସାୟୀ ମେହୁଲ ଚୋକସିର ଭାରତ ପ୍ରତ୍ୟାବର୍ତ୍ତନର ରାସ୍ତା ସଫା!
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଘୋଟାଲାର ଆରୋପୀ ତଥା ପଳାତକ ବ୍ୟବସାୟୀ ମେହୁଲ ଚୋକସିର ଭାରତ ଫେରିବାକୁ ନେଇ ରାସ୍ତା ସଫା ହୋଇଯାଇଛି । କାରଣ ଡୋମିନିକା ସରକାର ଚୋକସିକୁ ଜଣେ ଅବୈଧ ଅପ୍ରବାସୀ ଭାବରେ ଘୋଷିତ…
ସାବିତ୍ରୀରେ ଶସ୍ତା ହେଲା ସୁନା-ରୂପା ଦର, ଜାଣନ୍ତୁ କେତେ ଅଛି ଆଜିର ରେଟ୍
ନୂଆଦିଲ୍ଲୀ: ଆଜି ସାବିତ୍ରୀ ବ୍ରତରେ ଶସ୍ତା ହୋଇଛି ସୁନା ଦର । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୦ ଟଙ୍କା କମି ୪୮,୦୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ କିନ୍ତୁ ସ୍ଥିର ରହିଛି…
କୋଭିଡ୍ ସମୟରେ ଅନାଥ ପିଲାଙ୍କୁ ମୋଟା ଅଙ୍କରେ ବିକୁଛନ୍ତି ଦଲାଲ୍; ପୁଅ ହୋଇଥିଲେ ୮ଲକ୍ଷ ଓ ଝିଅ ହୋଇଥିଲେ ୫ଲକ୍ଷ
ନୂଆଦିଲ୍ଲୀ : କରୋନା ମହାମାରୀର ଦ୍ୱିତୀୟ ଲହର ଅନେକଙ୍କ ପାଇଁ ଦୁଃଖଦାୟକ ସାବ୍ୟସ୍ତ ହୋଇଛି । ଏଭଳି ସମୟରେ ଅନେକ ଛୋଟ ଛୋଟ ପିଲା ସେମାନଙ୍କର ବାପା ମା'ଙ୍କୁ ହରାଇ ଅନାଥ ହୋଇପଡ଼ିଛନ୍ତି । ତେଣୁ ସେମାନଙ୍କୁ ପୋଷ୍ୟ…
ବକ୍ସର ଡିଙ୍ଗକୋ ସିଂହଙ୍କ ପରଲୋକ
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବକ୍ସର ଡିଙ୍ଗକୋ ସିଂହଙ୍କର ଆଜି ପରଲୋକ ଘଟିଛି । ମଣିପୁରର ବକ୍ସର ଡିଙ୍ଗକୋଙ୍କୁ ମୃତ୍ୟୁବେଳକୁ ମାତ୍ର ୪୨ ବର୍ଷ ବୟସ ହୋଇଥିଲା । ୨୦୧୭ରୁ ଯକୃତ କର୍କଟରେ ପୀଡିତ ହୋଇ ସେ ଚିକିତ୍ସିତ…
ଶିଶୁଙ୍କ ଚିକିତ୍ସା ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କ’ଣ
ନୂଆଦିଲ୍ଲୀ : କରୋନାର ତୃତୀୟ ଲହର ଶିଶୁଙ୍କ ପାଇଁ କ୍ଷତିକାରକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାରି ମଧ୍ୟରେ ସରକାର ଶିଶୁଙ୍କ ଚିକିତ୍ସା…
ଦେଶରେ ଆଜି ସର୍ବାଧିକ ୬୧୪୮ ଆକ୍ରାନ୍ତ ମୃତ
ନୂଆଦିଲ୍ଲୀ: କରୋନା ସଂକ୍ରମଣ କମୁଥିଲେ ବି ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଆଜି ଦେଶରେ ସର୍ବାଧିକ ୬୧୪୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହି କ୍ରମରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୯ ହଜାର ୬୭୬କୁ ବୃଦ୍ଧି…
ଓଡ଼ିଶାରୁ ଆଜି ୪୪ ଜଣଙ୍କର ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ?
ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ମୃତୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାଫଳରେ…
ରାଜ୍ୟରେ ଆଜି ୬,୦୯୭ ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ହାର କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ…
ପ୍ରବଳ ବର୍ଷାରେ ଭୁଶୁଡିଲା ୪ ମହଲା ବିଲ୍ଡିଂ: ୧୧ ମୃତ, ୮ ଗୁରୁତର
ମୁମ୍ବାଇ: ମୁମ୍ବାଇରେ ମୌସୁମୀ ଆରମ୍ଭ ହେବା ସହିତ ଏକ ବଡ ଅଘଟଣା ଘଟିଯାଇଛି । ବୁଧବାର ବିଳମ୍ବିତ ରାତିରେ ପ୍ରବଳ ବର୍ଷା ହେବା କାରଣରୁ ମଲାଡ ପଶ୍ଚିମ ଅଞ୍ଚଳରେ ଅବସ୍ଥିତ ୪ ମହଲା କୋଠା ଭୁଶୁଡି ପଡିଛି । ସ୍ଥାନୀୟ…