Browsing Category

Top Stories

ପାକିସ୍ତାନ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍! ସୀମାରେ ପଶି ନିଜ ସୈନ୍ୟଙ୍କୁ ଛଡ଼ାଇ ଆଣିଲା ଇରାନ୍

ନୂଆଦିଲ୍ଲୀ,୫ ।୨: ପଡୋଶୀ ଦେଶ ପାକିସ୍ତାନରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ ହୋଇଥିବା ଖବର ଆସିଛି । ଏଥର ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟାଇକ୍ କରିଛି ଇରାନ । କୁହାଯାଉଛି ଯେ, ଇରାନର ରିଭୋଲୁସ୍ନାରୀ ଗାର୍ଡ ବା…

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୧୦ ବଖରା ଘର

ଭଦ୍ରକ,୫ ।୨(ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲା କଳେଇ ପଞ୍ଚାୟତ ବଳଜିତପଡା ଗାଁରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ନିଆଁ ଲାଗିବା କାରଣରୁ ପ୍ରାୟ ୧୦ ବଖରା ଘର ଜଳି ପାଉଁଶ ହୋଇଛି । ଏହି ଅଗ୍ନିକାଣ୍ଡରେ…

ଆଜି ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍

ନୂଆଦିଲ୍ଲୀ,୫ ।୨: ଏକ ବର୍ଷରୁ ଅଧିକ ସମୟ ଅପେକ୍ଷା କରିବା ପରେ ଆଜିଠାରୁ ଦେଶରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି । କରୋନା ସଙ୍କଟ ଯୋଗୁଁ ଗତ ଏକ ବର୍ଷ ଧରି ଦେଶରେ କୌଣସି ଅନ୍ତର୍ଜାତୀୟ…

ପୋଲିସକୁ ଆକ୍ରମଣ ଘଟଣାରେ ୭ ଅଟକ

ପାରାଦୀପ,୫ ।୨(ଓଡିଶା ଭାସ୍କର): ଅଭିଯୁକ୍ତକୁ ଧରିବାକୁ ଯାଇ ଆକ୍ରମଣର ଶିକାର ହୋଇଛି ପୋଲିସ । ଆକ୍ରମଣ କରିବା ଅଭିଯୋଗରେ ପୋଲିସ ୭ ଜଣଙ୍କୁ ରାତିରେ ଉଠାଇ ଆଣିଛି । ଏହି ଘଟଣା ପାରାଦୀପ ଗଡ ଗାଁରେ ଘଟିଯାଇଛି ।…

ଆଜିଠୁ ବିଦ୍ୟୁତ୍ ଶୁଳ୍କ ଶୁଣାଣି

ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର): ୨୦୨୧-୨୨ ବର୍ଷର ବିଦ୍ୟୁତ୍ ଦର ନିର୍ଦ୍ଧାରଣ ପାଇଁ ଆଜିଠାରୁ ଶୁଣାଣି ଆରମ୍ଭ ହେବ । ବିଦ୍ୟୁତ୍ ନିୟାମକ ଆୟୋଗରେ ଫେବ୍ରୁଆରୀ ୧୯ ଯାଏ ଏହି ଶୁଣାଣି ଚାଲିବ । ଫେବ୍ରୁଆରୀ ୨୨ରେ ରାଜ୍ୟ…

ଗୋରା ହେବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

ଆଜିର ଯୁଗରେ କିଏ ବା ଗୋରା ହେବାକୁ ନଚାହେଁ। ଏଥିପାଇଁ ସମସ୍ତେ କିଛି ନା କିଛି ଉପାୟ ଅବଲମ୍ବନ କରିଥାଆନ୍ତି। ଆଜିକାଲି ମାର୍କେଟରେ ବିଭିନ୍ନ ପ୍ରକାର କ୍ରିମ୍ ମିଳୁଛି । ଏଗୁଡ଼ିକ ଲଗାଇଲେ ଗୋରାପଣ ଆସିବ ମନେ କରି…

ମାଓ ଭୟରେ ଭିଟାମାଟି 85 ଜଣ ରୁ ଉର୍ଦ୍ଧ ଲୋକ ଛାଡ଼ିଥିବା ଅଭିଯୋଗ

ଚିତ୍ରକୋଣ୍ଡା:-04/02: -ମାଲକଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ର ଦୁଇଟି ପଞ୍ଚାୟତ ଯୋଡ଼ାମ୍ବ ଓ ପଣଷପୁଟ ପଞ୍ଚାୟତର ବାରଗୋଟି ଗ୍ରାମ ଖଜୁରୀଗୁଡା ,ବିହନଗୁଡ଼ି ,ଖାଲପଦର…