Browsing Category
Top Stories
କରୋନାକୁ ହରାଇଲା ଆମେରିକା: ଲୋକମାନେ ଆଉ ପିନ୍ଧିବେ ନାହିଁ ମାସ୍କ
ୱାଶିଂଟନ, ୧୪ା୫: ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬ କୋଟି ୧୭ ଲକ୍ଷ ଅତିକ୍ରମ କରିସାରିଲାଣି । ତେବେ ସବୁଠାରୁ ଅଧିକ ସଂକ୍ରମିତ ଦେଶ ଆମେରିକାକୁ ନେଇ ଏକ…
୭ ଜିଲ୍ଲା ସାବଧାନ୍! ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା
ଭୁବନେଶ୍ୱର,୧୪ ।୫(ଓଡିଶା ଭାସ୍କର): ରାଜ୍ୟରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏଥିପାଇଁ ରାଜ୍ୟର ୭ଟି ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ନେଇ ସତର୍କ ସୂଚନା ଜାରି ହୋଇଛି । ସେହି ୭ଟି ଜିଲ୍ଲା ଯଥା-…
କରୋନାକୁ ଯୁଦ୍ଧରେ ହରାଇଲେ ମହିଳା, ମାତ୍ର ବ୍ଲାକ୍ ଫଙ୍ଗସ୍ ନେଲା ଜୀବନ
ନୂଆଦିଲ୍ଲୀ, ୧୪ା୫: କରୋନାର ଦ୍ୱିତୀୟ ଲହରରେ ବ୍ଲାକ ଫଙ୍ଗସର ପ୍ରକୋପ ଭୟଙ୍କର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଉତ୍ତରପ୍ରଦେଶରେ ଜଣେ ମହିଳା କରୋନାକୁ ଯୁଦ୍ଧରେ ମାତ ଦେଇଛନ୍ତି । କିନ୍ତୁ ବ୍ଲାକ୍ ଫଙ୍ଗସ୍ ଦ୍ୱାରା…
ଆଜି ହେଉଛି ପବିତ୍ର ଇଦ୍ ପର୍ବ
ଭୁବନେଶ୍ୱର,୧୪ ।୫(ଓଡିଶା ଭାସ୍କର): ଆଜି ଓଡିଶା ସମେତ ଏକାଧିକ ରାଜ୍ୟରେ ପବିତ୍ର ଇଦ୍ ପର୍ବ ପାଳନ ହେଉଛି । ମୁସଲିମ ସମ୍ପ୍ରଦାୟଙ୍କ ଏହି ମହାନ ପର୍ବ ଶୁକ୍ରବାରରେ ପଡିଥିବାରୁ ଅଧିକ ଉତ୍ସାହ ଦେଖାଦେଇଛି । କିନ୍ତୁ…
ଚିକିତ୍ସା ସୁବିଧା ନଥିବାରୁ ଗାଁର ଅଧାଲୋକ ହେଲେଣି କରୋନାରେ ସଂକ୍ରମିତ, ୧୫ ଜଣଙ୍କ ମୃତ୍ୟୁ
ପାଟନା, ୧୪ା୫: ବିହାରର ବୈଶାଳୀ ଜିଲ୍ଲାକୁ କରୋନା ଗ୍ରାସ କରିଛି । ଗ୍ରାମର ପ୍ରାୟ ଅର୍ଦ୍ଧାଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି । ଏଥିସହ ଗ୍ରାମର ୧୫ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣପଡ଼ିଛି ।…
ଜଙ୍ଗଲ ଭିତରେ ୧୮ ହାତୀଙ୍କ ମୃତଦେହ ଠାବ
ଗୌହାଟୀ,୧୪ ।୫: ଆସାମର ନ'ଗାଁ ଅଞ୍ଚଳ ଜଙ୍ଗଲ ଭିତରେ ପଡ଼ିରହିଛି ୧୮ ହାତୀଙ୍କ ମୃତଦେହ । ବଜ୍ରପାତ ଘଟି ଏକକାଳୀନ ୧୮ଟି ହାତୀଙ୍କ ମୃତ୍ୟୁ ହୋଇଥିବା ଜଙ୍ଗଲ ବିଭାଗ ସନ୍ଦେହ କରୁଛି । କୁନ୍ଦେଲି ସଂରକ୍ଷିତ ଜଙ୍ଗଲର ୨ଟି…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୩ ଲକ୍ଷ ୫୮ ହଜାର ପାର
ନୂଆଦିଲ୍ଲୀ, ୧୪ ।୫ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୩ ଲକ୍ଷ ୫୮ ହଜାର ୧୭୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ…
Times Group Chairperson Indu Jain is no more
Times Group Chairperson Indu Jain passed away on Thursday at the age of 84. As per reports she passed away due to Covid-related complications.
Jain was also the founder of the …
ଖୁସି ଖବର: କାଲି ଚାଷୀଙ୍କୁ ମିଳିବ ‘କାଳିଆ’ ଟଙ୍କା
ଭୁବନେଶ୍ୱର,୧୩ ।୫(ଓଡିଶା ଭାସ୍କର): ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ଚାଷୀଙ୍କୁ ମିଳିବ ‘କାଳିଆ’ ଟଙ୍କା । କାଲି ଅପରାହ୍ନ ୫ଟାରେ ଚାଷୀମାନଙ୍କୁ ‘କାଳିଆ’ ଯୋଜନାରେ ସହାୟତା ରାଶି ଯୋଗାଇ ଦିଆଯିବ । ଚାଷୀମାନଙ୍କୁ…
ଭୁବନେଶ୍ୱରରୁ ଆଜି ୧୧୦୯ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୧୩ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୧୧୦୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ…