Browsing Category

Top Stories

ବେଙ୍ଗାଲୁରୁରେ କରୋନା ସୁପର ସ୍ପ୍ରେଡର୍: କୁମ୍ଭମେଳା ଫେରନ୍ତା ୬୭ ବର୍ଷିୟ ମହିଳା କଲେ ୩୩ ଜଣଙ୍କୁୁ ସଂକ୍ରମିତ

ବେଙ୍ଗାଲୁରୁ, ୧୩/୦୫: ବର୍ତ୍ତମାନ ସମୟରେ ଦେଶ କରୋନା ମହାମାରୀ ସଙ୍କଟ ଦେଇ ଗତି କରୁଛି । କେନ୍ଦ୍ର ତଥା ରାଜ୍ୟ ସରକାର ବାରମ୍ବାର ସଚେତନ ରହିବାକୁ ଲୋକଙ୍କୁ ଅପିଲ୍ କରୁଛନ୍ତି । ହେଲେ କିଛି ଏପରି ଲୋକ ଅଛନ୍ତି ଯେଉଁ…

ପରକୀୟା ପ୍ରୀତିର କରୁଣ ପରିଣତି: ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା

ନୂଆଦିଲ୍ଲୀ, ୧୩/୦୫: ଦିଲ୍ଲୀ ପୋଲିସ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି । ଯେଉଁଥିରେ ଜଣେ ବ୍ୟକ୍ତି ହଠାତ୍ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ପତ୍ନୀ ପୋଲିସ ଷ୍ଟେସନରେ ସ୍ୱାମୀଙ୍କ ନିଖୋଜ ମାମଲା ଦାୟର…

#Atmanirbhar ବର: ନିଜ ବାହାଘରରେ ନିଜେ ବାଜା ବଜାଇଲେ ବର, ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ, ୧୩/୦୫ : ଦେଶରେ କୋଭିଡ୍ ସଂକ୍ରମଣ ବେକାବୁ ହେଉଥିବା ବେଳେ ବିବାହ, ଅନ୍ତ୍ୟୋଷ୍ଟି କ୍ରିୟା ଏବଂ ଅନ୍ୟାନ୍ୟ ଉତ୍ସବ ଉପରେ କଟକଣା ଲଗାଯାଇଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟ ସରକାର ଘୋଷଣା କରିଛନ୍ତି…

ଘୁଞ୍ଚିଲା ସିଭିଲ୍ ସର୍ଭିସ୍ ପରୀକ୍ଷା ତାରିଖ

ନୂଆଦିଲ୍ଲୀ, ୧୩/୦୫ : କୋଭିଡ୍ ସଂକ୍ରମଣ ସ୍ଥିତି ଭୟଙ୍କର ହେଉଥିବାରୁ ବିଭିନ୍ନ ପରୀକ୍ଷାକୁ ଏବେ ବନ୍ଦ କରିଦିଆଯାଇଛି । ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନ ଦେଇ ଏପରି ନିଷ୍ପତି ନିଆଯାଉଥିବା ବେଳେ ଆଜି ଆଉ ଏକ…

ବଢ଼ିବ କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍ ମଧ୍ୟରେ ଥିବା ସମୟ ଅବଧି, ୧୨-୧୬ ସପ୍ତାହ ପରେ ଦେବାକୁ ସୁପାରିଶ

ନୂଆଦିଲ୍ଲୀ, ୧୩/୦୫ : ଦେଶରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ତେଣୁ ଏବେ ପ୍ରଥମ ଡୋଜ୍ ଟିକା ନବୋ ପରେ ଦ୍ୱିତୀୟ ଡୋଜ୍ ଟିକା ନେବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହା…

୪୦ ବର୍ଷରେ ପାଦ ଥାପିଲେ ବେବି ଡଲ୍ ସନ୍ନି ଲିଓନ୍

ମୁମ୍ବାଇ, ୧୩/୦୫ : ବଲିଉଡର ବେବି ଡଲ୍ ସନ୍ନି ଲିଓନି ଆଜି ତାଙ୍କର ୪୦ ତମ ଜନ୍ମଦିବସ ପାଳନ କରୁଛନ୍ତି । ହେଲେ ସନ୍ନିଙ୍କୁ ୪୦ ହୋଇଥିଲେ ସୁଦ୍ଧା ତାଙ୍କ ଫିଟ୍ ନେସ୍ ଏବଂ ସୁନ୍ଦରତା ଆଜି ବି ଫ୍ୟାନ୍ସ ମାନଙ୍କୁ ପାଗଳ…

ଏହି ରାଜ୍ୟରେ ବଢ଼ିଲା ଲକଡାଉନ୍ ଅବଧି

ମୁମ୍ବାଇ, ୧୩/୦୫(ଓଡିଶା ଭାସ୍କର) : ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣରେ ବ୍ରେକ୍ ଲାଗିବାରୀ ନାଁ ଧରୁନଥିବା ବେଳେ ରାଜ୍ୟ ସରକାର ସାରା ରାଜ୍ୟରେ ଲାଗୁ କରିଥିବା ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ଏହି…

ଜେଲରେ ଉଡୁଛି ଗଞ୍ଜେଇ ଧୁଆଁ, ନାଚଗୀତରେ ମସଗୁଲ୍ କଏଦୀ

ଭୁବନେଶ୍ୱର, ୧୩/୦୫(ଓଡିଶା ଭାସ୍କର) : ଝାରପଡା ଜେଲରେ ଜମିଛି ନାଚଗୀତ ସହିତ ଗଞ୍ଜେଇ ଧୁଆଁର ଆସର । ଜେଲ୍ ର କଏଦୀ ମାନେ ମଣ୍ଡଳୀ ହୋଇ ଏକାଠି ବସି ନେଉଛନ୍ତି ଚିଲମର ମଜା । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ…