Browsing Category
Top Stories
ବାଇକରେ ବର-କନ୍ୟା ଯାଉଥିବା ବେଳେ ପୋଲିସ୍ ଅଟକାଇ ପିନ୍ଧାଇଲା ମାଳା, ଦେଲା ସଗୁନ୍: ଭିଡିଓ ଭାଇରାଲ୍
ଚଣ୍ଡିଗଡ, ୧୩/୦୫(ଓଡିଶା ଭାସ୍କର): ପଞ୍ଜାବରେ କରୋନା ସଂକ୍ରମଣ ବଢ଼ିଚାଲିଥିବା ବେଳେ ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ୍ ଏବଂ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । ଏହି ସମୟରେ ସବୁ ରାସ୍ତା ମାନଙ୍କରେ ପୋଲିସ୍…
Planning To Buy Oximeter? Here’s What You Need To Know
As the second wave of the Covid-19 ripples through India, setting new daily records and overwhelming the health infrastructure and capacity, experts are making appeals to people to…
ଖୁବ୍ ଶୀଘ୍ର ୨ରୁ ୧୮ ବର୍ଷ ବୟସ୍କଙ୍କୁ ମିଳିବ ଟିକା
ନୂଆଦିଲ୍ଲୀ, ୧୩/୦୫(ଓଡିଶା ଭାସ୍କର): ଖୁବ୍ ଶୀଘ୍ର ୨ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ କରାଯିବ । ଏହି ପରିପ୍ରେକ୍ଷୀରେ ଆଜି ୨ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଟ୍ରାଏଲ୍ ପାଇଁ ଅନୁମତି ଦିଆଯାଇଛି । ଭାରତ ବାୟୋଟେକକୁ…
ଓଡ଼ିଶାର ୪ ଜିଲ୍ଲାରେ ହେବ ୫୫୦ କୋଭିଡ ବେଡ
ଭୁବନେଶ୍ୱର,୧୩ ।୫(ଓଡିଶା ଭାସ୍କର) : ଓଡ଼ିଶାର ୪ ଜିଲ୍ଲାରେ ହେବ ୫୫୦ କୋଭିଡ ବେଡ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରଖିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।ସମ୍ବଲପୁର,…
ପୋଲିସକୁ ଆକ୍ରମଣ ଘଟଣାରେ ୬୭ ବସ୍ତିବାସିନ୍ଦା ଗିରଫ
କଟକ,୧୩ ।୫(ଓଡିଶା ଭାସ୍କର) : କଟକ ନୂଆପଡ଼ା ବାଲିସାହିରେ ବିସ୍ଥାପିତଙ୍କ ଟେଣ୍ଟ ଭାଙ୍ଗିବା ପରେ ଭଙ୍ଗାରୁଜା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସିଏମିସି କର୍ମଚାରୀ, ପୋଲିସ ଉପରେ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା…
ଦିନକରେ ୪ ହଜାର ୧୨୦ ମୃତ
ନୂଆଦିଲ୍ଲୀ, ୧୩।୫ : ଦେଶରେ କରୋନା ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୧୨୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୫୮ ହଜାର ୩୧୭କୁ…
ଓଡିଶାରେ ୧୯ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୧୩ ।୫(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ କରୋନାଜନିତ ମୃତ୍ୟୁ…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୩ ଲକ୍ଷ ୪୪ ହଜାର ପାର
ନୂଆଦିଲ୍ଲୀ, ୧୩ ।୫ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୩ ଲକ୍ଷ ୪୪ ହଜାର ୭୪୪ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ…
ମାଡିଆସୁଛି ବାତ୍ୟା ‘ତଉକ୍ତେ’, ଜାଣନ୍ତୁ ଓଡ଼ିଶା ଉପରେ ଏହାର କେତେ ପ୍ରଭାବ ପଡିବ…
ଭୁବନେଶ୍ୱର,୧୩।୫(ଓଡିଶା ଭାସ୍କର ): ଆରବ ମହାସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା ‘ତଉକ୍ତେ’ ମେ ୧୪ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ । ଆଉ ତାପରେ ଧୀରେ ଧୀରେ ଏହା ବାତ୍ୟାର ରୁପ ନେବ ବୋଲି ଭାରତୀୟ…
ଓଡିଶାରେ ଆଜି ୧୦,୬୪୯ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୧୨ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି । ରାଜ୍ୟରେ ସଂକ୍ରମଣ ସଂଖ୍ୟା ପୁଣି ୧୦ ହଜାର ଟପିଛି । ଗତ ୨୪ ଘଣ୍ଟା ରାଜ୍ୟରେ ୧୦ ହଜାର ୬୪୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।…