Browsing Category

Top Stories

ରାଜଧାନୀରେ ‘ମୋ ଖତ’ର ଶୁଭାରମ୍ଭ

ଭୁବନେଶ୍ୱର,୮ ।୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଜୈବିକ ସାର ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ ହୋଇଛି । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ବିଏମସି ଅଞ୍ଚଳର ପରିମଳରୁ ପ୍ରସ୍ତୁତ…

ଆତ୍ମସମର୍ପଣ କଲେ ୧୪ ହାର୍ଡକୋର ମାଓବାଦୀ

ମାଲକାନଗିରି, ୮ା୧ (ଓଡିଶା ଭାସ୍କର): ମାଲକାନଗିରି ଦାନ୍ତେୱାଡ଼ାରେ ଆଜି ୧୪ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏହି ମାଓବାଦୀଙ୍କ ମଧ୍ୟରୁ ଦୁଇଜଣ ବାମନ ମିଡ଼ିଆମି ଓ ରାଜୁ ମିଡ଼ିଆମିଙ୍କ ନାମରେ ଲକ୍ଷେ ଟଙ୍କାର…

୧୧ରେ ଖୋଲିବ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଇଞ୍ଜିନିୟରିଂ କଲେଜ

ଭୁବନେଶ୍ୱର, ୮ା୧ (ଓଡିଶା ଭାସ୍କର): ଆସନ୍ତା ୧୧ ତାରିଖରେ ରାଜ୍ୟରେ ସମସ୍ତ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଇଞ୍ଜିନିୟରିଂ କଲେଜକୁ ଖୋଲିବାକୁ ଅନୁମତି ମିଳିଛି । କୋଭିଡ ସଂକ୍ରମଣକୁ ବିଚାର କରି ଏପରି ନିଷ୍ପତ୍ତି ନିଆଯାଇଛି…

ଆରମ୍ଭ ହେଲା କରୋନା ଟିକାକରଣ ଡ୍ରାଏ ରନ୍

ଭୁବନେଶ୍ୱର, ୮ା୧ (ଓଡିଶା ଭାସ୍କର): ଆଜିଠାରୁ ସମଗ୍ର ଦେଶରେ ଆରମ୍ଭ ହୋଇଛି କରୋନା ଟିକାକରଣ ଡ୍ରାଏ ରନ । ଦେଶର ମୋଟ ୭୩୬ଟି ଜିଲ୍ଲାରେ ଡ୍ରାଏ ରନ ଆରମ୍ଭ ହୋଇଛି । ରାଜ୍ୟର ପ୍ରତି ଜିଲ୍ଲାର ୩ଟି ସ୍ଥାନରେ ରିହସସାଲ…

ଦେଶରେ ଦିନକରେ ୨୩୪ ମୃତ, ୧୮ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୮ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୩୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୦ ହଜାର ୫୭୦କୁ ବୃଦ୍ଧି ପାଇଛି । ଦିନକରେ ୧୮ ହଜାର ୧୩୯ ଜଣ ଆକ୍ରାନ୍ତ ହୋଇଥିବା…

ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର

ଭୁବନେଶ୍ୱର,୭।୧(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର । ବେନାମୀ ଚିଠିରେ ଉଲ୍ଲେଖ ରହିଛି ଷଡଯନ୍ତ୍ରର ପୂରା ତଥ୍ୟ। ୧୭ଟି କାର ନମ୍ବର ସେଥିରେ ଉଲ୍ଲେଖ ରହିଛି । ଏହାକୁ…

ବିଜୁ ଜନତା ଦଳର ଯାଜପୁର ଜିଲ୍ଲା କମିଟି ପୁନର୍ଗଠିତ

ଯାଜପୁର , 7/1 : ବିଜୁ ଜନତା ଦଳର ଯାଜପୁର ଜିଲ୍ଲା କମିଟି ପୁନର୍ଗଠିତ ହୋଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରିୟନାଥ ମହାପାତ୍ରଙ୍କୁ ମହାସଚିବ ନିଯୁକ୍ତ କରିଛନ୍ତି । ଏହା ସହ ୨୩ ଜଣ ଉପସଭାପତି, ୨୪ ଜଣ ସାଧାରଣ…

ମହଙ୍ଗା ପଡିଲା ରାତିରେ ଘରେ ପଶିବ।

ଫୁଲବାଣୀ , 7/1 :କନ୍ଧମାଳ ଜିଳ୍ହାରେ ଗଞ୍ଜେଇ ରୋପଣ କରିବା ସହ ବିପୁଳ ପରିମାଣରେ ଜିଲ୍ହା ବାହାରକୁ ଗଞ୍ଜେଇ ଚାଲାଣ ହେଉଛି। ଗଞ୍ଜେଇ ଚୋର ଚାଲାଣ ରୋକିବା ନେଇ ଅବକାରୀ ବିଭାଗ,ପୁଲିସ ଓ ଅନେକ ସମୟରେ STF ଟିମ ବିଭିନ…

ଜୁଲାଇ ୩ରେ ହେବ JEE ଆଡଭାନ୍ସଡ

ନୂଆଦିଲ୍ଲୀ,୭ ।୧: ଆସନ୍ତା ଜୁଲାଇ ୩ ତାରିଖରେ ହେବାକୁ ଯାଉଛି JEE ଆଡଭାନ୍ସଡ । ପରୀକ୍ଷାର ପରିଚାଳନା କରିବ ଆଇଆଇଟି ଖଡଗପୁର । ଚଳିତବର୍ଷରେ ବି ପରୀକ୍ଷା ନିୟମ ହୋକଳ ହୋଇଛି । +୨ରେ ୭୫ ପ୍ରତିଶତ ନମ୍ବର ବାଧ୍ୟତାମୂଳକ…

କଟକଣା ସହ ରାଜ୍ୟରେ ପାଳିତ ହେବ ଗଣତନ୍ତ୍ର ଦିବସ

ଭୁବନେଶ୍ୱର,୭ ।୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ଅନେକ ଦିଗରେ କଟକଣା ମଧ୍ୟ ହଟାଯାଉଛି । ଏହାରି ମଧ୍ୟରେ ରାଜ୍ୟରେ କୋଭିଡ ନିର୍ଦ୍ଦେଶାବଳୀ ସହ ଗଣତନ୍ତ୍ର ଦିବସ ପାଳିତ ହେବାକୁ ଯାଉଛି ।…