Browsing Category

Top Stories

ଭିସୁଟରୁ ହଟିଲା କଣ୍ଟେନମେଣ୍ଟ କଟକଣା

ସମ୍ବଲପୁର,୩ ।୩(ଓଡିଶା ଭାସ୍କର): ବୁର୍ଲା ଭିସୁଟ ପରିସରରୁ ଆଜିଠାରୁ ହଟିଛି କଣ୍ଟେନମେଣ୍ଟ କଟକଣା । ଟେଷ୍ଟିଂ ଓ ସର୍ଭେ ଶେଷ ହେବା ପରେ ଗତ ୨୭ ତାରିଖରୁ ଲାଗିଥିବା କଟକଣାକୁ ହଟାଇଛି ପ୍ରଶାସନ । ଭିସୁଟର ବିଭିନ୍ନ…

କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ ସୁନାର କଣ ରହିଛି ଦାମ

ଆପଣ ସୁନା କିଣିବାକୁ ଆଗ୍ରହୀ ଥିଲେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । ଭୁବନେଶ୍ବରରେ ସୁନା ଦାମ ଗ୍ରାମ ପ୍ରତି ୫୨୦ ଟଙ୍କା କମିଛି । ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି…

ପଣବନ୍ଦୀ ଥିବା ଯୁବକ କୋଲକାତାରୁ ଉଦ୍ଧାର

ଭୁବନେଶ୍ୱର,୩ ।୩(ଓଡିଶା ଭାସ୍କର): ପଣବନ୍ଦୀ ଥିବା ଯୁବକସୋର କେଶପୁର ଗାଁର ଜଣେ ଯୁବକଙ୍କୁ କୋଲକାତାରୁ ଉଦ୍ଧାର କରାଯାଇଛି । କୋଲକାତା ପୋଲିସ ସହାୟତାରେ ସୋର ପୋଲି ଯୁବକଙ୍କୁ ଉଦ୍ଧାର କରିଛି । ତେବେ ଚାକିରି…

ସାଙ୍ଗରେ ରହିବାକୁ ପତ୍ନୀଙ୍କୁ ବାଧ୍ୟ କରିପାରିବେନି ସ୍ୱାମୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩ ।୩: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବା ସୁପ୍ରିମକୋର୍ଟରେ ଏକ ମାମଲାର ଶୁଣାଣି କରାଯାଇ କୁହାଯାଇଛି ଯେ, ସ୍ତ୍ରୀମାନେ କୌଣସି ସମ୍ପତ୍ତି ବା ବସ୍ତୁ ନୁହଁନ୍ତି । ସ୍ତ୍ରୀମାନଙ୍କୁ ଜୋର ଜବରଦସ୍ତି ନିଜ ସାଥୀରେ…

ନିଜେ ନିଜକୁ ବିବାହ କଲେ ମହିଳା! ଏମିତି କଲେ କିସ

ଆଧୁନିକ ଯୁଗରେ ଆମକୁ ଅନେକ ଅଜବ ଘଟଣା ଦେଖିବାକୁ ମିଳିଛି। ଏମିତି ଏକ ଘଟଣା ଘଟିଛି ୟୁଏସ୍‌ ରେ । ମେଗ ନାମକ ମହିଳା ଜଣକ ନିଜେ ନିଜକୁ ହିଁ ବିବାହ କରିଛନ୍ତି। କେହି କେବେ ପୂର୍ବରୁ ଏଭଳି କଥା ଭାବିନଥିବେ। କିନ୍ତୁ…

ବିବନକୁ ଚିହ୍ନିଲେ ଅଞ୍ଜନା

ଝାରପଡା,୩ ।୩(ଓଡିଶା ଭାସ୍କର): ଦୀର୍ଘ ୨୨ ବର୍ଷ ପରେ ଗଣଦୁଷ୍କର୍ମ ମାଷ୍ଟରମାଇଣ୍ଡକୁ ଚିହ୍ନିଲେ ଅଞ୍ଜନା ମିଶ୍ର । ଟିଆଇ ପରେଡ ବେଳେ ବିବନ ବିଶ୍ୱାଳକୁ ଚିହ୍ନିପାରିଛନ୍ତିି ଅଞ୍ଜନା ମିଶ୍ର । ଝାରପଡା ଜେଲ ପରିସରରେ…

ଝାରପଡା ଜେଲରେ ଟିଆଇ ପରେଡ ଶେଷ

ଝାରପଡା,୩ ।୩(ଓଡିଶା ଭାସ୍କର): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାରେ ଝାରପଡା ଜେଲ ପରିସରରେ ଆଜି ଟିଆଇ ପରେଡ ଶେଷ ହୋଇଛି । ଜେଏମଏଫସି ସୃଜାଲିନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଟିଆଇ ପରେଡ ହୋଇଥିଲା ।…

ଏବେ ମଦ ଦୋକାନ ପାଇଁ ଲଟେରୀ

ଏବେ ମଦ ଦୋକାନ ର ଲାଇସେନ୍ସ ଲଟେରୀ ମାଧ୍ୟମରେ ମିଳିବ। ପୁରୁଣା ଲାଇସେନ୍ସ ର ନବୀକରଣ ହେବ ନାହିଁ । ଏ ନେଇ ନୂଆ ନିର୍ଦ୍ଦେଶାନାମା ଜାରି କରିଛି ଅବକାରୀ ବିଭାଗ । ତେବେ ଏହି ନୂଆ ନିର୍ଦ୍ଦେଶାନାମ ଦ୍ୱାରା ଏବେ ମଦ…

ଝାରପଡା ଜେଲରେ ଅଞ୍ଜନା ମିଶ୍ର

ଝାରପଡା,୩ ।୩(ଓଡିଶା ଭାସ୍କର): ଝାରପଡା ଜେଲ ପରିସରରେ ଆଜି ପହଞ୍ଚିଛନ୍ତି ଅଞ୍ଜନା ମିଶ୍ର । ବହୁ ଚର୍ଚ୍ଚିତ ବାରଙ୍ଗ ଗଣ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ଟିଆଇ ପରେଡ ପାଇଁ ସେ ଜେଲ…