CHARIDHAM
Browsing Category

Top Stories

ଅଟୋ ଡ୍ରାଇଭର ଦେଖାଇଲେ ମାନବିକତା , ଫେରାଇଲେ ଲକ୍ଷାଧିକ ଟଙ୍କା

ଖଲ୍ଲିକୋଟ  , 2/3 :ଆଜିର ଏହି ସ୍ୱାର୍ଥପର ଦୁନିଆ ରେ ଟଙ୍କା ପାଇଁ ମଣିଷ ନିଜର ମାନବିକତା କୁ ଭି ବିକ୍ରି କରିଦଉଛି । ମାତ୍ର ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ଅଟୋ ଡ୍ରାଇଭର ନାରାୟଣ ଙ୍କ କ୍ଷେତ୍ର ରେ । ଅଟୋରେ…

‘ଲିଭ୍-ଇନରେ ସହମତି ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ’- ସୁପ୍ରମକୋର୍ଟ

ନୂଆଦିଲ୍ଲୀ,୨ ।୩: ସୁପ୍ରିମକୋର୍ଟ ସୋମବାର ଦିନ ଏକ ବଳକ୍ରାର ମାମଲାର ଶୁଣାଣି କରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟଙ୍କ କହିବା ମୁତାକବ, ଦୀର୍ଘ ଦିନ ଧରି ଲିଭ୍-ଇନରେ ରହିବା ଏବଂ ସହମତିରେ ରଖିଥିବା…

କେବିସି ନାଁରେ ଝାରସୁଗୁଡାରୁ ଲକ୍ଷାଧିକ ଟଙ୍କା ଲୁଟ୍

ଝାରସୁଗୁଡା,୨ା୩(ଓଡିଶା ଭାସ୍କର) : ଦିନକୁ ଦିନ ସାଇବର ଠକେଇ ବଢିଚାଲିଛି । ଏହାରି ମଧ୍ୟରେ ଝାରସୁଗୁଡାରୁ ୧ ଳକ୍ଷ ୬୯ ହଜାର ଟଙ୍କାର ସାଇବର ଠକେଇ ହୋଇଛି । କେବିସି ନାଁରେ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା…

ଆପଣଙ୍କ ପାଖରେ ପୁରୁଣା ୨୫ ପଇସା କଏନ୍ ଅଛି କି? ଆପଣ ହୋଇପାରିବେ ଲକ୍ଷପତି

ଆପଣଙ୍କ ପାଖରେ ପୁରୁଣା ୨୫ ପଇସା କଏନ୍ ଅଛି କି? ଯଦି ହିଁ, ତେବେ ଏହା ଦ୍ୱାରା ଆପଣ ଲକ୍ଷ ପତି ହୋଇପାରିବେ । ଏହି କଏନକୁ ବିକ୍ରି କରି ଆପଣ ୧.୫ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଏଥିପାଇଁ ଆପଣଙ୍କ କଏନର ଫଟୋ…

ଅଞ୍ଜନା ମାମଲା: ଟିଆଇ ପରେଡ ପାଇଁ ଆବେଦନ

ଭୁବନେଶ୍ୱର, ୨ା୩ : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ଟିଆଇ ପରେଡ ପାଇଁ ଆବେଦନ ହୋଇଛିି । ସିବିଆଇର ସ୍ପେଶାଲ ସିଜେଏମ କୋର୍ଟରେ ଟିଆଇ ପରେଡ ପାଇଁ…

ରାଜ୍ୟରେ ଆଉ ୭୪ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨।୩(ଓଡିଶା ଭାସ୍କର): ରାଜ୍ୟରେ ୨୪ ଘଣ୍ଟାରେ ପୁଣି ୭୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୫ ଓ ସ୍ଥାନୀୟ ଅଞ୍ଚଳରୁ ୨୯ ଜଣ ଚିହ୍ନଟ ହୋଇଛନ୍ତି । ଏହା ସହ ଆଜି କରୋନାରେ ଜଣଙ୍କର…

ଗଞ୍ଜାମରେ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍

ଗଞ୍ଜାମ,୨ା୩(ଓଡିଶା ଭାସ୍କର) : ଗଞ୍ଜାମରେ ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତା ବ୍ୟକ୍ତିି କରୋନା ପଜିଟିଭ୍ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଦିଗପହଣ୍ଡିର ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ…

ଏଥର ଜୁଲାଇ ୧୨ରେ ରଥଯାତ୍ରା

ପୁରୀ, ୨ା୩(ଓଡିଶା ଭାସ୍କର) : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯାନିଯାତ୍ରା ତାଲିକା ପ୍ରକାଶ ପାଇଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପର୍ବପର୍ବାଣୀ, ଯାନିଯାତ୍ରା ଦିନ ଧାର୍ଯ୍ୟ କରାଯାଇଛି । ତେବେ ଚଳିତବର୍ଷ…

କିଟ୍ ଖରାପ ଯୋଗୁଁ ଭିସୁଟରେ ପଜିଟିଭ୍

ବୁର୍ଲା, ୨ା୩(ଓଡିଶା ଭାସ୍କର) : ଭିସୁଟରେ ୨୫ରୁ ଅଧିକ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପ୍ରସଙ୍ଗରେ ସ୍ପଷ୍ଟୋକ୍ତି ରଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସେ କହିଛନ୍ତି ଯେ, ‘କିଟ୍…