Browsing Category
Top Stories
ଡବଲ୍ ମର୍ଡର କରିଥିବା ଯୁବକକୁ ଖୋଜୁଥିଲା ପୋଲିସ: ଜଙ୍ଗଲରୁ ମିଳିଲା ଅଭିଯୁକ୍ତର ଶବ
ମୁମ୍ବାଇ, ୨୨ା୨: ମୁମ୍ବାଇରେ ଏକ ଡବଲ ମର୍ଡର କେସର ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ଖବର ମିଳିଛି । ପୋଲିସ ଅଭିଯୁକ୍ତକୁ ତଲାସ କରୁଥିବା ବେଳେ ଅଭିଯୁକ୍ତ ଜଙ୍ଗଲ ମଧ୍ୟରେ ଫାଶିଦେଇ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି ।…
ସିବିଆଇ କୋର୍ଟରେ ବିବନ ହାଜର
ଭୁବନେଶ୍ୱର,୨୨ ।୨(ଓଡିଶା ଭାସ୍କର): ୨୨ ବର୍ଷ ତଳର ବହୁ ଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳକୁ ସିବିଆଇ ସ୍ପେଶାଲ କୋର୍ଟରେ ହାଜର କରାଯାଇଛିି ।…
ରାଜ୍ୟରେ ଆଉ ୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର, ୨୨ ।୨ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୬୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୧ ଓ ସ୍ଥାନୀୟ ଅଞ୍ଚଳରୁ…
ଫୋନରେ କଥା ନ ହେବାରୁ ଯୁବତୀଙ୍କୁ ଏସିଡ୍ ମାଡ଼: ପ୍ରେମିକ ଗିରଫ
ନୂଆଦିଲ୍ଲୀ, ୨୨ା୨: ଉତ୍ତରପ୍ରଦେଶରେ ଜଣେ ଯୁବତୀଙ୍କୁ ଏସିଡ୍ ମାଡ଼ କରାଯାଇଛି । ପ୍ରେମ ସମ୍ପର୍କକୁ ନେଇ ପ୍ରେମିକ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ଯୁବତୀଜଣକ ତାଙ୍କ ପ୍ରେମିକଙ୍କ ସହ ଫୋନରେ କଥାବାର୍ତ୍ତା ବନ୍ଦ…
ରାଜ୍ୟରେ କରୋନାର ଦ୍ୱିତୀୟ ଲହରି ଆଶଙ୍କା
ଭୁବନେଶ୍ୱର,୨୨ ।୨(ଓଡିଶା ଭାସ୍କର): ରାଜ୍ୟରେ କରୋନାର ଦ୍ୱିତୀୟ ଲହରି ସୃଷ୍ଟି ହେବାର ଆଶଙ୍କା ରହିଛି । ଏହି ପ୍ରସଙ୍ଗରେ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଂଜନ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ‘ଭଦ୍ରକର ଜଣେ…
ଆସାମକୁ ପ୍ରଧାନମନ୍ତ୍ରୀଙ୍କ ଭେଟି
ଆସାମ, ୨୨ା୨: ଆସାମ ଧେମାଜୀରେ ଆଜି ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେଠାରେ ମୋଦୀ ଶିଳାପଥରରେ ତୈଳ ଓ ଗ୍ୟାସ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଆଇଓସିଏଲ ବଙ୍ଗାଇଗାଁଓ ରିଫାଇନରିର ଇଣ୍ଡିମାକ୍ସ…
ପୁଡୁଚେରୀରେ ଭାଙ୍ଗିଲା କଂଗ୍ରେସ ସରକାର
ପୁଡୁଚେରୀ, ୨୨ା୨: ପୁଡ଼ୁଚେରୀରେ ଭାଙ୍ଗିଲା ଭି. ନାରାୟଣସାମୀଙ୍କ କଂଗ୍ରେସ ସରକାର । ପୁଡ଼ୁଚେରୀ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାରେ କଂଗ୍ରେସ ଅସଫଳ । କଂଗ୍ରେସ ସରକାରଙ୍କ ପାଖରେ ବହୁମତ ନଥିବା ଆଜି ବାଚସ୍ପତି…
Supreme Court Allows Karthi Chidambaram To Travel Abroad, But…
New Delhi, 22/2: Supreme Court of India has allowed Congress MP Karti Chidambaram to travel abroad. Karthi Chidambaram is the son of Congress leader P Chidambaram. He is under…
ବାରଙ୍ଗ ଗଣଦୁଷ୍କର୍ମ ମାମଲା: ୨୨ ବର୍ଷ ପରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ
ଭୁବନେଶ୍ୱର, ୨୨ା୨ (ଓଡିଶା ଭାସ୍କର): ୨୨ ବର୍ଷ ତଳେ ଘଟିଥିବା ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଗିରଫ ହୋଇଛି । କମିଶନରେଟ ପୋଲିସ ବିବନକୁ ଗିରଫ କରିଥିବା ଜଣାପଡ଼ିଛି । ଏନେଇ…
ଶିକ୍ଷାନୁଷ୍ଠାନରେ କୋଭିଡ୍ କଟକଣା ନେଇ ଡିଇଓଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ
ଭୁବନେଶ୍ୱର, ୨୨ା୨ (ଓଡିଶା ଭାସ୍କର): ଅନ୍ୟ ରାଜ୍ୟମାନଙ୍କରେ କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣାକୁ କଡ଼ାକଡ଼ି କରିଛନ୍ତି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ…