CHARIDHAM
Browsing Category

Top Stories

ରାଜ୍ୟରେ କରୋନାରେ ୬ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର, ୬ା୧୨ (ଓଡିଶା ଭାସ୍କର): କରୋନା ଆଜି ପୁଣି ୬ ଜଣଙ୍କ ଜୀବନ ନେଇଛି । ଏହାଦ୍ୱାରା ମୋଟ ସଂଖ୍ୟା ୧୭୭୧ରେ ପହଞ୍ଚିଛି । ଖୋର୍ଦ୍ଧାରୁ ସବାଧିକ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱର,…

ବର କୁ ଶିଶୁପାଳ କରି ଚତୁର୍ଥୀ ରାତି ପୂର୍ବରୁ ପ୍ରେମିକ ସହ ନବବଧୂ ଫେରାର, ନାବାଳିକା ଶାଳୀ ସହ ହେଲା ବାହାଘର

ଅନୁଗୋଳ  ୬ା୧୨: ଚତୁର୍ଥୀ ପୂର୍ବରୁ ପୁରୁଣା ପ୍ରେମିକ ସହ ଫେରାର ହୋଇଗଲା ନବବଧୂ । ଗୋଟିଏ ପଟେ ଭୋଜିଭାତର ଆୟୋଜନ ଚାଲିଥିବା ବେଳେ ପ୍ରେମିକ ସହ ନବବଧୂ ଚମ୍ପଟ ମାରିଛି । ଗୁରୁବାର ଦିନ ଚତୁର୍ଥୀ ସହ ଥିବା ରିସେପ୍ସନ୍…

ବାରହା ଆକ୍ରମଣରେ ୨ ଗୁରୁତର

ପୁରୀ, ୬ା୧୨ (ଓଡିଶା ଭାସ୍କର): ପୁରୀ ଜିଲ୍ଲାରେ ବାରହା ଆକ୍ରମଣରେ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ତେବେ ଗୁରୁତର ୨ ଜଣ ମହିଳା ସଫେଇ କର୍ମଚାରୀ ବୋଲି ସୂଚନାରୁ ସ୍ପଷ୍ଟ ହୋଇଛି । ଗତକାଲି ବିଳମ୍ବିତ ରାତିରେ ପୁରୀ…

କାଳ ସାଜୁଛି ମୋବାଇଲ ଗେମ , ମାଆର ଆକଟ ପରେ ନାବାଳକର ଆତ୍ମହତ୍ୟା

କରୋନା ସଙ୍କଟ ସମୟରେ ,ରାଜ୍ୟ ସରକାର ଏବେ ଅନଲାଇନ୍ ପାଠପଢାକୁ ଗୁରୁତ୍ୱ ଦେଉଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ମେବାଇଲ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ଏପରି ସମୟରେ କିଛି ଛାତ୍ରଛାତ୍ରୀ ପାଠନପଢି ମୋବାଇଲ ରେ ଖାଲି ଗେମ…

ଜିଏସଟି ଫାଙ୍କି ସୁନା ଚାଲାଣ, ଜରିମାନା ଆଦାୟ

ଭୁବନେଶ୍ୱର, ୬ା୧୨ (ଓଡିଶା ଭାସ୍କର): ଜିଏସଟି ଫାଙ୍କି ସୁନା ଓ ରୂପା ଚାଲାଣ ହେଉଥିବା ବେଳେ ୩ ଜଣ ବ୍ୟକ୍ତି ପୋଲିସ ହାତରେ ଧରାପଡ଼ିଛନ୍ତି । ଧରାପଡ଼ିବା ବେଳେ ପୋଲିସ ସେମାନଙ୍କ ଠାରୁ ଜରିମାନା ଆଦାୟ କରିଥିବା ଜଣାପଡ଼ିଛି…

ରେଳ ଧାରଣାରୁ ମାଆ ଓ ଝିଅର ମୃତଦେହ ଉଦ୍ଧାର

ଟାଙ୍ଗି, ୬ା୧୨ (ଓଡିଶା ଭାସ୍କର): ଟାଙ୍ଗି ଥାନା ନିକଟସ୍ଥ ଏକ ରେଳ ଧାରଣାରୁ ମାଆ ଓ ଝିଅର ମୃତଦେହ ପୋଲିସ ପକ୍ଷରୁ ଉଦ୍ଧାର କରାଯାଇଛି । ଘଟଣାରୁ ପ୍ରକାଶ ଯେ, ଟାଙ୍ଗି ଥାନା ଉଜୁଡ଼ା ପଞ୍ଚାୟତର ଅଭିମାନପୁର ଗାଁ ନିକଟରେ…

ହାତୀ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ

ସମ୍ବଲପୁର, ୬ା୧୨ (ଓଡିଶା ଭାସ୍କର): ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ହାତୀ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । କେଉଁ ପରିସ୍ଥିତିରେ ଓ କାହିଁକି ହାତୀର ମୃତ୍ୟୁ ଘଟିଲା, ସେଇ ତଦନ୍ତ ନିର୍ଦ୍ଦେଶ ଜାରି ହୋଇଛି । ଏନେଇ…

୧୪ ଡିଗ୍ରୀ ତଳେ ରାଜ୍ୟର୧୪ ସହର

ଭୁବନେଶ୍ୱର, ୬ା୧୨ (ଓଡିଶା ଭାସ୍କର): ସମଗ୍ର ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ପାଣିପାଗର ବିଭାଗର ସୂଚନା ଅନୁଯାୟୀ ସୋନପୁର ଜିଲ୍ଲାର ତାପମାତ୍ରା ୭.୬ ଡିଗ୍ରୀ ସେଲସିୟସ ରହିବା ସହ ରାଜ୍ୟର ଥଣ୍ଡା ସହରର ମାନ୍ୟତା…