Browsing Category

Top Stories

ଖାଁ ଖାଁ, ବର୍ଷେ ତଳେ ଫନି ଏବେ କରୋନା

ଭୁବନେଶ୍ୱର:୩ ।୫(ଓଡିଶା ଭାସ୍କର): ସବୁ ସମାନ । ଫରକ କେବଳ ଏତିକି ଯେ ସେତେବେଳେ କରେଣ୍ଟ ନ ଥିଲା ଏବେ କରେଣ୍ଟ ଅଛି । ନ ହେଲେ ସେତେବେଳେ ଗମନାଗମନ ଉପରେ ପ୍ରତିବନ୍ଧକ ଥିଲା ଏବେ ବି ତାହା । ହଁ ଅବଶ୍ୟ ସେତେବେଳେ…

ବସ ଚାଲିବା ନେଇ ନିଷ୍ପତ୍ତି ଆଜି

ଭୁବନେଶ୍ୱର:୩ ।୫(ଓଡିଶା ଭାସ୍କର): କରୋନା ଲକ ଡାଉନ ୩.୦ର ନିୟମ ଅନୁଯାୟୀ ଗ୍ରୀନରେ ବସ ଗଡିବାକୁ ମିଳିଛି ଗ୍ରୀନ ସିଗନାଲ । କିନ୍ତୁ ସର୍ତ୍ତ ଏହା ଯେ ୫୦% ଯାତ୍ରୀଙ୍କୁ ନେଇ ଗଡିବ ବସ । କିନ୍ତୁ ଏଭଳି ସର୍ତ୍ତରେ…

କରୋନାରେ ଜଷ୍ଟିସ୍ ଏ.କେ. ତ୍ରିପାଠୀଙ୍କ ପରଲୋକ

ନୂଆଦିଲ୍ଲୀ, ୨ା୫: ମହାମାରୀ କରୋନା ଫଳରେ ଲୋକପାଳ ସଦସ୍ୟ ଜଷ୍ଟିସ୍ ଅଜୟ କୁମାର ତ୍ରିପାଠୀଙ୍କ ଶନିବାର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ସେ ପୂର୍ବରୁ କରୋନାରେ ଆକ୍ରାନ୍ତ ଥିଲେ ।…

ପ୍ରବାସୀ ଓଡ଼ିଆଙ୍କ ଘର ଫେରନ୍ତା ଯାତ୍ରା ହେଲା ଶେଷଯାତ୍ରା

ଭୁବନେଶ୍ୱର, ୨ା୫(ଓଡ଼ିଶା ଭାସ୍କର): ଦେଢ଼ମାସର ଲକ ଡାଉନ ପରେ ଘରକୁ ଫେରୁଥିଲେ ଓଡ଼ିଆ । ଇଚ୍ଛା ଥିଲା ସାଙ୍ଗସାଥୀ, ପରିଜନ ଓ ପରିବାର ସଭିଙ୍କୁ ଦେଖିଥାନ୍ତେ । ଏଥିପାଇଁ ରାଜ୍ୟ ସରକାରଙ୍କ ୧୪ଦିନର କ୍ୱାରେଣ୍ଟିନ…

ଗଣମାଧ୍ୟମ ପାଇଁ ଲକ୍ଷ୍ମଣ ରେଖା

ଭୁବନେଶ୍ୱର,୨/୫(ଓଡିଶା ଭାସ୍କର): ଲକ ଡାଉନ ପାଇଁ ଓଡ଼ିଶା ବାହାରେ ବହୁ ଶ୍ରମିକ ଫସି ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ପାଇଁ ସରକାର ବହୁ ପଦକ୍ଷେପ ନେଇଛନ୍ତି।ଏହାସହ ୩ଦିନ ହବ ବାହାର ରାଜ୍ୟରୁ ଶ୍ରମିକ ମାନେ…

ଶରୀରର ବହୁ ରୋଗକୁ ଦୂର କରିଥାଏ ଦହି

ଆମ ଶରୀର ପାଇଁ ଦହି ଅତ୍ୟନ୍ତ ଗୁଣକାରୀ ଭାବେ ପ୍ରମାଣିତ ହୋଇଛି । କିନ୍ତୁ ଏଥିରେ ଯଦି କିଛି ଜିନିଷକୁ ମିଶ୍ରଣ କରି ସେବନ କରାଯାଏ, ତେବେ ତାହା ବହୁ ରୋଗରୁ ଆମକୁ ବଞ୍ଚାଇବାରେ ସାହାର୍ଯ୍ୟ କରିଥାଏ । ଏଥିରେ ଥିବା…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୭କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତ ଜଣକ ଯାଜପୁର ଜିଲ୍ଲାର ବରି ବ୍ଲକର…

ସଚିବାଳୟ କର୍ମଚାରୀଙ୍କ ପାଇଁ ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା

ଭୁବନେଶ୍ୱର, ୨ା୫(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି । ତେଣୁ କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭାଗ ଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରିଥିଲେ । କ୍ରିଟିକାଲ ଓ ପାର୍ସିଆଲି…