Browsing Category
ଖବର
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ଗଣେଶ ପୂଜାରେ ପଶିବ ପାଣି ! ଆଗାମୀ 5 ଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର: ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ପୁଣି ବଡ ବର୍ଷାରେ ଭିଜିବ ଓଡିଶା । ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଉତ୍ତର ପଶ୍ଚିମ ଦିଗରେ ଝାଡ଼ଖଣ୍ଡ ମଧ୍ୟ ଦେଇ ଲଘୁଚାପ…
ରାତିସାରା ଜାଳିଲେ ଟଙ୍କା ବଣ୍ଡଲ, ଜଳନ୍ତା ଟଙ୍କା ପାଉଁଶରେ ଜାମ ହୋଇଗଲା ଡ୍ରେନ୍, ଚଢ଼ଉ ବେଳେ ଇଞ୍ଜିନିୟରଙ୍କ ଘରୁ ବାହାରିଲା…
ପାଟନା: ବାପା, ମା', ଭାଇ, ବନ୍ଧୁ, କୁଟୁମ୍ୱ ଟଙ୍କା ଆଗରେ ସବୁ ପର। ଏକଥା ଆପଣ ନିଶ୍ଚିତ ଭାବରେ ଶୁଣିଥିବେ। କିନ୍ତୁ ଟଙ୍କାର ଲୋଭ କେତେବେଳେ ତୁମକୁ ବିପଦରେ ପକାଇଦେବ ତାହା ଆପଣ ଜାଣିପାରିବେ ନାହିଁ।
ସେହିପରି…
ଏସିଆ କପ୍ ପୂର୍ବରୁ ବଡ଼ ଖବର, ଦଳରୁ ବାହାରିଲେ ଶୁଭମନ ଗିଲ୍ !
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଟେଷ୍ଟ ଦଳର ଅଧିନାୟକ ଶୁଭମନ ଗିଲଙ୍କ ବିଷୟରେ ଏକ ବଡ଼ ଖବର ଆସୁଛି। ଗିଲଙ୍କୁ ଏସିଆ କପ୍ 2025 ପାଇଁ ଭାରତୀୟ ଦଳର ଉପ-ଅଧିନାୟକ କରାଯାଇଛି, କିନ୍ତୁ ଏହା ପୂର୍ବରୁ ତାଙ୍କୁ ଏକ ବଡ଼ ଝଟକା…
(video) ଖୁସି ଖବର ଦେଲା BCCI, ଅବସର ନେବେନି ଷ୍ଟାର ବ୍ୟାଟର ବିରାଟ କୋହଲି ଏବଂ ରୋହିତ ଶର୍ମା
ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଗୁଡ୍ ନ୍ୟୁଜ୍। ସନ୍ନାସ ନେବେନି ରନ୍ ମେସିନ୍ ବିରାଟ କୋହଲି ଏବଂ ରୋହିତ ଶର୍ମା। ଖୁସି ଖବର ଦେଲା BCCI।
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୫ ସମୟରେ, ଭାରତୀୟ ଦଳର…
ସୈନିକ ପୋଷାକରେ ସଲମାନ୍ ଖାନ୍, ଲଦାଖରୁ ସାମ୍ନାକୁ ଆସିଲା ସଲମାନଙ୍କ ପ୍ରଥମ ଫଟୋ
ଲଦାଖ: ସଲମାନ ଖାନ୍ ଆଜିକାଲି ଲଗାତାର ଭାବରେ ଖବରର ଶିରୋନାମାରେ ରହିଛନ୍ତି। ଗୋଟିଏ ପଟେ ସଲମାନଙ୍କ ବିଗ୍ ବସ୍ ୧୯ ଆରମ୍ଭ ହେବାକୁ ଯାଉଛି, ଅନ୍ୟପଟେ ତାଙ୍କ ଆଗାମୀ ଫିଲ୍ମ ବ୍ୟାଟଲ୍ ଅଫ୍ ଗଲଓ୍ୱାନର ସୁଟିଂ ଆରମ୍ଭ…
ମଙ୍ଗଳ ଗ୍ରହରୁ ଡାଇନୋସର ଗଲେ କୁଆଡ଼େ ! ‘NASAର ରୋବରକୁ ମିଳିଲା ଡାଇନୋସର ଅଣ୍ଡା’
ନୂଆଦିଲ୍ଲୀ: ମଙ୍ଗଳ ଗ୍ରହ ସର୍ବଦା ଏହାର ରହସ୍ୟକୁନେଇ ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟ କରି ଆସିଛି। ଏଥର ମଧ୍ୟ ସେହିପରି କିଛି ଘଟିଛି। ନାସାର କ୍ୟୁରିୟୋସିଟି ରୋଭର ମଙ୍ଗଳ ଗ୍ରହରେ ଡାଇନୋସର ଅଣ୍ଡା ପାଇଛି । ବାସ୍ତବରେ,…
ସ୍ପଷ୍ଟ କଲେ ଭାରତ ସରକାର, TikTok ଆପ୍ ପାଇଁ ଭାରତର କବାଟ ବନ୍ଦ
ନୂଆଦିଲ୍ଲୀ: ସବୁ ଚର୍ଚ୍ଚା ଆଲୋଚନାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ସ୍ପଷ୍ଟ କଲେ ଭାରତ ସରକାର। ଗତକାଲି ଅର୍ଥାତ୍ ଅଗଷ୍ଟ ୨୨ ତାରିଖରେ ଯେଉଁଭଳି ଭାବରେ TikTok ଭାରତ ଫେରିବା ଖବର ସୋସିଆଲ ମିଡିଆରେ ଛାଇ ଯାଇଥିଲା। ତା ଉପରେ…
ଏଥର ଏସିଆ କପ୍ ଜିତିବ ଟିମ୍ ଇଣ୍ଡିଆ, ପୂର୍ବତନ ଭାରତୀୟ ଖେଳାଳିଙ୍କ ଦୃଢ଼ୋକ୍ତି
ନୂଆଦିଲ୍ଲୀ: ଏବେ ସବୁ ଦଳ ଏସିଆ କପ୍ ୨୦୨୫ ପାଇଁ ପ୍ରସ୍ତୁତି କରିସାରିଛନ୍ତି। ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳର କମାଣ୍ଡ ସୂର୍ଯ୍ୟକୁମାର ଯାଦବଙ୍କ ହାତରେ ଅଛି ଏବଂ ଉପ-ଅଧିନାୟକ ଦାୟିତ୍ୱ ଶୁଭମନ ଗିଲଙ୍କୁ…
ଜଲଦି ରଖ ଉତ୍ତର, ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍, କାହିଁକି ଦେଲନି ମଧ୍ୟାହ୍ନ ଭୋଜନ
ବୌଦ୍ଧ: କ’ଣ ହେଲା ଅସୁବିଧା, କାହିଁକି ଦେଲନି ମଧ୍ୟାହ୍ନ ଭୋଜନ। ଜଲଦି ରଖ ଉତ୍ତର। ୫୬ଟି ସ୍କୁଲ ହେଲା କାରଣ ଦର୍ଶାଅ ନୋଟିସ୍।
ସ୍ୱାଧୀନତା ଦିବସରେ ମଧ୍ୟାହ୍ନ ଭୋଜନ ନଦେବାରୁ ବୌଦ୍ଧର ୫୬ଟି ସ୍କୁଲକୁ କାରଣ ଦର୍ଶାଅ…
ରାଜଧାନୀରେ ଆଜି ଝଡ଼ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି, ଏହି ୧୫ଟି ରାଜ୍ୟରେ ତାଣ୍ଡବ ରଚିବ ବର୍ଷା
ନୂଆଦିଲ୍ଲୀ: କିଛି ଦିନ ହେବ ରାଜଧାନୀ ଦିଲ୍ଲୀରେ ଗରମ ଅନୁଭୂତ ହେଉଛି। ବର୍ଷା ଋତୁ ହୋଇ ମଧ୍ୟ ବର୍ଷା ନେଇ। ହେଲେ ଦିଲ୍ଲୀ ବାସୀଙ୍କ ପାଇଁ ଆଶ୍ୱସ୍ତିର ଖବର ଏହାକି ପାଣିପାଗ ବିଭାଗ ଆଜି ଦିଲ୍ଲୀରେ ପ୍ରବଳ ବର୍ଷା ନେଇ…