Browsing Category
ଖବର
ରାଉରକେଲାରେ ବଡ ଧରଣର ଜିଏସ୍ଟି ଠକେଇ ନେଇ ଚଢ଼ଉ, ରେଡ ବେଳେ ସଂସ୍ଥା ମାଲିକ ଅନୁପସ୍ଥିତ
ରାଉରକେଲା, (ଭାସ୍କର ନ୍ୟୁଜ୍) :୧୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଜିଏସ୍ଟି ଠକେଇ ନେଇ କେନ୍ଦ୍ରୀୟ ଜିଏସ୍ଟି ପକ୍ଷରୁ ଚଢ଼ଉ କରାଯାଇଛି । ରାଉରକେଲାରେ ଥିବା ଟପ୍ ଟେକର ନାମକ ଏକ ସଂସ୍ଥା ୧୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର…
ଆସୁଛି ଆଉ ଏକ ଲଘୁଚାପ, ୨୪ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ରୂପ ନେବ : ଆଭ୍ୟନ୍ତରୀଣ ଓଡ଼ିଶା ପ୍ରଚଣ୍ଡ ତାତିରେ ଜଳିବ, ଉପକୂଳରେ ମେଘୁଆ ପାଗ
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଆସୁଛି ଏକ ଲଘୁଚାପ। ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ତାହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ…
‘ଦ କାଶ୍ମୀର ଫାଇଲ୍ସ’ ପରି ରାମ ମନ୍ଦିର ସଂଘର୍ଷ ଉପରେ ମଧ୍ୟ ନିର୍ମାଣ ହେଉ ଫିଲ୍ମ- ସାଧ୍ଵୀ ଋତୁମ୍ଭରା
ଉଦୟପୁର: 'ଦ କାଶ୍ମୀର ଫାଇଲ୍ସ' ପରି ରାମ ମନ୍ଦିର ପାଇଁ ସଂଘର୍ଷ ଉପରେ ଫିଲ୍ମ ନିର୍ମାଣ ହେବା ଉଚିତ୍। ଏହା କହିଛନ୍ତି ସାଧ୍ଵୀ ଋତୁମ୍ଭରା। କାଶ୍ମୀର ଫାଇଲ୍ସରେ କାଶ୍ମୀରରେ ହିନ୍ଦୁଙ୍କ ସହ ଯାହା ଘଟିଥିଲା ତାହା ସତ୍ୟ…
ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ଫାଇନାଲ: ଭାରତର ଜିଏସ୍ ଲକ୍ଷ୍ମୀଙ୍କୁ ମିଳିଲା ମ୍ୟାଚ୍ ରେଫରି ଦାୟିତ୍ବ
ଖ୍ରୀଷ୍ଟଚର୍ଚ୍ଚ(ନ୍ୟୁଜିଲାଣ୍ଡ): ଭାରତର ଜିଏସ ଲକ୍ଷ୍ମୀ ଚଳିତ ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ମ୍ୟାଚ ରେଫରି ନିଯୁକ୍ତ ହୋଇଛନ୍ତି ।ଏଠାରେ ସୂଚାଇ ଦିଆ ଯାଇ ପାରେ ଯେ ଆଇସିସି…
ଖୋଲିଲା ଦୁନିଆର ସବୁଠୁ ଲମ୍ୱା ଝୁଲନ୍ତା ପୋଲ, ଦୁଇଟି ମହାଦେଶ ସହ ସଂଯୋଗ କରୁଛି ବ୍ରିଜ
ନୂଆଦିଲ୍ଲୀ: ଏବେ ଦୁନିଆର ସବୁଠାରୁ ଲମ୍ୱା ସସ୍ପେନ୍ସ ବ୍ରିଜ ସାଧାରଣ ଲୋକମାନଙ୍କ ପାଇଁ ଖୋଲି ଦିଆଯାଇଛି । ଏହି ବ୍ରିଜ ଦୁଇଟି ମହାଦେଶ ଯଥା ୟୁରୋପ ଓ ଏସିଆକୁ ଯୋଡୁଛି । ଏହାକୁ ତୁର୍କି ଓ ଦକ୍ଷିଣ କୋରିଆର କମ୍ପାନୀ…
ପ୍ରଥମ ପତ୍ନୀକୁ ବାପଘରେ ଛାଡି ଦ୍ବିତୀୟ ବିବାହ କଲେ ରସିକିଆ ସ୍ୱାମୀ, ଅଭିଯୋଗ ପରେ ବାନ୍ଧିଲା ପୋଲିସ
ବାଲିପାଟଣା, (ଭାସ୍କର ନ୍ୟୁଜ୍) : ପ୍ରଥମ ସ୍ତ୍ରୀ ଏବଂ ଗୋଟିଏ ପିଲା ଥାଇ ଦ୍ୱିତୀୟ ବିବାହ କରିବା ରସିକିଆ ସ୍ୱାମୀଙ୍କୁ ପଡିଲା ମହଙ୍ଗା । ପ୍ରଥମ ସ୍ତ୍ରୀର ଅଭିଯୋଗ ପରେ ଥାନ କୁ ଟଣା ହେଲେ ରସିକିଆ ସ୍ୱାମୀ । ଗିରଫ୍…
ସୁମିତ-ତପସ୍ୱନୀ ପାରିବାରିକ ବିବାଦ ମାମଲା: ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ଆସନ୍ତା ୯ରେ ହେବ…
କଟକ(ଭାସ୍କର ନ୍ୟୁଜ୍): ବ୍ରହ୍ମପୁର ସୁମିତ-ତପସ୍ବନୀ ପାରିବାରିକ ବିବାଦ ମାମଲାର ଶୁଣାଣି କରି ହାଇକୋର୍ଟ ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ନିର୍ଦେଶ ଦେଇଛନ୍ତି । ହାଇକୋର୍ଟର ବିଚାରପତି ଏ.କେ.…
ବିଭିନ୍ନ ଶାରୀରିକ ସମସ୍ୟା ଦୂର କରିଥାଏ କୁକୁର, ଗବେଷଣାରୁ ମିଳିଲା ନୂଆ ତଥ୍ୟ
ନୂଆଦିଲ୍ଲୀ: ମଣିଷର ସବୁଠୁ ବିଶ୍ୱସ୍ତ ପ୍ରାଣୀ ହେଉଛି କୁକୁର । କେଉଁ ଆଦିମ ଯୁଗରୁ ମଣିଷର ପାଖେ ପାଖେ ଏହି କୁକୁର ରହି ଆସିଛି । କିଏ ଘର ଜଗିବା ପାଇଁ କୁକୁର ରଖିଥାଏ ତ ଆଉ କିଏ ସୌଖୀନରେ କୁକୁର ପାଳନ କରିଥାଏ । ହେଲେ…
ଗୁଗୁଲ ପେ’ ଆଣିଲା ନୂଆ ଫିଚର, ଏଣିକ ଗୋଟିଏ କ୍ଲିକରେ ଫଟାଫଟ୍ ଅନଲାଇନ ପେମେଣ୍ଟ ହେବ
ନୂଆଦିଲ୍ଲୀ: ଡିଗିଟାଲ ଯୁଗରେ ମାର୍କେଟିଂ ଠୁ ମନି ଟ୍ରାନ୍ସଫର ପର୍ଯ୍ୟନ୍ତ ପ୍ରାୟ ସମସ୍ତ କାର୍ଯ୍ୟ ଅନଲାଇନରେ ହେଉଛି । ଲୋକ ସାଥୀରେ ନଗଦ ଟଙ୍କା ନେବାକୁ ପସନ୍ଦ କରୁନାହାନ୍ତି । ପେଟିଏମ୍, ଗୁଗୁଲ୍ ପେ, ଫୋନ୍ ପେ…
୮୬ ବର୍ଷରେ ପାଦ ଥାପିଲା ଓଡ଼ିଶା, ଉତ୍କଳ ଦିବସରେ ସ୍ୱଚ୍ଛ ଓ ସବୁଜ ଓଡ଼ିଶା ସଂକଳ୍ପର ବାର୍ତ୍ତା ଦେଲେ ପରିବେଶବିତ୍
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଆଜି ଅପ୍ରେଲ୍ ପହିଲା, ଉତ୍କଳ ଦିବସ । ୮୬ ବର୍ଷ ତଳେ ଆଜିର ଦିନରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା । ସବୁ ଓଡ଼ିଆଙ୍କ ପାଇଁ ଏହି ଦିନଟି ସ୍ମରଣୀୟ । କାରଣ ଆଜି ଆମେ ଆମର ପରିଚୟ…