fbpx

ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ପର୍ସରେ ରଖନ୍ତୁ ଏହିସବୁ ଜିନିଷ !

ବାସ୍ତୁଶାସ୍ତ୍ର ଅନୁଯାୟୀ କେତୋଟି ସରଳ ଉପାୟକୁ ମାନି ଚଳିଲେ ଘରେ ଧନଧାନ୍ୟର ଅଭାର ଆଦୌ ହୋଇନଥାଏ। ବ୍ୟବହାର କରୁଥିବା ପର୍ସ ବା ବ୍ୟାଗରେ ଏହିସବୁ ଜିନିଷକୁ ସ୍ଥାନ ଦେଲେ ଅର୍ଥାଭାବ ଦେଖାଯାଏ ନାହିଁ ବୋଲି ବସ୍ତୁବିଦ ମାନେ ମତ ଦିଅନ୍ତି ।

– ବାସ୍ତୁଶାସ୍ତ୍ର ଅନୁସାରେ ମା’ ଲକ୍ଷ୍ମୀଙ୍କର ଫଟୋ ନିଜ ପର୍ସରେ ରଖିବା ଶୁଭଙ୍କର। ଏହାର ପ୍ରଭାବରେ ଯଦିଓ ଶୂନ୍ୟରୁ ଟଙ୍କା ଆସି ଭର୍ତ୍ତି ହୋଇନଥାଏ, ହେଲେ ଲୋକଙ୍କ ଖର୍ଚ୍ଚରେ ନିୟନ୍ତ୍ରଣ ଆସିଥାଏ।

– ମନିପର୍ସ କିମ୍ବା ନିଜ ବ୍ୟାଗରେ ଖାଦ୍ୟଦ୍ରବ୍ୟ ରଖିବା ଅନୁଚିତ। ରୁଦ୍ରାକ୍ଷ ଭଳି ପବିତ୍ର ଜିନିଷମାନ ନିଜ ବ୍ୟାଗରେ ରଖିବା ଖୁବ୍‍ ଶୁଭଙ୍କର ବୋଲି ବାସ୍ତୁବିତ୍‍ ପ୍ରକାଶ କରିଛନ୍ତି।

– କେବେହେଲେ ଫଟା ପର୍ସ ପାଖରେ ରଖିବେ ନାହିଁ। ଏହା ଦାରିଦ୍ର୍ୟର ସଙ୍କେତ ଦେଇଥାଏ।

– ନିଜ ଘରେ ପୁରୁଣା ପର୍ସ କିମ୍ବା ବ୍ୟାଗ୍‍ ରଖିବା ମଧ୍ୟ ଘରର ଆର୍ଥିକ ପରିସ୍ଥିତିକୁ ପ୍ରଭାବିତ କରିଥାଏ ବୋଲି ବିଶ୍ୱାସ ରହିଛି ।

Get real time updates directly on you device, subscribe now.