ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଥମୁଥିବାରୁ ସରକାର କଟକଣାକୁ କୋହଳ କରିଛନ୍ତି । ହେଲେ ତୃତୀୟ ଲହରର ଆଶଙ୍କା ଥିବାରୁ ନିୟମ ମାନି ଚାଲିବାକୁ ନିର୍ଦେଶ ଦେଇଛନ୍ତି । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୪୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୧୦୩ ଚିହ୍ନଟ ହୋଇଥିବା ବେଳେ ସଙ୍ଗରୋଧରୁ ୩୮୧ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୬୮ ଜଣ ଚିହ୍ନଟ ହୋଇଛନ୍ତି । ପିଲା ମାନଙ୍କୁ ଭାଇରସ ବ୍ୟାପୁଥିବାରୁ ଭୟ ବଢିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୬ ହଜାର ୩୬୨କୁ ବୃଦ୍ଧି ପାଇଛି। ୧୦,୦୧,୨୫୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୬,୯୫୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
22. Mayurbhanj: 30
23. Nawarangpur: 1
24. Nayagarh: 6
25. Nuapada: 2
26. Puri: 17
27. Rayagada: 3
28. Sambalpur: 9
29. Sundargarh: 25
30. State Pool: 52New recoveries: 706
Cumulative tested: 18854295
Positive: 1016362
Recovered: 1001254
Active cases: 6957— I & PR Department, Odisha (@IPR_Odisha) September 12, 2021