ସେକ୍ସ କରିବା ପୂର୍ବରୁ ଏହି ଦିଗଗୁଡ଼ିକ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ

ବୈବାହିକ ଜୀବନରେ ଶାରୀରିକ ସମ୍ପର୍କ ଏକ ଅଂଶ । ବର୍ତ୍ତମାନର ସମାଜରେ ବହୁତ ପୁରୁଷ ଓ ନାରୀ ସେକ୍ସରେ ସନ୍ତୁଷ୍ଟ ନହେବା ଫଳରେ ଅନେକ ପାରିବାରିକ ସମସ୍ୟା ଦେଖାଯାଉଛି । ତେବେ ଆପଣ ଯଦି ଏମିତି କିଛି ବିଶେଷ ଦିଗ ପ୍ରତି…

୩ଟା ସୁଦ୍ଧା କେଉଁଠି ନେଲେଣି କେତେ ଟିକା? ଜାଣନ୍ତୁ

ଭୁବନେଶ୍ୱର, ୧୬ା୧(ଓଡିଶା ଭାସ୍କର) : ଦିନ ୩ଟା ସୁଦ୍ଧା ଟାର୍ଗେଟର ୫୩ ପ୍ରତିଶତ ଟିକାକରଣ ସରିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮୬୭୫ ଜଣ ଟିକା ନେଇସାରିଛନ୍ତି । ଭଦ୍ରକରେ ସର୍ବାଧିକ ୮୧ ପ୍ରତିଶତ ଟିକାଦାନ ହୋଇଛି ।…

ନିଆଳିରେ ଟିକା ବର୍ଜନ

ନିଆଳି,୧୬ ।୧(ଓଡିଶା ଭାସ୍କର): ଆଜି ସାରା ରାଜ୍ୟରେ ଟିକାକରଣ ଚାଲିଥିବା ବେଳେ କଟକ ନିଆଳିରେ ସ୍ୱାସ୍ଥ୍ୟକର୍ମୀମାନେ କରୋନା ଟିକା ବର୍ଜନ କରିଛନ୍ତି । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏଏନଏମ ସ୍ୱାସ୍ଥ୍ୟକର୍ମୀ…

ଦେଶରେ ଦିନକରେ ୧୭୫ ମୃତ, ୧୫ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୧୬ା୧: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୭୫ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୨ ହଜାର ୯୩କୁ ବୃଦ୍ଧି ପାଇଛି । ଦିନକରେ ୧୫ ହଜାର ୧୫୮ ଜଣ ଆକ୍ରାନ୍ତ ହୋଇଥିବା…

କରୋନାରେ ଜଣେ ମୃତ, ୧୭୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୬ା୧ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୧୭୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୦୩ ଓ ସ୍ଥାନୀୟ…

ପତ୍ନୀଙ୍କର ଏମିତି କିଛି ଭୁଲ ପତିଙ୍କ ଅଧପତନର କାରଣ ସାଜିଥାଏ, ଜାଣନ୍ତୁ କଣ ସେସବୁ

ହିନ୍ଦୁ ଧର୍ମରେ ବିବାହ ରୀତିନୀତି ଅନୁଯାୟୀ କରାଯାଇଥାଏ । ବିବାହ ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ପରସ୍ପର ସହିତ ଜୀବନସାରା ରହିଥାନ୍ତି । ପରସ୍ପରର ସହଯୋଗ ଓ ବୁଝାମଣା ଫଳରେ ଘର ସ୍ୱର୍ଗ ପାଲଟିଥାଏ । ଅପରପକ୍ଷେ ଅନେକ…

ଝରିଗାଁ ବିଡିଓ ନିଲମ୍ବିତ

ନବରଙ୍ଗପୁର, ୧୬ ।୧(ଓଡିଶା ଭାସ୍କର) : ନବରଙ୍ଗପୁର ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ବହାଦୁର ସିଂ ଧରୁଆ ନିଲମ୍ବିତ । ସ୍ୱଛଭାରତ ଅଭିଯାନ ଦୁର୍ନୀତି ନେଇ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଚିଠିରେ…