Stock Market: ଟ୍ରମ୍ପଙ୍କ ଟାରିଫ ସୁନାମୀରେ ବୁଡ଼ିଲା ଷ୍ଟକ୍ ବଜାର, ସେନସେକ୍ସ ୬୫୭ ପଏଣ୍ଟ ଏବଂ ନିଫ୍ଟି ୨୦୦ ପଏଣ୍ଟ ହ୍ରାସ
ନୂଆଦିଲ୍ଲୀ: ସେୟାର ବଜାରରେ ଯୁଦ୍ଧ ଝଡ଼ । ବୁଡ଼ିଲା ସେୟାର ବଜାର । ଗୁରୁବାର ଦିନ ଷ୍ଟକ୍ ବଜାର ଖୋଲିବା ମାତ୍ରେ ଭାରତ ଉପରେ ଆମେରିକା ଦ୍ୱାରା ଲାଗୁ ହୋଇଥିବା ୫୦ ପ୍ରତିଶତ ଶୁଳ୍କର ପ୍ରଭାବ ଦେଖିବାକୁ ମିଳିଛି।…