ଟିମ୍ ଇଣ୍ଡିଆର Sponsorship ହେବାକୁ ଚାହୁଁଛି ଏହି କମ୍ପାନୀ, ଏସିଆ କପ୍ ପୂର୍ବରୁ ପ୍ରକ୍ରିୟା ଆରମ୍ଭ କଲା BCCI
ନୂଆଦିଲ୍ଲୀ: ବିସିସିଆଇ ଏବଂ ଭାରତୀୟ କ୍ରିକେଟ ଦଳର ଟାଇଟଲ୍ ସ୍ପନସର କମ୍ପାନୀ ‘ଡ୍ରିମ୧୧’ ମଧ୍ୟରେ ଶେଷ ହୋଇଛି ଚୁକ୍ତିନାମା। ‘ଡ୍ରିମ୧୧’ ୨୦୨୩ ମସିହାରୁ ଟିମ୍ ଇଣ୍ଡିଆର ଟାଇଟଲ୍ ସ୍ପନସର ଥିଲା।
କିନ୍ତୁ ସମ୍ପ୍ରତି…