ପୁଣି ଭାରତର ଶତ୍ରୁ ଦେଶରେ ଭୟଙ୍କର ଭୂମିକମ୍ପ, ଜାଣନ୍ତୁ କେତେ ଥିଲା ତୀବ୍ରତା
ପାକିସ୍ତାନ: ପୁଣିଥରେ ଭାରତର ପଡ଼ୋଶୀ ଦେଶ ବା ଭାରତର ଶତ୍ରୁ ଦେଶ ପାକିସ୍ତାନ ଭୂମିକମ୍ପ ଝଟକାରେ ଥରି ଉଠିଲା। ସୋମବାର ସକାଳ ୫:୩୯ ସମୟରେ ପାକିସ୍ତାନର ଉତ୍ତର ଅଞ୍ଚଳଗୁଡ଼ିକରେ ୪.୩ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ…