fbpx
BSKY SKY
BSKY SKY

Tension ଦେଲେଣି ଅଷ୍ଟ୍ରେଲିଆ ଖେଳାଳି… T20 WC ହାରିବା ନେଇ ଭାରତ ମନରେ ଛନକା

ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୪ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ବର୍ତ୍ତମାନ ପ୍ରତ୍ୟେକଟି ମ୍ୟାଚରେ ଦେଖିବାକୁ ମିଳୁଛି ଭରପୂର ଏଣ୍ଟରଟେନମେଣ୍ଟ । କିନ୍ତୁ ଟିମ ଇଣ୍ଡିଆକୁ ଏବେଠୁ ବିଶ୍ୱକପ ଚିନ୍ତା ଘାରିଲାଣି । ଜୁନରେ…

ମେ’ ୧ରୁ ଦେଶରେ ଏହିସବୁ କ୍ଷେତ୍ରରେ ହେବ ପରିବର୍ତ୍ତନ; ଆପଣଙ୍କ ବ୍ୟାଙ୍କ ବାଲାନ୍ସ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ: ମେ’ ୧ରୁ ନୂଆ ମାସ ଆରମ୍ଭ ହେବାକୁ ଯାଉଛି । ଆଉ ମାତ୍ର ୬ ଦିନ ପରେ ଦେଶରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳିବ ଯାହାର ସିଧା ପ୍ରଭାବ ଆପଣଙ୍କ ପକେଟ୍ ଉପରେ ପଡିବ । ପ୍ରାଇଭେଟ୍ ବ୍ୟାଙ୍କ ଠାରୁ ଆରମ୍ଭ କରି…

ଭାରତୀୟ ମସଲାକୁ ନେଇ ସାଙ୍ଘାତିକ ତଥ୍ୟ; କର୍କଟ ରୋଗର କାରଣ ପାଲଟୁଛି ମିଶୁଥିବା ରାସାୟନିକ ପଦାର୍ଥ 

ନୂଆଦିଲ୍ଲୀ: ସିଙ୍ଗାପୁର ଓ ହଂକଂରେ ଭାରତୀୟ ମସଲାର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି। ଏମଡିଏଚ ଏବଂ ଏଭରେଷ୍ଟ ମସଲାର କିଛି ପ୍ରଜାତି କୁ ମଧ୍ୟ ନିଷିଦ୍ଧ କରାଯାଇଛି । ସିଙ୍ଗାପୁର ଏବଂ ହଂକଂର ଖାଦ୍ୟ ସୁରକ୍ଷା…

ଖୁବ୍ ଶୀଘ୍ର ବିଶ୍ୱ ଦେଖିବ ପ୍ରଥମ Miss AI ପ୍ରତିଯୋଗିତା, ବିଜେତାକୁ ମିଳିବ ଏତିକି ଟଙ୍କାର ପୁରସ୍କାର ରାଶି

ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗ । ଦିନକୁ ଦିନ ଟେକ୍ନୋଲୋଜି କ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିଛି । ଟେକ୍ନୋଲୋଜି ଦୈନନ୍ଦିନ ଜୀବନର ଏକ ଅଂଶ ବିଶେଷ ପାଲଟିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥିମଧ୍ୟରେ…

Confuse କରୁଛି ଅନୁଭବଙ୍କ ଫେସବୁକ ପୋଷ୍ଟ: ବିଜେପିରେ ଥାଇ ଖୋଜୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନଙ୍କ ଆଶୀର୍ବାଦ!

ଭୁବନେଶ୍ୱର: ଓଡ଼ିଶା ରାଜନୀତିକୁ ନେଇ କମ୍ପୁଛି ଭୁବନେଶ୍ୱରରୁ ଦିଲ୍ଲୀ । ବିଶେଷ କରି ବିଜେଡିର ଅନେକ ଚିହ୍ନା ଚେହେରା ବିଜେପିରେ ସାମିଲ ହେବା ପରେ ଓଡ଼ିଶାରେ ରାଜନୀତି ସୂତା ଅଡ଼ୁଆ ହେବା ଭଳି ଲାଗୁଛି । ଏହା ମଧ୍ୟରେ ଏହି…

କଟକ ବାରବାଟୀରୁ ଏଥର ମୋକିମ୍ ନୁହଁନ୍ତି ଲଢିବେ ସୋଫିଆ !

କଟକ:ଏଥର କଟକ ବାରବାଟୀରୁ ମୋକିମଙ୍କ ବଦଳରେ ମୋକିମଙ୍କ ଝିଅ ଲଢିବା ନେଇ ଚର୍ଚ୍ଚା ହେଉଛି । ବାପାଙ୍କ ଆସନରୁ ସୋଫିଆ ଫିର୍ଦ୍ଦୋସ ଲଢିବେ ବୋଲି କୁହାଯାଉଛି । ଦିଲ୍ଲୀରୁ ଫେରିବା ପରେ କର୍ମୀଙ୍କ ସହ ଏ ବିଷୟରେ ଆଲୋଚନା…

ନୂଆ ବ୍ୟବସାୟ ଆରମ୍ଭ କରିବେ ମୁକେଶ ଅମ୍ବାନୀ, ଜାଣନ୍ତୁ କେଉଁ ଉତ୍ପାଦ ନିର୍ମାଣ କରିବ ରିଲାଏନ୍ସ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ କନଜ୍ୟୁମର ଇଲେକ୍ଟ୍ରୋନିକ୍ସ ଏବଂ ହୋମ୍ ଆପ୍ଲାଏନ୍ସ ସେଗମେଣ୍ଟରେ ପ୍ରବେଶ କରିବା ନେଇ ନୂତନ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏହା ମାଧ୍ୟମରେ…

ଏଲନ ମସ୍କଙ୍କ ଏହି ବଡ କମ୍ପାନୀରେ ଯିବ ୬,୦୦୦ଲୋକଙ୍କ ଚାକିରୀ, କାରଣ କ’ଣ ରହିଛି ଜାଣନ୍ତୁ

ନୂଆଦିଲ୍ଲୀ: ଅରବପତି ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲା ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରିଦେଇଛି । ଜାନୁୟାରୀ-ମାର୍ଚ୍ଚ ୩ ମାସ ସୁଦ୍ଧା କମ୍ପାନୀର ମୋଟ ଲାଭ ୫୫%…

କାହିଁକି ଆଗକାଳରେ କାଠ ନିର୍ମିତ ସାମଗ୍ରୀକୁ କରୁଥିଲେ ବ୍ୟବହାର? ଜାଣନ୍ତୁ ଏହାର କାରଣ…

ଓଡିଶା ଭାସ୍କର: ଆଧୁନିକ ଚଳନୀ ଭିତରେ ବି ବେଳେ ବେଳେ ପାରମ୍ପାରିକ ଚଳନୀର ଝଲକ ଦେଖିବାକୁ ମିଳେ । ସେ ସୋଉକରେ ହେଉ ବିମ୍ବା ସଚେତନତା । ତେବେ ଆଜି ଜାଣିବା କାଠ ନିର୍ମିତ ସାମଗ୍ରୀ ଆମ ପାଇଁ କେତେ ଉପକାରୀ ହୋଇଥାଏ ।…

ଅସହ୍ୟ ଗରମରୁ ମୁକ୍ତି ଦେବ କାକୁଡ଼ି… ଏହି ଉପାୟରେ ଖରା ତାତିରୁ ପାଆନ୍ତୁ ମୁକ୍ତି

ଓଡ଼ିଶା ଭାସ୍କର: ଦିନକୁ ଦିନ ତାପମାତ୍ରା ଉପରମୁହାଁ ହେଉଛି । ପ୍ରତିଦିନ ତାତି ଏବେ ନୂଆ ରେକର୍ଡ ସୃଷ୍ଟି କରୁଛି । ପ୍ରବଳ ଖରା ଏବଂ ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ସାଧାରଣ ଲୋକେ । ଏଥିରୁ ମୁକ୍ତି ପାଇବା ପାଇଁ ସମସ୍ତେ…